ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି

ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ଜଣ ନୂତନ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ଶିକ୍ଷକମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ୩୨ ଜଣ ଥିବାବେଳେ ଅନ୍ୟ ୮୭ ଜଣ ମଧ୍ୟ ଆଜି ନୂତନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।
ପୂର୍ବରୁ ମୋଟ ୧୨୩ ଜଣ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଥିଲା। ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ ଜଣ ଉଚ୍ଚ ପଦବୀରେ ନିଯୁକ୍ତି ପାଇଥିବାରୁ ବର୍ତ୍ତମାନ ୧୧୯ ଜଣ ନିଯୁକ୍ତି ପାଇଛନ୍ତି।

ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି – ସମୀକ୍ଷା


ଜିଲ୍ଲାର ୨୪ଟି ଉଚ୍ଚ ବିଦ୍ୟାଳୟ ସମେତ ଯେଉଁ ସ୍ଥାନଗୁଡ଼ିକରେ ଶିକ୍ଷକଙ୍କ ଆବଶ୍ୟକତା ରହିଛି, ସେଠାରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବ। କେଉଁ ଶିକ୍ଷକଙ୍କୁ କେଉଁ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ, ତାହା ନିଯୁକ୍ତି ମେଳାରେ ଜଣାପଡ଼ିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି।ନୂତନ ଶିକ୍ଷକଙ୍କ ନିଯୁକ୍ତି ଦ୍ୱାରା ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ କିଛି ମାତ୍ରାରେ ଦୂର ହେବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନର ଗୁଣାତ୍ମକ ମାନ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ବୃଦ୍ଧିରେ ଏହା ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।

ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କୁ ଭବ୍ୟ ସ୍ୱାଗତ ଓ ପଦଭାର ଗ୍ରହଣ ସମାରୋହ