ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ

ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ – ସମୀକ୍ଷା ଖବର


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୨୨/୯,କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସାରସକେଲା ଗ୍ରାମରେ ଏକ କୂଅ ଭିତରୁ ଜଙ୍ଗଲୀ ବାରହାକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗ୍ରାମର ଜିତେନ୍ଦ୍ର ବେହେରାଙ୍କ କୂଅରେ ଏକ ଜଙ୍ଗଲୀ ବାରହା ପଡ଼ିଥିବା ନେଇ ସୂଚନା ମିଳିଥିଲା।ସୂଚନା ପାଇବା ପରେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଧା, ପାଟଣା ବନପାଳ ନିରଞ୍ଜନ ସେଠୀଙ୍କ ସହ ୪ ଜଣିଆ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ପାଟଣା ଅଗ୍ନିଶମ ବାହିନୀକୁ ମଧ୍ୟ ସହାୟତା ପାଇଁ ଡକାଯାଇଥିଲା।ଅଗ୍ନିଶମ ବାହିନୀ ଓ ବନ ବିଭାଗର ମିଳିତ ପ୍ରୟାସରେ କୂଅ ଭିତରୁ ଜଙ୍ଗଲୀ ବାରହାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରେ ବନ ବିଭାଗ ପକ୍ଷରୁ ବାରହାକୁ ପାଟଣା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସାରସକେଲାରେ କୂଅରେ ପଡ଼ିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୨୬ କେଜି ଗଞ୍ଜେଇ ଓ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ