ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ,କାର୍ ଓ ପିକଅପ୍ ଭ୍ୟାନ୍ ଜବତ

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ,କାର୍ ଓ ପିକଅପ୍ ଭ୍ୟାନ୍ ଜବତ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ବାଲିଗୁଡ଼ା ସବ ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ :
ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣର ନୁଆ ତରିକା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ମାଡ଼ି ବସିଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ । ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଗୋଟିଏ ଦିନରେ ମୋଟ ୧୨୧ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ କରିଛି ଅବାକାରୀ ପୋଲିସ୍ । ଚତୁରତାର ସହ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଶଙ୍କରାଖୋଲ ନିକଟରେ ଆମ୍ବୁଲାନ୍ସ ଜବତ ହୋଇଥିବା ବେଳେ ଲାଇନପଡ଼ା ନିକଟରୁ ଗଞ୍ଜେଇ ବୋଝେଇ ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ କାର୍ ଜବତ ହୋଇଥିବା ଜଣାପଡ଼ିଛି । ଜବତ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ବାଲେଶ୍ଵର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା । ଘଟଣାରେ ୬ ଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତ ବାଲେଶ୍ଵର ଜିଲ୍ଲାର ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ,କାର୍ ଓ ପିକଅପ୍ ଭ୍ୟାନ୍ ଜବତ – ସମୀକ୍ଷା

ଗଞ୍ଜେଇ ଚୋରା ଚାଲାଣର ନୁଆ ତରିକା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ମାଡ଼ି ବସିଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ । ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଗୋଟିଏ ଦିନରେ ମୋଟ ୧୨୧ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ କରିଛି ଅବାକାରୀ ପୋଲିସ୍ । ଚତୁରତାର ସହ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଶଙ୍କରାଖୋଲ ନିକଟରେ ଆମ୍ବୁଲାନ୍ସ ଜବତ ହୋଇଥିବା ବେଳେ ଲାଇନପଡ଼ା ନିକଟରୁ ଗଞ୍ଜେଇ ବୋଝେଇ ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ କାର୍ ଜବତ ହୋଇଥିବା ଜଣାପଡ଼ିଛି । ଜବତ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ବାଲେଶ୍ଵର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା । ଘଟଣାରେ ୬ ଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତ ବାଲେଶ୍ଵର ଜିଲ୍ଲାର ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ,କାର୍ ଓ ପିକଅପ୍ ଭ୍ୟାନ୍ ଜବତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏଥର ପାର୍ବଣରେ ପୋଲିସର ମୁଖ୍ୟ ଫୋକସ : ଅପରାଧ ଓ ଟ୍ରାଫିକ କଣ୍ଟ୍ରୋଲ