ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଇସ୍ରାଏଲରେ ଭାରତୀୟ ପାଇଲଟ ସ୍ମିତ୍ ଙ୍କ ପାଇଁ ପ୍ରାର୍ଥନା

ଇସ୍ରାଏଲରେ ଭାରତୀୟ ପାଇଲଟ ସ୍ମିତ୍ ଙ୍କ ପାଇଁ ପ୍ରାର୍ଥନା – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର


ଇସ୍ରାଏଲ ର ତେଲ୍ ଅବିବ୍ ରୁ ଆସୁଛି ଏହି ଦୃଶ୍ୟ ଯେଉଁଠି ହଜାର ହଜାର ମୋବାଇଲ ଫୋନ୍ ର ଲାଇଟ୍, ଆଖିରେ ଲୁହ ଏବଂ ସଭିଙ୍କ ମୁହଁରେ ଗୋଟିଏ ଶବ୍ଦ – ଧନ୍ୟବାଦ କ୍ୟାପଟେନ୍! ବିଶ୍ବର ଏକ ଧର୍ମ ୟେହୁଦୀ, ଯାହାଙ୍କ ସଂଖ୍ୟା ବହୁତ କମ୍ କିନ୍ତୁ ସେମାନଙ୍କର ଏକତା ବିଶ୍ୱବାସୀଙ୍କ ପାଇଁ ସବୁ ସମୟରେ ଉଦାହରଣ ସୃଷ୍ଟି କରେ । ଦୁବାଇରେ ଫସିଥିବା ୟହୁଦୀ ମାନଙ୍କ ସୁରକ୍ଷିତ ଘରୱାପସୀ ପାଇଁ ଧନ୍ୟବାଦ ଦେଉଛନ୍ତି। FlyDubai ର FZ1073 ନମ୍ବର ପ୍ଲେନ୍‌ ରେ ଥିବା ୧୭୪ ଜଣ ଯାତ୍ରୀ ମୃତ୍ୟୁକୁ ସାମ୍ନାରେ ଦେଖୁଥିଲେ, ପ୍ଲେନ୍ ୧୪,୦୦୦ ଫୁଟ୍ ତଳକୁ ଖସି ଆସିଥିଲା, କକପିଟ୍ ରେ ଯୁଦ୍ଧ ଚାଲିଥିଲା, ବିମାନ ହାଇଜ୍ୟାକ୍ ର କୋର୍ଡ ଆଲର୍ଟ ବାଜୁଥିଲା ।

ଇସ୍ରାଏଲରେ ଭାରତୀୟ ପାଇଲଟ ସ୍ମିତ୍ ଙ୍କ ପାଇଁ ପ୍ରାର୍ଥନା – ସମୀକ୍ଷା

ଆଜି ସମସ୍ତ ଯାତ୍ରୀ ନିଜ ପରିବାର ସହିତ ଏକଜୁଟ ହୋଇଛନ୍ତି। ଜୀବନ ବଞ୍ଚି ଯାଇଥିବାର ଅନୁଭବ କରୁଛନ୍ତି । ସମସ୍ତେ ଏହି ଚମତ୍କାର ବିଷୟରେ କଥା ହେଉଛନ୍ତି, ଚମତ୍କାର କରି ଦେଖାଇଛନ୍ତି ଜଣେ ଭାରତୀୟ ହିନ୍ଦୁ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାର । ଇସ୍ରାଏଲୀ କହୁଛନ୍ତି, ସେମାନେ ଏହି ଘଟଣା କେବେ ଭୁଲିବେ ନାହିଁ, ଏହି ଉପକାର କେବେ ବ୍ୟର୍ଥ ଯିବାକୁ ଦେବେ ନାହିଁ। ତେଲ୍ ଅବିବ୍ ଠାରୁ ଜେରୁଜେଲମ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ କ୍ୟାପଟେନ୍ ସ୍ମିତ୍ ଙ୍କ ଦୃତ ଆରୋଗ୍ୟ ପାଇଁ ପ୍ରାର୍ଥନା ହେଉଛି

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ସଭାଗୃହରେ ଶକ୍ତି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ