ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଧାରଣାରେ ବସିଲେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର: ପାରାଦ୍ୱୀପରେ ତୀବ୍ର ଅସନ୍ତୋଷ

ଧାରଣାରେ ବସିଲେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର: ପାରାଦ୍ୱୀପରେ ତୀବ୍ର ଅସନ୍ତୋଷ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

​ପାରାଦ୍ୱୀପ: ଦୀର୍ଘ ଦିନ ଧରି ଆଇରନ ଟ୍ରକଗୁଡ଼ିକ ବନ୍ଦର ନିଷିଦ୍ଧାଞ୍ଚଳ ଭିତରକୁ ପ୍ରବେଶ କରିପାରି ନାହିଁ। ଏହାର ପ୍ରତିବାଦରେ ଆଜି ପାରାଦ୍ୱୀପ ବନ୍ଦରର ୨ ନମ୍ବର ଗେଟ୍ ସମ୍ମୁଖରେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର ଧାରଣାରେ ବସିଛନ୍ତି। ​ମୁଖ୍ୟ ସମସ୍ୟା ଓ କାରଣ: ଟ୍ରକ ଜାମ୍: ପାରାଦ୍ୱୀପ ଠାରୁ ଟିକରପଙ୍ଗା ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ଆଇରନ ଟ୍ରକ ଅଟକି ରହିଛି। ଡ୍ରାଇଭରଙ୍କ ଦୁର୍ଦ୍ଦଶା: ଗାଡ଼ିଗୁଡ଼ିକ ଦୀର୍ଘ ଦିନ ଧରି ଠି୍ଆ ହେବା ଯାତ୍ରୀ, ଡ୍ରାଇଭର ଓ ହେଲପରମାନେ ବିଭିନ୍ନ ଗ୍ରାମୀଣ ଓ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଚୋରି ଓ ଯାନ୍ତ୍ରିକ ତ୍ରୁଟି: ଲମ୍ବା ସମୟ ଧରି ରାସ୍ତାକଡ଼ରେ ଗାଡ଼ି ରହିବାରୁ ବ୍ୟାଟେରୀ ଡାଉନ ହେବା ଏବଂ ଡିଜେଲ ଚୋରି ଭଳି ସମସ୍ୟା ମଧ୍ୟ ଦେଖାଦେଇଛି। ଆନ୍ଦୋଳନକାରୀଙ୍କ ଚେତାବନୀ: ଡ୍ରାଇଭରମାନେ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ସେମାନଙ୍କ ଗାଡ଼ିଗୁଡ଼ିକୁ ବନ୍ଦର ନିଷିଦ୍ଧାଞ୍ଚଳକୁ ପ୍ରବେଶ କରାଯାଇ ଅନଲୋଡିଂ କରାଯାଇନାହିଁ, ସେପର୍ଯ୍ୟନ୍ତ ଏହିପରି ଭାବରେ ଧାରଣା ଜାରି ରହିବ।

ଧାରଣାରେ ବସିଲେ ଶତାଧିକ ଆଇରନ ଟ୍ରକ ଡ୍ରାଇଭର: ପାରାଦ୍ୱୀପରେ ତୀବ୍ର ଅସନ୍ତୋଷ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ