ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମା ରମ୍ଭାଦେବୀଙ୍କ ମହା ଅଷ୍ଟମିପୂଜା ମହା ଆଡମ୍ବରରେ ପାଳିତ

ମା ରମ୍ଭାଦେବୀଙ୍କ ମହା ଅଷ୍ଟମିପୂଜା ମହା ଆଡମ୍ବରରେ ପାଳିତ – ସମୀକ୍ଷା ଖବର

ସୁଦାମ ବେହେରା/ସମୀକ୍ଷା ନ୍ୟୁଜ/ଦେବଗଡ଼ :

ଦେବଗଡ ଜିଲ୍ଲାବାରକୋଟ ବ୍ଲକ ଅନ୍ତର୍ଗତ ସରନକୁଟ ଗ୍ରାମ ଠାରେ ମା ରମ୍ଭାଦେବୀ ଙ୍କ ମହା ଅଷ୍ଟମିପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି ୩୨ଖଣ୍ଡ ମୌଜା ର ପାଉଡ଼ିଭୁଇଆଁ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ମା ରମ୍ଭାଦେବୀ ଙ୍କ ପୂଜାରେ ବିଭିନ୍ନ ଅଞ୍ଚଳରୁ ବୋହୁମାତ୍ରାରେ ମା ଙ୍କ କୃପା ସାନିଧ୍ୟ ନିମନ୍ତେ ଧାଇଁ ଆସିବା ସହ ନିଜନିଜର ମନସ୍କାମନା ମାନସୀ ଥିଲେ। ପୂର୍ବ ଦିନ ଅର୍ଥାତ୍ ସପ୍ତମୀ ଦିନ ୩୨ ଖଣ୍ଡ ମୌଜା ର ପ୍ରତିନିଧି ଓ ସରନ କ ଗ୍ରାମର ଗ୍ରାମବାସୀ ଏକ ଟ୍ରିତ ହୋଇ ଅଷ୍ଟମୀ ପୂଜାକୁ ସୁଚାରୁ ରୂପେ ସମାପନ କରାଯିବ ନିମନ୍ତେ ପ୍ରତିଶ୍ରୁତି ବଦ୍ଧ ହୋଇ ସପ୍ତମୀ ସନ୍ଧ୍ୟାରେ ସଙ୍କୃତିକ କାର୍ଯ୍ୟକ୍ରମ , ଅଷ୍ଟମୀ ଦିନ ସଂକୀର୍ତ୍ତନ , ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା। ଏଥିରେ ବିଜୟ କୁମାର ନାଏକ,ଜିତେନ୍ଦ୍ରିୟ ପ୍ରଧାନ ,ନୀଳାମ୍ବର ସାହୁ,କୃଷ୍ଚ ଚନ୍ଦ୍ର ମହା କୁଳ, ପ୍ରମୋଦ କୁମାର ପ୍ରଧାନ,ହରିହର ସାହୁ,ଗୁରୁ ନାଏକ,ଦେବବ୍ରତ ପ୍ରଧାନ, ସହ କମିଟି ବୃନ୍ଦ ଏବଂ ସମସ୍ତ ଗ୍ରାମ ବାସୀ ସହଯୋଗ କରିଥିଲେ। ଏହି ମାଙ୍କ ଯାତ୍ରା ଦେଖିବାକୁ ବୋହୂ ଦୂର ଦୁରନ୍ତରୁ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା।

ମା ରମ୍ଭାଦେବୀଙ୍କ ମହା ଅଷ୍ଟମିପୂଜା ମହା ଆଡମ୍ବରରେ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦେବଗଡ଼ ଜିଲ୍ଲା ପଞ୍ଚାୟତ ଡିଗ୍ରୀ କଲେଜ ର ଛାତ୍ର ନିର୍ବାଚନ ର ଫଳାଫଳ