ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କୋକସରା ସମ୍ରାଟ ଅଶୋକ ପଡାରେ ପ୍ରଥମ ଥର ଏକତ୍ରିତ ଭାବେ ନୂଆଁଖାଇ ପାଳନ

କୋକସରା ସମ୍ରାଟ ଅଶୋକ ପଡାରେ ପ୍ରଥମ ଥର ଏକତ୍ରିତ ଭାବେ ନୂଆଁଖାଇ ପାଳନ – ସମୀକ୍ଷା ଖବର

ଧନୀରାମ ପାଣଗ୍ରାହୀ/କୋକସରା/ସମୀକ୍ଷା ନିୟୁଜ୍:

କୋକସରା (ସମୀକ୍ଷା ନିୟୁଜ୍) ” ପଶ୍ଚିମ ଓଡ଼ିଶା ର ଗଣ ପର୍ବ ନୁଆଁଖାଇ ପାଳନ ହେଲା। କିନ୍ତୁ କୋକସରା ବ୍ଲକ୍ ର କୋକସରା ର ସମ୍ରାଟ ଅଶୋକ ପଡାରେ ସମସ୍ତ ଆବଳ ବୃଦ୍ଧ ବନିତା ଗୋଟିଏ ଜାଗାରେ ରନ୍ଧା ବଢ଼ା କରି, ନୂଆ ଧାନର ଚୁଡ଼ା ସହିତ ନବାର୍ଣ୍ଣ ପାଳନ କରିଥିଲେ। ସମସ୍ତ ପଡାରେ ଖୁସିର ସହିତ ଜୁହାର ଭେଟ ହେଇ ସେମାନଙ୍କ ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇ ଦୀପ ଦାନ କରିଥିଲେ।

କୋକସରା ସମ୍ରାଟ ଅଶୋକ ପଡାରେ ପ୍ରଥମ ଥର ଏକତ୍ରିତ ଭାବେ ନୂଆଁଖାଇ ପାଳନ – ସମୀକ୍ଷା


୍

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ନିଛକ କାହାଣୀ କୁ ନେଇ “ମାଳିପୁଟ ମେଲୋଡିସ ” ସିନେମା