ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ

ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ – ସମୀକ୍ଷା ଖବର
ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ – ସମୀକ୍ଷା

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର

ଭୁବନେଶ୍ୱର , 24/09/2026 ରିଖ- ଧଉଳି ଶାନ୍ତି ସ୍ତୁପର ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଏନ୍ ଏସ ଏସ ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ଵେଚ୍ଛାସେବୀଙ୍କ ଦ୍ୱାରା ଏହି ଦିବସ ପାଳନ କରାଯାଇଅଛି ।

ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ – ସମୀକ୍ଷା

ଏହି ଅବସରରେ ମହାବିଦ୍ୟାଳୟର କେମ୍ପସ ସଫା, ଆଣ୍ଟି କରପସନ, ସାଇବର କ୍ରାଇମ, ନାରୀ ସୁରକ୍ଷା ଏବଂ ସମାଜରେ ଘଟୁଥିବା ଅଘଟଣ ଗୁଡିକ କିପପରି ରୋକିହେବ ଏହା ଉପରେ ଏକ ସୁନ୍ଦର ଚିତ୍ରର କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜନ କରିଥିଲେ ।ଏହି ଚିତ୍ର ପ୍ରଦର୍ଶନୀ ସମାଜକୁ ଏକ ସୁନ୍ଦର ବାର୍ତା ଯୋଗାଇ ପାରିବ ବୋଲି ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ଼. ପଞ୍ଚାନନ ସାମଲ ପ୍ରକାଶ କରିବାସହ ପିଲାମାନଙ୍କୁ ଉତ୍ସାହସିତ କରିଥିଲେ l

ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଟିଟିଲାଗଡ଼: ଗାଁ ରାସ୍ତା ରୁ ବି ଆହୁରି ଶୋଚନୀୟ ସହରର ମୁଖ୍ୟ ରାସ୍ତା