ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ନୂଆପଡ଼ା ବଲାଙ୍ଗୀର କଟକ ସୁବର୍ଣ୍ଣପୁର

samikshanews

ଆନନ୍ଦବନରେ ପାଳିତ ହେଲା ବିଶ୍ୱ ବାଉଁଶ ଦିବସ ୨୦୨୬, ଉଦ୍‌ଘାଟିତ ହେଲା ବାଉଁଶ ହାଟ – ସମୀକ୍ଷା ଖବର

ଆନନ୍ଦବନରେ ପାଳିତ ହେଲା ବିଶ୍ୱ ବାଉଁଶ ଦିବସ ୨୦୨୬, ଉଦ୍‌ଘାଟିତ ହେଲା ବାଉଁଶ ହାଟ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ୧୮ ସେପ୍ଟେମ୍ବର ୨୦୨୬: ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଆନନ୍ଦବନଠାରେ ବିଶ୍ୱ ବାଉଁଶ ଦିବସ–୨୦୨୬ ପାଳନ କରାଯାଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବାଉଁଶ ଏକ ନବୀକରଣଯୋଗ୍ୟ…

Read More
ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ – ସମୀକ୍ଷା ଖବର

ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ସଂକ୍ରାନ୍ତରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର, ସେପ୍ଟେମ୍ବର ୧୮ : ରାଜୀବ ଭବନସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିବା ସହ ବିପର୍ଯ୍ୟୟ ସମ୍ପର୍କିତ କୌଣସି ବି ଚର୍ଚ୍ଚାରେ ଭୟଭୀତ…

Read More
ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର, ତା- ୧୮. ୦୯. ୨୦୨୬ : ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୁଆର ନିଯୋଗର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ନିଯୋଗ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ…

Read More
ଭୁବନେଶ୍ୱର:ପ୍ରଭୁ ଗଣେଶଙ୍କ ରୂପେ ପୂଜିତ ହେଲା ଗଛ – ସମୀକ୍ଷା ଖବର

ଭୁବନେଶ୍ୱର:ପ୍ରଭୁ ଗଣେଶଙ୍କ ରୂପେ ପୂଜିତ ହେଲା ଗଛ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର: ପ୍ରକୃତି ସହ ଗଭୀର ସାଂସ୍କୃତିକ ସମ୍ପର୍କ ଏବଂ ପରିବେଶ ଅନୁକୂଳ ଢଙ୍ଗରେ ଗଣେଶ ପୂଜା ପାଳନର ବାର୍ତ୍ତା ଦେଇ ବାକୁଳ ଫାଉଣ୍ଡେସନ ପକ୍ଷରୁ ଅଭିନବ ‘ଟ୍ରି ଗଣେଶ’ ପଦକ୍ଷେପ ମାଧ୍ୟମରେ ଗଣେଶ ପୂଜା ପାଳନ କରାଯାଇଛି। କ୍ରମାଗତ ସପ୍ତମ ବର୍ଷ ପାଇଁ ବାକୁଳ ଲାଇବ୍ରେରୀ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)ର ଏକ ପୁରୁଣା ଗଛକୁ ବାକୁଳ ସ୍ୱେଚ୍ଛାସେବୀମାନେ ପ୍ରାକୃତିକ, ପରିବେଶ ଅନୁକୂଳ ଓ…

Read More
ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍ – ସମୀକ୍ଷା ଖବର

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି…

Read More
କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

କୋମନା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ:ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କୋମନା ବ୍ଲକ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ୨୧ଟି ବ୍ୟକ୍ତିଗତ ଓ ୪ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୨୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟେକ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ…

Read More
କୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର: ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ୍ୟକୁ ଆଣିବାକୁ ଆହ୍ୱାନ – ସମୀକ୍ଷା ଖବର

କୋମନା ବ୍ଲକ କାଣ୍ଡେତରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର: ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ୍ୟକୁ ଆଣିବାକୁ ଆହ୍ୱାନ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା, ତା. ୧୮/୦୯:ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, କୋମନା ତହସିଲଦାର ସୌରଭ କୁମାର ବିଶି, ଏବିଡିଓ ଭକ୍ତବନ୍ଧୁ ବୁଡେକ, ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସ,…

Read More
ସୋନପୁର ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ – ସମୀକ୍ଷା ଖବର

ସୋନପୁର ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ସୁବର୍ଣ୍ଣପୁର: ସୋନପୁର, ୧୮।୯ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ଆନୁକୂଲ୍ୟରେ ଛାତ୍ରୀଛାତ୍ରମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଶୁକ୍ରବାର ରେ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ,ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯକ୍ରମ ର ଉଦ୍ଘାଟନ ଉତ୍ସବ ରେ ଚଢେଇପଂକ ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ସୁରଥ ବାରିକ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ,ମହାରାଜା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଅନୁଲିତା ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ…

Read More
ବରିଷ୍ଠ ମହିଳା ବିଜେଡି ନେତ୍ରୀ ରାଧା ଅପାଙ୍କ ଅକାଳ ବିୟୋଗ – ସମୀକ୍ଷା ଖବର

ବରିଷ୍ଠ ମହିଳା ବିଜେଡି ନେତ୍ରୀ ରାଧା ଅପାଙ୍କ ଅକାଳ ବିୟୋଗ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି,ତା୧୮।୯ ପିପିଲି ବ୍ଲକ ର ଲୋକପ୍ରିୟ ବିଜେଡି ମହିଳା ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷା ରାଧାମଣୀ ପ୍ରଧାନ(୭୦) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଘର ପିପିଲି ବ୍ଲକ ଅନ୍ତର୍ଗତ ରଥପୁରୁଷତ୍ତମପୁର ପଂଚାୟତର ବାଲିଗାଁ ରେ ଅଟେ। ଶୁକ୍ରବାର ସକାଳ ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ମଙ୍ଗଳପୁରସ୍ଥିତ ଘରୋଇ ମେଡିକାଲ କୁ ପ୍ରଥମେ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର…

Read More
ତାଳଚେରରେ ଡ୍ରଗ୍ସ ରାକେଟ୍ ଠାବ: ୧ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୩ ଗିରଫ – ସମୀକ୍ଷା ଖବର

ତାଳଚେରରେ ଡ୍ରଗ୍ସ ରାକେଟ୍ ଠାବ: ୧ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୩ ଗିରଫ

ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜତାଳଚେର, ଅନୁଗୋଳ, ୧୮ ସେପ୍ଟେମ୍ବର ୨୦୨୬: ତାଳଚେରରେ ପୁଣି ଏକ ବଡ଼ ଧରଣର ଡ୍ରଗ୍ସ ରାକେଟ୍ ଧରାପଡିଛି। ତାଳଚେର ବାଘୁଆବୋଲ ସ୍ଥିତ ଶିବ ମନ୍ଦିର ନିକଟରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ଚଢ଼ାଉ କରି ତାଳଚେର ପୋଲିସ ଓ ସଦର ପୋଲିସର ଏକ ମିଳିତ ଟିମ୍ ୯.୩୪୦ ଗ୍ରାମର ଡ୍ରଗ୍ସ ଜବତ କରିଛନ୍ତି। ଜବତ ହୋଇଥିବା ଏହି ଡ୍ରଗ୍ସର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା…

Read More