ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ଦୀର୍ଘାୟୁ କାମନା କରି ଦୁର୍ଗା ମଣ୍ଡପ ରେ ଦିପ ଦାନ
ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ବଦପଡିଆ ସ୍ଥିତ ମା ଦୂର୍ଗତି ନାସିନି ମା ଦୂର୍ଗାଙ୍କ ମନ୍ଦିରର ପ୍ରଧାନ ମନ୍ତ୍ରି ନରେନ୍ଦ୍ର ମୋଦିଜି ଙ୍କ ଦୀର୍ଘାୟୁ କାମନା କରି ବହୁ ମହିଳା ଓ ପୁରୁଷମାନେ ଦିପ ଦାନ କରି ଥିବା ଦେଖିବାକୁ ମିଳିଛି l ଏହି ଦ୍ଵିପ ଦାନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ…