ବରଗଡ଼ : ଆକାଶବାଣୀ ଶ୍ରୋତା ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ
ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼,୨୦। ୯ଆକାଶବାଣୀ ଶ୍ରୋତା ସଂଘ, ବରଗଡ଼ ପକ୍ଷରୁ ଏକ ଭାବପୂର୍ଣ୍ଣ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଜଗନ୍ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭେଟଘାଟରେ ଜିଲ୍ଲା ତଥା ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ଆକାଶବାଣୀ ଶ୍ରୋତା ଯୋଗଦେଇଥିଲେ। ସଂଘର କାର୍ଯକାରୀ ସଭାପତି କୃଷ୍ଣଚନ୍ଦ୍ର ପଧାନ ଉପସ୍ଥିତ ଥିଲେ l ସମ୍ପାଦକ ଅଶୋକ ସାହୁ ନୂଆଖାଇ ଭେଟଘାଟ ର ଉଦ୍ୟେଶ୍ୟ…