ପାତ୍ରପୁର ଶିକ୍ଷକ ଭବନ ଠାରେ ଗୁରୁ ଦିବସ ପାଳନ
ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି. /ପାତ୍ରପୁର ବ୍ଲକ:ପାତ୍ରପୁର ୦୫/୦୯/୨୦୨୬ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ପାତ୍ରପୁର ପ୍ରାଥମିକ ଶିକ୍ଷକ ଭବନ ଠାରେ ପଵିତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଟୁଟୁ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି ଇ ଓ ସୀତାରାମ ପାତ୍ର ମୁଖ୍ୟ ବକ୍ତା ଭାବେ ଏ ବି ଇ ଓ ଜଗନ୍ନାଥ ଭୂୟାଁ , ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି…