୧୮ ବର୍ଷ ସଙ୍ଘର୍ଷର ଅନ୍ତଚାଷୀ ମୂଲିଆ ଆଦିବାସୀ ସଂଘ ହାତକୁ ମୁକ୍ତ ହେଲା ଜମି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାସ୍କର ବିଡିକାଙ୍କ ପୈତୃକ ଜମି ଫେରିଲା
କିନ୍ତାଳୀ ସାୟା ରାଜୁ/ ସାମ୍ବାଦିକ / ନାରାୟଣପାଟଣା/ସମୀକ୍ଷା ନ୍ୟୁଜ : ୩/୯: ଦୀର୍ଘ ୧୮ ବର୍ଷ ର ବ୍ୟବଧାନ ସଙ୍ଘର୍ଷ ଅନ୍ତ ଘଟିଛି । ନାରାୟଣପାଟଣା ବ୍ଲକ ର ଚାଷୀ ମୂଲିଆ ଆଦିବାସୀ ସଂଘ ର କବ୍ଜାରେ ଥିବା କଣ ଆଜଦିବାସୀ ଙ୍କ ଜମି କୁ ଆଜି ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସହ କୋରାପୁଟ ଉପଜିଲ୍ଲାପାଳ ଆଦେଶରେ ନାରାୟଣପାଟଣା ପ୍ରଶାସନ ପୋଡାପଦର ପଂଚାୟତ ର ବିସ୍ଥାପିତ ଙ୍କ ଜମି କୁ ମାପଚୁପ କରି ଜମିର ଅସଲ ମାଲିକ…