ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ
କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ: ମାଲକାନଗିରି: ଘଞ୍ଚ ଜଙ୍ଗଲକୁ ନିରାପଦ ଆଶ୍ରୟ କରି ଚାଲିଥିଲା ଗଞ୍ଜେଇ ପ୍ୟାକିଂ ଓ ଚୋରାଚାଲାଣର ବଡ଼ ଚକ୍ର। ଜଙ୍ଗଲ ଭିତରେ ଗଞ୍ଜେଇକୁ ଯନ୍ତ୍ର ସାହାଯ୍ୟରେ ଚାପ ଦେଇ ପ୍ୟାକେଟ୍ ପ୍ରସ୍ତୁତ କରାଯାଉଥିବା ବେଳେ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଛି। ଅବକାରୀ ଦଳକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ବେଳେ ସେଠାରୁ ୨୧୫ କେଜି ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ଅବକାରୀ…