ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ – ସମୀକ୍ଷା ଖବର

ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୫/୦୮/୨୬ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି…

Read More
ଭୁବନେଶ୍ୱର:ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୧୭ ତମ ଶ୍ରାଦ୍ଧ ଦିବସ ପାଳିତ – ସମୀକ୍ଷା ଖବର

ଭୁବନେଶ୍ୱର:ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୧୭ ତମ ଶ୍ରାଦ୍ଧ ଦିବସ ପାଳିତ

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର,୨୫/୦୮/୨୬: ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତି ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜଣକ ଭାବେ ପରିଚିତ।ତାଙ୍କ ଦ୍ୱାରା ନିର୍ମିତ ଶୈଳବାଳା ମହାବିଦ୍ୟାଳୟରେ ୧୯୫୭ ମସିହାରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ପ୍ରଥମ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି।ଭାରତର ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣବୟବ ବ୍ରୋଞ୍ ପ୍ରତିମୂର୍ତ୍ତି ମଧ୍ୟ ସେ ନିର୍ମାଣ କରିଥିଲେ।ପୁରାତନ ସାଂସଦ ଭବନରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ…

Read More
ଶ୍ରାବଣରେ କାଉଡ଼ିଆଙ୍କ ଭକ୍ତି ଓ ସଉକ – ସମୀକ୍ଷା ଖବର

ଶ୍ରାବଣରେ କାଉଡ଼ିଆଙ୍କ ଭକ୍ତି ଓ ସଉକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୪/୮ ଭଗବାନ ଶିବ ବା ମହାଦେବଙ୍କର ପବିତ୍ର ତଥା ପ୍ରିୟମାସ ଭାବେ ପ୍ରାୟତଃ ଶ୍ରାବଣମାସକୁ ହିଁ ମନାଯାଏ । ତେବେ ଶ୍ରାବଣମାସ ଏବଂ ଶିବଙ୍କ ବାର ଅନୁଯାୟୀ ସୋମବାର ଗୁରୁତ୍ୱ ବହନ କରେ । ପୁଣି ଚଳିତ ଶ୍ରାବଣର ଏହା ଥିଲା ଶେଷ ସୋମବାର । ବିଧି ଅନୁଯାୟୀ ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟୋଦୟ ପ୍ରାରମ୍ଭରୁ ଆରମ୍ଭ କରି ଦ୍ୱିତୀୟ ପ୍ରହର ପର୍ଯ୍ୟନ୍ତ କରାଯାଏ । ଏହିସମୟ ମଧ୍ୟରେ…

Read More
ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଶିଷ କୁମାର ସିଂହ; ଇଣ୍ଟେଲିଜେନ୍ସ ଆଇଜିପି ଭାବେ ଯୋଗଦେବେ ସତ୍ୟବ୍ରତ ଭୋଇ ​ତାଳଚେର – ସମୀକ୍ଷା ଖବର

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଶିଷ କୁମାର ସିଂହ; ଇଣ୍ଟେଲିଜେନ୍ସ ଆଇଜିପି ଭାବେ ଯୋଗଦେବେ ସତ୍ୟବ୍ରତ ଭୋଇ ​ତାଳଚେର

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ତାଳଚେର: ଉତ୍ତର କେନ୍ଦ୍ରାଞ୍ଚଳ (ତାଳଚେର) ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ (୨୦୦୪ ବ୍ୟାଚ୍ ଆଇପିଏସ୍) ନୂତନ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ​ଶ୍ରୀ ସତ୍ୟବ୍ରତ ଭୋଇ ଉତ୍ତର କେନ୍ଦ୍ରାଞ୍ଚଳର ଆଇଜିପି ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦିଗରେ…

Read More
ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ – ସମୀକ୍ଷା ଖବର

ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ

ଅକ୍ଷୟ କୁମାର ସାହୁ/ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ – ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ୨୦୨୩-୨୪ ଓ ୨୦୨୪-୨୫ ର ଫଳାଫଳ ପ୍ରକାଶ ପାଇଛି l ଏଥିରେ ନୂଆପଡା ଗ୍ରାମ ସ୍ଥିତ ସାନ୍ଦୀପନି ବିଦ୍ୟା ନିକେତନ ର ଛାତ୍ର ୨୦୨୩-୨୪ ରେ ଶାନ୍ତୁନୁ କୁମାର ପାଣିଗ୍ରାହୀ ଦ୍ଵିତୀୟ ସ୍ଥାନ ରଖିଥିବା ବେଳେ ୨୦୨୪-୨୫ ରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ରଖିଥିବା ବିଇଓ ଙ୍କ କାର୍ଯ୍ୟାଳୟରୁ…

Read More
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ: ଗୋଟିଏ ଦିନରେ ୨ ଶିଶୁଙ୍କ ମୃତ୍ୟୁ: ଭୁଲ ଚିକିତ୍ସା ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ – ସମୀକ୍ଷା ଖବର

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ: ଗୋଟିଏ ଦିନରେ ୨ ଶିଶୁଙ୍କ ମୃତ୍ୟୁ: ଭୁଲ ଚିକିତ୍ସା ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ କାଶୀପୁର/ସମୀକ୍ଷା ନ୍ୟୁଜ , ୨୩/୦୮ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଯୁବାପଦର ଗାଁରେ ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭୁଲ ଚିକିତ୍ସା ଓ ଇଞ୍ଜେକସନ୍‌ ଦେବା ଯୋଗୁଁ ଦୁଇ ଶିଶୁଙ୍କ ଜୀବନ ଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ମୃତ ଶିଶୁ ଦୁଇଜଣ ହେଲେ ଯୁବାପଦର ଗ୍ରାମର ଖଗେଶ୍ୱର ମାଝୀଙ୍କ ୬ ବର୍ଷର ପୁଅ ସୁବାସ ମାଝୀ…

Read More
ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରେ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର – ସମୀକ୍ଷା ଖବର

ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରେ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୫/୦୮/୨୬: ଗତ କାଲି ରାତିରେ ମାଲକାନଗିରି ଜିଲ୍ଲା ର ବାଲିମେଳା ରୁ ଚିତ୍ରକୋଣ୍ଡା ଅଂଚଳ କୁ ଯୋଗାଯୋଗ କରୁଥବା ଘାଟି ରାସ୍ତା ରେ ୫ ଫୁଟ ଲମ୍ବର ଏକ କୁମ୍ଭୀର ଥିବା ସୂଚନା ପାଇ ବନବିଭାଗ ର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ କୁମ୍ଭୀରଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।କିଛିଦିନ ତଳେ ଗାଁ ବନ୍ଧରୁ କୁମ୍ଭୀରଟିଏ ଉଦ୍ଧାର କରାଯାଇଥିଲା ଏବେ ରାସ୍ତା ଉପରୁ ପ୍ରବଳ ବର୍ଷା ଯୋଗୁ…

Read More
ଚାଷୀଙ୍କ ସ୍ବପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ; ଉପମୁଖ୍ୟମନ୍ତ୍ରୀ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ – ସମୀକ୍ଷା ଖବର

ଚାଷୀଙ୍କ ସ୍ବପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ; ଉପମୁଖ୍ୟମନ୍ତ୍ରୀ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଅନୁଷ୍ଠିତ ହୋଇଛି। ଉଦଘାଟନୀ ଅବସରରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପ-କୁଳାଧିପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ନିଜ ଉଦବୋଧନରେ କହିଛନ୍ତି, ଚାଷୀଙ୍କ ସ୍ବପ୍ନ ପୁରା କରିବା ପାଇଁ ସରକାର ସଂକଳ୍ପବଦ୍ଧ I ବର୍ତ୍ତମାନ ସମୟରେ ଚାଷୀଙ୍କ ଅଭାବ…

Read More
ଚିତ୍ରକୋଣ୍ଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର:ପ୍ରଶାସନ ନିକଟରେ ପହଞ୍ଚିଲା ୬୨ଟି ଗୁହାରି, ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ଚିତ୍ରକୋଣ୍ଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର:ପ୍ରଶାସନ ନିକଟରେ ପହଞ୍ଚିଲା ୬୨ଟି ଗୁହାରି, ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସେବାକୁ ଅଧିକ ଜନକଲ୍ୟାଣକାରୀ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ବ୍ଲକର ଟନେଲକ୍ୟାମ୍ପ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…

Read More
ମାଲକାନଗିରି:ପ୍ରଥମ ସାଧାରଣ ସଭାରେ ସମସ୍ୟା ସମୀକ୍ଷା ଓ ଏକ ମାସ ମଧ୍ୟରେ ସମାଧାନ ପାଇଁ ଦାବି – ସମୀକ୍ଷା ଖବର

ମାଲକାନଗିରି:ପ୍ରଥମ ସାଧାରଣ ସଭାରେ ସମସ୍ୟା ସମୀକ୍ଷା ଓ ଏକ ମାସ ମଧ୍ୟରେ ସମାଧାନ ପାଇଁ ଦାବି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମାଲକାନଗିରିର ପ୍ରଥମ ସାଧାରଣ ସଭା ଆଜି ମାଲ୍ୟବନ୍ତ ଛାତ୍ରାବାସ, ମାଲକାନଗିରିଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ସଂଘର ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇ, ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ଠୋସ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।ସଭାରେ ସଂଘର ସଭାପତି ଶ୍ରୀ ନିରଞ୍ଜନ ମହାପାତ୍ର, ଉପସଭାପତି ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାନ୍ତି,…

Read More