ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ମାଲକାନଗିରି ଜିଲ୍ଲା କ୍ରୀଡ଼ା ହଷ୍ଟେଲରେ ନୂତନ କ୍ରୀଡ଼ାବିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା: ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା କ୍ରୀଡ଼ା ହଷ୍ଟେଲରେ ନୂତନ କ୍ରୀଡ଼ାବିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା: ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୭/୦୮/୨୬: ମାଲକାନଗିରି ଜିଲ୍ଲା କ୍ରୀଡ଼ା ହଷ୍ଟେଲ ପରିସରରେ ନୂତନ ଭାବେ ଯୋଗ ଦେଇଥିବା କ୍ରୀଡ଼ା ଛାତ୍ରମାନଙ୍କ ପାଇଁ ଏକ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ।ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀରନ୍ଦାଜୀ, ଭଲିବଲ୍ ଏବଂ ଆଥଲେଟିକ୍ସ ବିଭାଗର ପ୍ରତିଭାବାନ…

Read More
ମାଟାପାକା ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ସମୁଦାୟ ୨୫ଟି ଅଭିଯୋଗ ପତ୍ର ଗୃହୀତ – ସମୀକ୍ଷା ଖବର

ମାଟାପାକା ପଞ୍ଚାୟତରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ: ସମୁଦାୟ ୨୫ଟି ଅଭିଯୋଗ ପତ୍ର ଗୃହୀତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୮/୦୮/୨୬: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଓ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ…

Read More
ଆସ୍କା ସିଦ୍ଦେଶ୍ଵର ମନ୍ଦିରରେ ଶିବ ଭକ୍ତଙ୍କ ଅକାଳ ମୃତ୍ୟୁ – ସମୀକ୍ଷା ଖବର

ଆସ୍କା ସିଦ୍ଦେଶ୍ଵର ମନ୍ଦିରରେ ଶିବ ଭକ୍ତଙ୍କ ଅକାଳ ମୃତ୍ୟୁ

ମହେଶ୍ଵର ଦିଗାଲ/ ସାମ୍ବାଦିକ/ ସମୀକ୍ଷା/କନ୍ଧମାଳ, ତା18/8/2026: ଶିବଙ୍କ ଦର୍ଶନ ଓ ଜଳା ଅଭିଷେକ ପାଇଁ ସୁଦ୍ଵର କନ୍ଧମାଳ ଜିଲ୍ଲା, ରାଇକିଆ ବ୍ଲକର ଡଡ଼ିଙ୍ଗିଆ ଗ୍ରାମର ଜଣେ ଶିବଭକ୍ତଙ୍କ ମଧ୍ଯରେ ଦୁଃଖର ଛାୟା ସାରା ଓଡ଼ିଶାକୁ ଚକିତ କରିଛି । କିଛି ଦେଖିବା ଜାଣିବା ଭାବିବା ପୂର୍ବରୁ ମୃତ୍ୟୁ ଏମିତି ବି ଆସେ । ରାଇକିଆ ଥାନା ଅନ୍ତର୍ଗତ ଡୋଡିଙ୍ଗିଆ ଗ୍ରାମର ସ୍ଵର୍ଗତ କିଶୋର ବିନ୍ଦାଣୀଙ୍କ ମଝିଆ ପୁଅ ଲିଚୁ ବିନ୍ଦାଣୀ (36) ଶିବଭକ୍ତ ଭାବେ ବଲବମ୍ ଯାତ୍ରାରେ…

Read More
ବରଗଡ: ବୋଲବମ୍ ଧ୍ବନିରେ କମ୍ପୁଥିଲା ଗାଇସିମା ଶିବ ମନ୍ଦିର – ସମୀକ୍ଷା ଖବର

ବରଗଡ: ବୋଲବମ୍ ଧ୍ବନିରେ କମ୍ପୁଥିଲା ଗାଇସିମା ଶିବ ମନ୍ଦିର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିଉଜ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିମା ଗ୍ରାମରେ ଅବସ୍ଥିତ ବାବା ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିର ଏକ ପ୍ରାଚୀନ ଏବଂ ପ୍ରସିଦ୍ଧ ଶୈବପୀଠ ଏହା ଜିରା ନଦୀ କୂଳରେ ବରଗଡ ସହର କୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ପଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟସମ୍ଭୁ ମନ୍ଦିର ମଧ୍ୟ ରୁ ଅନ୍ୟତମ ମନ୍ଦିର ଇତିହାସ ଏବଂ ମହତ୍ବ ସମ୍ବଲପୁର ର ରାଜା ଅଭୟ ସିଂହ ୧୭୨୫…

Read More
ମୟୂରଭଞ୍ଜ: ସପ୍ତାହଟେ ଭିତରେ ଦୁଇ ଦୁଇଥର ବର୍ଷା ଓ ବନ୍ୟା ଆକ୍ରମଣ କଲାଣି କଲବଲ – ସମୀକ୍ଷା ଖବର

ମୟୂରଭଞ୍ଜ: ସପ୍ତାହଟେ ଭିତରେ ଦୁଇ ଦୁଇଥର ବର୍ଷା ଓ ବନ୍ୟା ଆକ୍ରମଣ କଲାଣି କଲବଲ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୭/୮: ସପ୍ତାହଟେ ନହେଉଣୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଦୁଇଥର ରେଡ଼ ଆଲର୍ଟ ସତର୍କ । ୧୬ ତାରିଖ ପୂର୍ବ ସୂଚନା କ୍ରମେ ସୋମବାର ପୁଣିଥରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା । ପରିସ୍ଥିତି ସଜାଡ଼ିବାରେ ସଭିଙ୍କର ସବୁ ଶ୍ରମ ବୃଥା ହେବାରେ ଲାଗିଛି । ଘର, ଚାଷଜମି, ରାସ୍ତାଘାଟ ସବୁ ଉଜାଡ଼ିବାକୁ ପିଛା ଛାଡୁନାହିଁ ଏ ସପ୍ତାହ ଭିତରେ ଲାଗି ରହିଥିବା…

Read More
ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)ର ଦେଶବ୍ୟାପୀ ଆନ୍ଦୋଳନ: ମାଲକାନଗିରି ଜିଲ୍ଲାପାଳଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ – ସମୀକ୍ଷା ଖବର

ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)ର ଦେଶବ୍ୟାପୀ ଆନ୍ଦୋଳନ: ମାଲକାନଗିରି ଜିଲ୍ଲାପାଳଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୭/୦୮/୨୬: ମାଲକାନଗିରି ଜିଲ୍ଲାରେ ଶ୍ରମିକ ଓ କର୍ମଚାରୀଙ୍କ ହକ୍ ପାଇଁ ଗର୍ଜିଛି ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍)। ରାଞ୍ଚିଠାରେ ଆହୂତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଦିଆଯାଇଥିବା ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ କ୍ରମେ ମାଲକାନାଗିରି ଜିଲ୍ଲା ଶାଖା ପକ୍ଷରୁ ଆଜି ହଜାର ହଜାର ଶ୍ରମିକ , ଅଙ୍ଗନାୱାଡ଼ି କର୍ମୀ ଓ ଆଶା କର୍ମୀ ରାଜରାସ୍ତାକୁ ଓହ୍ଲାଇ ସ୍ଥାନିୟ ବସ୍ ଷ୍ଟାଣ୍ଡ ଠାରୁ ବାହାରି ଏକ ରାଲି ମାଧ୍ୟମରେ…

Read More
ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା. ୧୭.୦୮.୨୦୨୬: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର…

Read More
ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର – ସମୀକ୍ଷା ଖବର

ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନ୍ୟୁଜ/ତା-୧୪-୦୮-୨୦୨୬ରିଖ (ଶୁକ୍ରବାର): ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସାର୍ଗିବାହାଲ ଠାରେ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ ବିର୍ସା ଆଥେଲେଟିକ ଆସୋସିଏସନ ର ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘଟାନ ଉତ୍ସଵ ଖୂବ୍ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥିଲା। ବିର୍ସା ଆଥେଲେଟିକ ଆସୋସିଏସନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ…

Read More
ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ – ସମୀକ୍ଷା ଖବର

ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଫୁଲନଖରା/ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ୧୫ ଅଗଷ୍ଟ ୨୦୨୬: ଫୁଲନଖରାସ୍ଥିତ ଅଡାଲିଆ କୋଭେଣ୍ଟ ଗାର୍ଡେନ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସ ସହ ପାଳିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ ନୌସେନା ଭେଟେରାନ୍ କ୍ୟାପଟେନ୍ ଦେବେଶ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସୋସାଇଟିର ପ୍ରାୟ ୧୦୦ ଜଣ ଅନ୍ତେବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ “ବନ୍ଦେ ମାତରଂ” ଓ ପରେ…

Read More
​ତାଳଚେର ପୌରାଞ୍ଚଳ ୨୦ ନମ୍ବର ୱାର୍ଡରେ ୩୫ ବର୍ଷ ପୁରୁଣା କଲୋନୀରେ ନାହିଁ ଡ୍ରେନେଜ୍ ବ୍ୟବସ୍ଥା, ବର୍ଷ ବର୍ଷ ଧରି ଲୋକେ ହନ୍ତସନ୍ତ – ସମୀକ୍ଷା ଖବର

​ତାଳଚେର ପୌରାଞ୍ଚଳ ୨୦ ନମ୍ବର ୱାର୍ଡରେ ୩୫ ବର୍ଷ ପୁରୁଣା କଲୋନୀରେ ନାହିଁ ଡ୍ରେନେଜ୍ ବ୍ୟବସ୍ଥା, ବର୍ଷ ବର୍ଷ ଧରି ଲୋକେ ହନ୍ତସନ୍ତ

ପୁଲକେଶ୍ୱର ମିଶ୍ର/ ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ତାଳଚେର: ​ସ୍ୱଚ୍ଛ ଭାରତ ଓ ସହର ବିକାଶର ବଡ଼ ବଡ଼ ଡିଣ୍ଡିମ ପିଟୁଛି ପ୍ରଶାସନ, ହେଲେ ତାଳଚେର ପୌରାଞ୍ଚଳର ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଉପସ୍ଥିତ ଅଛୁ ତାଳଚେର ପୌରପାଳିକାର ୨୦ ନମ୍ବର ୱାର୍ଡରେ।​ଜାତୀୟ ରାଜପଥ (NH) ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)ଙ୍କ କାର୍ଯ୍ୟାଳୟ ଓ ନିକଟସ୍ଥ ପାଣି ଟାଙ୍କି ନିକଟରୁ ଆରମ୍ଭ ହୋଇ ରାଜକିଶୋର ଶତପଥୀଙ୍କ ରାସନ ଦୋକାନ ପର୍ଯ୍ୟନ୍ତ…

Read More