ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

samikshanews

ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର, ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ପତ୍ର । – ସମୀକ୍ଷା ଖବର

ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର, ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ପତ୍ର ।

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଶିକ୍ଷାଗତ ଯୋଗ୍ୟତା ଯାହା ଥାଉ ନା କାହିଁକି, ଖବରଟେ ଲେଖିବାକୁ କହିଲେ ଓଡ଼ିଆ ବନାନର ଜ୍ଞାନ ନଥିବା, କପିପେଷ୍ଟ ସାମ୍ବାଦିକ ଏବେ ମାଳମାଳ । ବିଭିନ୍ନ ବାହାନା, ଧମକ ଦେଇ ଏଭଳି ସାମ୍ବାଦିକ ସାମ୍ବାଦିକର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାକୁ ମୂଳ ସ୍ତରରୁ ମଧ୍ୟ ଧ୍ୟାନ ଦିଆନଯିବା ପଛରେ ଭୂମିକା ରହୁଥିବା ବ୍ୟକ୍ତିତ୍ୱ ଏସବୁକୁ ଧ୍ୟାନ ଦେବା ନିତାନ୍ତ ଜରୁରୀ ଭଳି ମନେହୁଏ । ଯାହା ଚିନ୍ତାଜନକ ଏବଂ ଏଦିଗରେ…

Read More
ଜାତୀୟ ହସ୍ତତନ୍ତ ଦିବସରେ ବରଗଡ଼ର ସଫଳତା: ରାଜ୍ୟସ୍ତରୀୟ ୧୦ଟି ହସ୍ତତନ୍ତ ପୁରସ୍କାର ମଧ୍ୟରୁ ବରଗଡ଼ ଜିଲ୍ଲାର ୯ଜଣ ବୁଣାକାର ସମ୍ମାନିତ – ସମୀକ୍ଷା ଖବର

ଜାତୀୟ ହସ୍ତତନ୍ତ ଦିବସରେ ବରଗଡ଼ର ସଫଳତା: ରାଜ୍ୟସ୍ତରୀୟ ୧୦ଟି ହସ୍ତତନ୍ତ ପୁରସ୍କାର ମଧ୍ୟରୁ ବରଗଡ଼ ଜିଲ୍ଲାର ୯ଜଣ ବୁଣାକାର ସମ୍ମାନିତ

ସାନନ୍ଦ ମହାପାତ୍ର / ସ୍ୱତନ୍ତ୍ର ପ୍ରତିନିଧି / ବରଗଡ଼, ଅଗଷ୍ଟ ୭, ୨୦୨୬:୧୨ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲ୍ଲା ପୁଣିଥରେ ରାଜ୍ୟର ହସ୍ତତନ୍ତ ଜନନୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି। ବୟନଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪-୨୫ ବର୍ଷ ପାଇଁ ଘୋଷିତ ୧୦ଟି ରାଜ୍ୟସ୍ତରୀୟ ହସ୍ତତନ୍ତ ପୁରସ୍କାର ମଧ୍ୟରୁ ୯ଟି ପୁରସ୍କାର ବରଗଡ଼ ଜିଲ୍ଲା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛି।ଆଜି ଭୁବନେଶ୍ୱରସ୍ଥିତ ଆଇଇସି ପ୍ରଦର୍ଶନୀ ପଡ଼ିଆରେ…

Read More
କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍ – ସମୀକ୍ଷା ଖବର

କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୮/୮/୨୬ (ସମୀକ୍ଷା ନ୍ୟୁଜ):କପ୍ତିପଦା ଏନ୍.ଏ.ସି. ଅନ୍ତର୍ଗତ ୫ ନମ୍ବର ୱାର୍ଡ ତେନ୍ତୁଳିସାହି ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଏବଂ ବେଆଇନ ନିଶା କାରବାର ବିରୋଧରେ ଗ୍ରାମବାସୀ ଓ ଯୁବପିଢ଼ି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏଭଳି ଅସାମାଜିକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।​ଅଞ୍ଚଳରେ ବାରମ୍ବାର ଚୋରି ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ…

Read More
ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା – ସମୀକ୍ଷା ଖବର

ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା

ଯଶୋବନ୍ତ ପରିଡା/ମୟୁରଭଞ୍ଜ/ କପ୍ତିପଦା ଉପଖଣ୍ଡ/ ୮୦୨୬ (ସମୀକ୍ଷା ନ୍ୟୁଜ):ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଅଧୀନ ଉପର ବାରାହାକାମୁଡା (UBK) ରେଞ୍ଜରୁ ଏକ ପ୍ରାୟ ୫ ବର୍ଷ ବୟସର କଳା ବାଘୁଣୀ (ସ୍ୟୁଡୋ ମେଲାନିଷ୍ଟିକ) ର ମୃତଦେହ ଉଦ୍ଧାର କରାଯାଇଛି।​ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୬ ତାରିଖ (ଗୁରୁବାର) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଜଟିଆଣି କ୍ୟାମ୍ପର…

Read More

ରାଜ୍ୟ ଷ୍ଟାମ୍ପ ଭେଣ୍ଡର ବ୍ୟବସ୍ଥାର ସଂସ୍କାର କିମ୍ଵା ଉଛେଦ ପାଇଁ ଜନମତ

ମହେଶ୍ବର ଦିଗାଳ/ ବାଲିଗୁଡା ସବଡ଼ିଭିଜନାଲ ସାମ୍ବାଦିକ/ ସମୀକ୍ଷା ନିଯୁଜ : ରାଜ୍ୟ ଜମି ରେଜିଷ୍ଟେସନ ପ୍ରକ୍ରିୟାକୁ ଅଧୂକ ସ୍ବଛ,ସରଳ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଅନେକ ସଚେତନ ନାଗରିକ, ସାମାଜିକ କର୍ମୀ ଷ୍ଟାମ୍ଫ ଭେଣ୍ଡର ବ୍ୟବସ୍ଥାର ର ସଂସ୍କାର କିମ୍ବା ପ୍ରୟୋଜନ ହେଲେ ଉଛେଦ ପାଇଁ ମତ ପ୍ରକାଶ କରିଛନ୍ତି,ସେମାନଙ୍କ ମତରେ ଯଦି ସମସ୍ତ ଷ୍ଟାମ୍ଫ ବିକ୍ରି ଓ ରେଜିଷ୍ଟେସନ ଶୁକ୍ଳ ଷ୍ଟାମ୍ଫ ଭେଣ୍ଡର ମାଧ୍ୟମ ନ ହୋଇ ଅନଲାଇନ ମାଧ୍ୟମରେ ଆଦାୟ କରାଯାଏ ତେବେ ମଧ୍ଯସ୍ଥତା…

Read More
ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ; ଉଚ୍ଚସ୍ତରୀୟ ବୈଠକରେ କଲେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା – ସମୀକ୍ଷା ଖବର

ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ; ଉଚ୍ଚସ୍ତରୀୟ ବୈଠକରେ କଲେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ନିରଞ୍ଜନ ପାଣି/କେନ୍ଦୁଝର ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/କେନ୍ଦୁଝର, ୨୯/୦୭: ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାକୁ ପ୍ରଭାରୀ ସଚିବମାନଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ.) ତିନିଦିନିଆ ଗସ୍ତରେ ଆସି ଆଜି କେନ୍ଦୁଝରରେ ପହଞ୍ଚିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ…

Read More
ବାଲିଗୁଡା ଭକ୍ତି ଓ ଉତ୍ସାହର ସହ ପାଳିତ ହେଲା ବାହୁଡା଼ ଯାତ୍ରା – ସମୀକ୍ଷା ଖବର

ବାଲିଗୁଡା ଭକ୍ତି ଓ ଉତ୍ସାହର ସହ ପାଳିତ ହେଲା ବାହୁଡା଼ ଯାତ୍ରା

ମହେଶ୍ୱର /ସବ ଡିଭିଜନାଲ ରିପୋର୍ଟର ସମୀକ୍ଷା ନିୟୁଜ. ବାଲିଗୁଡା ସହରରେ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା. ସକାଳୁ ବଡଭାଇ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କ ନୀତିକାନ୍ତି ସମ୍ପନ ହେବା ପରେ ମହାପ୍ରଭୁମାନଙ୍କୁ ରଥରେ ବିରାଜମାନ କରାଯାଇଥିଲା. ରଥଟାଣି ଆରମ୍ଭ ହେବା ସହିତ ହଜାର ହଜାର ଭକ୍ତ ଜୟ ଜଗନ୍ନାଥ ଧୂନିରେ ପରିବେଶକୁ ମୁଖରିତ କରିଥିଲା. ରଥଟାଣିବା ପାଇଁ ମହିଳା, ପୁରୁଷ, ଯୁବକ ଓ ବୃଦ୍ଧମାନଙ୍କ ମଧ୍ୟରେ ଉତ୍ସାହ…

Read More
ସାନଖେମୁଣ୍ଡିରେ ୩ ଦିନିଆ ‘ଲକ୍ଷପତି ଦିଦି’ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଉଦ୍‌ଯାପନ; ସ୍ୱାବଲମ୍ବୀ ହେବାକୁ ମହିଳାଙ୍କୁ ଆହ୍ୱାନ – ସମୀକ୍ଷା ଖବର

ସାନଖେମୁଣ୍ଡିରେ ୩ ଦିନିଆ ‘ଲକ୍ଷପତି ଦିଦି’ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଉଦ୍‌ଯାପନ; ସ୍ୱାବଲମ୍ବୀ ହେବାକୁ ମହିଳାଙ୍କୁ ଆହ୍ୱାନ

ସଞ୍ଜୀବ କୁମାର ବିଷୋୟୀ/ସାନଖେମୁଣ୍ଡି/ସମୀକ୍ଷା ନ୍ୟୁଜ/ ଗଞ୍ଜାମ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ବ୍ଲକରେ ଆୟୋଜିତ ବ୍ଲକସ୍ତରୀୟ ୩ ଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି। ସାନଖେମୁଣ୍ଡି ଶିଶୁ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଛକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଯୋଗଦେଇ ନିଜସ୍ୱ ଉତ୍ପାଦ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନ ସହ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟକଳାପରେ ଅଂଶଗ୍ରହଣ…

Read More
ବାଲିଗୁଡା ଉପଖଣ୍ଡରେ 80ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଗୁଆ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ବାଲିଗୁଡା ଉପଖଣ୍ଡରେ 80ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଗୁଆ ପ୍ରସ୍ତୁତି ବୈଠକ

ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜନାଲ ରିପୋର୍ଟର ସମୀକ୍ଷା ନିୟୁଜ,ବାଲିଗୁଡା (ତା 23/7/026) ଆସନ୍ତା 80ତମ ସ୍ୱାଧୀନତା ଦିବସକୁ ସୁରୁଖୁରୁ ଓ ଗାରିମାମୟ ପାଳନ କରିବା ନିମନ୍ତେ ବାଲିଗୁଡା ଉପଖଣ୍ଡ କାର୍ଯ୍ୟାଳୟ ସଭାଗୃହରେ ଏକ ଆଗୁଆ ବୈଠକ ଅନୁଷ୍ଠିତ ହୋଇଥିଲା.ଉପଜିଲ୍ଲାପାଳ ପ୍ରଣୀତl ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ପ୍ରଶାସନ, ଶିକ୍ଷା ବିଭାଗ, ସ୍ୱାସ୍ତ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବରିଷ୍ଟ ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧି ମାନେ ଉପସ୍ଥିତ…

Read More
ବଣାଇଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଗୁଡ଼ା କୁ “ପ୍ରକୃତି ମିତ୍ର ୨୦୨୬” ପୁରସ୍କାର – ସମୀକ୍ଷା ଖବର

ବଣାଇଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଗୁଡ଼ା କୁ “ପ୍ରକୃତି ମିତ୍ର ୨୦୨୬” ପୁରସ୍କାର

ବିନୟ କୁମାର ସାହୁ / ବଣାଇଁ ସବଡ଼ିଭିଜନ ରିପୋର୍ଟର /ସମୀକ୍ଷା ନିୟୁଜ : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ ଅବସରରେ ବଣାଇଁ ବ୍ଲକ୍ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରୁଗୁଡ଼ା କୁ ପ୍ରକୃତି ମିତ୍ର ୨୦୨୬ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର କୁ ମୁଖ୍ୟ ଅତିଥି ସୁନ୍ଦରଗଡ ଜିଲ୍ଲା ବନବିଭାଗ ଅଧିକାରୀ ଶ୍ରୀଯୁକ୍ତ ଖୁସ୍ ୱନ୍ତ…

Read More