ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

samikshanews

ଗୁଣପୁର: ୪୬ ଲକ୍ଷର ସିସିଟିଭି ପ୍ରକଳ୍ପ ଫେଲ୍! ଗୁଣପୁରରେ କ୍ୟାମେରା ସଚଳ କରିବାକୁ ବିଜେପିର ଦାବି – ସମୀକ୍ଷା ଖବର

ଗୁଣପୁର: ୪୬ ଲକ୍ଷର ସିସିଟିଭି ପ୍ରକଳ୍ପ ଫେଲ୍! ଗୁଣପୁରରେ କ୍ୟାମେରା ସଚଳ କରିବାକୁ ବିଜେପିର ଦାବି

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣପୁର, ୯/୭: ଦୀର୍ଘ ମାସ ଧରି ଅଚଳ ହୋଇପଡ଼ିଥିବା ଗୁଣପୁର ପୌରାଞ୍ଚଳର ସିସିଟିଭି କ୍ୟାମେରାଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ସହରରେ ଦିନକୁ ଦିନ ଚୋରି, ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସିସିଟିଭି ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ବୋଲି ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ପୌରାଞ୍ଚଳର ସିସିଟିଭି…

Read More
ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ – ସମୀକ୍ଷା ଖବର

ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ବବିଦ୍ୟାଳୟ ପରିସରରେ ଗୁଣୁପୁର ବନ ବିଭାଗ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରାରୋପଣ କରାଯାଇ ବନମହୋତ୍ସବର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏନ.ଭି. ଜଗନ୍ନାଧା ରାଓ, ପ୍ରଫେସର ଡ଼. ଏ.ଭି.ଏନ୍.ଏଲ୍. ଶର୍ମା, ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ଼. ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ…

Read More
ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ରୋକିବା ଓ ସ୍ଥାୟୀ ଜୀବିକା ପାଇଁ ଆଇଟିଡିଏ ପକ୍ଷରୁ ବୃହତ ଜାଫ୍ରା ଚାଷର ଶୁଭାରମ୍ଭ – ସମୀକ୍ଷା ଖବର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ରୋକିବା ଓ ସ୍ଥାୟୀ ଜୀବିକା ପାଇଁ ଆଇଟିଡିଏ ପକ୍ଷରୁ ବୃହତ ଜାଫ୍ରା ଚାଷର ଶୁଭାରମ୍ଭ

ରୋହିତ କୁମାର କନ୍ଧପାନ/ଜିଲ୍ଲା ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, (୦୮/୦୭/୨୬): ମାଲକାନଗିରି ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ପଦକ୍ଷେପ କ୍ରମେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ସେତୁ ଯୋଜନା ଅଧୀନରେ ଏକ ବୃହତ ଜାଫ୍ରା ଚାରା ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆରମ୍ଭ ହୋଇଯାଇଛି। ଗୁଣ୍ଠାୱାଡା ପଞ୍ଚାୟତର ଘାଟୁକୋଣ୍ଡା, ପୋପୁଲୁର ପଞ୍ଚାୟତର ସାଦେରି ଏବଂ କୁର୍ମାନୁର ପଞ୍ଚାୟତର ଆଲୁରକୋଟା ଗ୍ରାମରେ ଏହି କାର୍ଯ୍ୟକ୍ରମ ଏକ ସମୟରେ ଆରମ୍ଭ କରାଯାଇଛି। ଏହି ଅଭିଯାନ…

Read More
ମାଲକାନଗିରି: ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା କେନ୍ଦୁପତ୍ର କର୍ମଚାରୀ ସଂଘ – ସମୀକ୍ଷା ଖବର

ମାଲକାନଗିରି: ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା କେନ୍ଦୁପତ୍ର କର୍ମଚାରୀ ସଂଘ

​ବର୍ଷେ ହେଲା ମିଳୁନି ବୋନସ୍, ଚଳିତ ବର୍ଷର ତୋଳା ଟଙ୍କା ବି ବାକି ​ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,(୦୮/୦୭/୨୬): ଜଙ୍ଗଲ ଓ ଆଦିବାସୀ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର ସାଜିଥିବା କେନ୍ଦୁପତ୍ର ଏବେ ତୋଳାଳୀଙ୍କ ପାଇଁ ଦୁର୍ଦଶାର କାରଣ ପାଲଟିଛି। ବିଗତ ବର୍ଷର ବୋନସ୍ ଓ ଚଳିତ ବର୍ଷର ପାରିଶ୍ରମିକ ନମିଳିବା ପ୍ରତିବାଦରେ କେନ୍ଦୁପତ୍ର ତୋଳାଳୀମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଟଙ୍କା ତୁରନ୍ତ ପ୍ରଦାନ ଦାବିରେ ମାଲକାନଗିରି…

Read More
ନନ୍ଦାହାଣ୍ଡି ବ୍ଲକରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା – ସମୀକ୍ଷା ଖବର

ନନ୍ଦାହାଣ୍ଡି ବ୍ଲକରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର (୦୮.୦୭.୨୦୨୬): ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଆଜି ନନ୍ଦାହାଣ୍ଡି ବ୍ଲକରେ କ୍ଷେତ୍ର ପରିଦର୍ଶନ କରି ବ୍ଲକସ୍ତରରେ ଚାଲିଥିବା ପ୍ରଶାସନିକ କାର୍ଯ୍ୟ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବାର ସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଶାଖାର କାର୍ଯ୍ୟଧାରା, ରେକର୍ଡ ସଂରକ୍ଷଣ, ଫାଇଲ୍ ନିଷ୍ପତ୍ତି,…

Read More
କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ – ସମୀକ୍ଷା ଖବର

କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/୦୧୦୭୨୬/ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବଜାରରେ ଏବେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ମୌସୁମୀ ପ୍ରଥମ ବର୍ଷାରେ କପ୍ତିପଦା ବଜାରର ସ୍ଥିତି ଏବେ ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ଏନଏସି ଘୋଷଣା ପରେ ରାସ୍ତା ପ୍ରଶସ୍ତିକରଣ ଆଳରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅନେକ ଦୋକାନ ଓ ବଜାର ଭଙ୍ଗାଯିବା ପରେ ସେଠାରେ ବାହାରିଥିବା ଅଳିଆ ଓ ମଇଳା ପଡ଼ି ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ…

Read More
ମାଲକାନଗିରି ଜିଲ୍ଲା ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶିତ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୫/୦୭/୨୬ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏସଆଇଆର୍ ଚିଠା ଭୋଟର ତାଲିକା ୨୦୨୬ ପ୍ରକାଶନ କରାଯାଇ ବିଭିନ୍ନ ରାଜନୈତିକ ଦଳ କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ଚାଲୁ ରହିଥିବା ଏସଆଇଆର ପ୍ରକ୍ରିୟା ସହ ଗତ ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଘରକୁ ଘର ବୁଲି ଗଣନା ପର୍ଯ୍ୟାୟର ସଂଗୃହିତ ତଥ୍ୟ ସମ୍ପର୍କରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।…

Read More
ଲଗାଣ ବର୍ଷା ରେ ବେହାଲ ବାଲିଗୁଡା – ସମୀକ୍ଷା ଖବର

ଲଗାଣ ବର୍ଷା ରେ ବେହାଲ ବାଲିଗୁଡା

ବରିଷ୍ଠ ସାମ୍ବାଦିକ ମହେଶ୍ୱର ଡିଗାଲ/ ବାଲିଗୁଡା/ ସମୀକ୍ଷା ନିୟୁଜ/ (୬/୭): ପ୍ରବଳ ବର୍ଷା ରେ କଦଳୀ ବନ୍ଧ ରୁ ରାସ୍ତା ଆର ପାରିକୁ ଭସେଇ ନେଲା ବିଜୁ ବୋଟିଙ୍ଗ ପୋଏଣ୍ଟ ର ଦୁଇଟି ବୋଟ l ଏଥିସହ ଭୁଶୁଡିଲା କଦଳୀ ବନ୍ଧ ର ୱାଲ l ବାଲିଗୁଡା ରୁ ବୁଡ଼ାଗୁଡା ରାସ୍ତାରେ ଥିବା କଦଳୀ ବନ୍ଧ ରେ ଉପର ମୁଣ୍ଡ ରୁ ବର୍ଷା ଜଳ ଅତ୍ୟଧିକ ପ୍ରବାହ ହୋଇଥିଲା l ଯାହା ଫଳ ରେ ଦୁଇ ଟି…

Read More
ବରଗଡ଼: ପ୍ରବଳ ବର୍ଷା ସତ୍ତେ ଏକତ୍ରିତ ହେଲେ ୩ ପଞ୍ଚାୟତବାସୀ – ସମୀକ୍ଷା ଖବର

ବରଗଡ଼: ପ୍ରବଳ ବର୍ଷା ସତ୍ତେ ଏକତ୍ରିତ ହେଲେ ୩ ପଞ୍ଚାୟତବାସୀ

ସାନନ୍ଦ ମହାପାତ୍ର/ ସମୀକ୍ଷା ନିଉଜ/ ବରଗଡ଼:ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ପଞ୍ଚାୟତ ଆନ୍ଧ୍ର କେମ୍ପ ଛକଠାରେ ଖଣ୍ଡହତା ପଞ୍ଚାୟତ ଓ ଗାଇସୀମା ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ପ୍ରବଳ ବର୍ଷା ସତ୍ତ୍ବେ ଅଞ୍ଚଳରେ ସମ୍ପୂର୍ଣ ମଦ ବନ୍ଦ ପାଇଁ ଏକ ଜରୁରୀ ବୈଠକ ରେ ସାମିଲ ହୋଇଥିଲେ ବର୍ତ୍ତମାନ କେବଳ ନିଶା ପାଇଁ ଯୁବ ଗୋଷ୍ଟି ତଥା ଛାତ୍ର ସମାଜ ସମ୍ପୂର୍ଣ ପଥ ଭଷ୍ଟା ଅଞ୍ଚ୍ଚଲରେ ଅବାଧରେ ଦିନ ଦ୍ବିପହରରେ ଗଞ୍ଜେଇ,କୋରେକସ୍କ,ମଦ ଏପରିକି…

Read More
ଦେବକୁଣ୍ଡ ଶକ୍ତିପୀଠ ପାଇଁ ଉନ୍ନୟନ ଦାବି: ପର୍ଯ୍ୟଟନ ମାନ୍ୟତା ଦେବାକୁ ‘କଳିଙ୍ଗ ମୋର୍ଚ୍ଚା’ର ଆହ୍ୱାନ – ସମୀକ୍ଷା ଖବର

ଦେବକୁଣ୍ଡ ଶକ୍ତିପୀଠ ପାଇଁ ଉନ୍ନୟନ ଦାବି: ପର୍ଯ୍ୟଟନ ମାନ୍ୟତା ଦେବାକୁ ‘କଳିଙ୍ଗ ମୋର୍ଚ୍ଚା’ର ଆହ୍ୱାନ

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ ୩୦/୦୬/୨୬ (ସମୀକ୍ଷା ନିୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଶକ୍ତିପୀଠ ‘ଦେବକୁଣ୍ଡ’। ଶିମିଳିପାଳ ଟାଇଗର ରିଜର୍ଭର ନିବିଡ଼ ଅରଣ୍ୟ ଭିତରେ ମା’ ଅମ୍ବିକାଙ୍କ ପୀଠ। ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ, ଅବହେଳାର ଶିକାର ହୋଇଛି ଏହି ପୀଠ।​ଏହି ପୀଠର ଉନ୍ନତିକରଣ ଏବଂ ଏହାକୁ ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଦାବିରେ ଏବେ ରାଜରାସ୍ତାକୁ ଓହ୍ଲାଇଛି ‘କଳିଙ୍ଗ ମୋର୍ଚ୍ଚା’।ପର୍ଯ୍ୟଟନ ଋତୁରେ ଓଡ଼ିଶା ସମେତ ପଡ଼ୋଶୀ…

Read More