ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

samikshanews

ମାଲକାନଗିରି ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ନେଇ ସଚେତନତା କର୍ମଶାଳା। – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ନେଇ ସଚେତନତା କର୍ମଶାଳା।

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି/୩୦/୦୬/୨୬:ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା କୁ ବାଲ୍ୟବିବାହ ମୁକ୍ତ ନେଇ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତିଥି ଭାବେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗ ଦେଇ କର୍ମଶାଳା କୁ ଉଦଘାଟନ କରିଥିଲେ। ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ, ଶିଶୁ ଶ୍ରମିକ ମୁକ୍ତ ଓ ଶିଶୁ…

Read More
ପରଜଙ୍ଗ: ଆଦିବାସୀ ଚେତନା ସଂଗଠନ ର ପଦଯାତ୍ରା – ସମୀକ୍ଷା ଖବର

ପରଜଙ୍ଗ: ଆଦିବାସୀ ଚେତନା ସଂଗଠନ ର ପଦଯାତ୍ରା

ଶଙ୍କର୍ଷଣ ସାହୁ/ପରଜଙ୍ଗ/ସମୀକ୍ଷା ନିୟୁଜ/ 30/୦6: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ଗ୍ରାମ ପଞ୍ଚାୟତ ର ଆଦିବାସୀ ଚେତନା ସଂଗଠନ ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ପଦଯାତ୍ରା ସହ ଆସି ଆଖୁଆପାଳ ଗ୍ରାମ ପଞ୍ଚାୟତ ରେ ଗଣଧାରଣା ଦେଇଛନ୍ତି। ଆଖୁଆ ପାଳ ପଞ୍ଚାୟତ ର ଆଦିବାସୀ ବସ୍ତି ବାସିନ୍ଦା ମାନେ ହଜାର ହଜାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଲୋଗାନ ଦେଇ ତୁରନ୍ତ ଏହାର…

Read More
ମାଲକାନଗିରି : ମିଠାରେ ନିଶାଦ୍ରବ୍ୟ ଦେଇ ସୁନା ଚୋରି ଘଟଣା ରେ ଦୁଇ ଗିରଫ – ସମୀକ୍ଷା ଖବର

ମାଲକାନଗିରି : ମିଠାରେ ନିଶାଦ୍ରବ୍ୟ ଦେଇ ସୁନା ଚୋରି ଘଟଣା ରେ ଦୁଇ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି/୨୯/୦୬/୨୬:ମାଲକାନଗିରି ପୋଲିସ କୁ ମିଳିଛି ଏକ ବଡ ସଫଳତା। ବହୁଦିନରୁ ଚାଲିଥିବା ସୁନା ଚୋରି, ଡ଼କାୟତି ଓ ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ମାଲକାନଗିରି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଗିରଫ ହୋଇଥବା ଦୁଇଜଣ ହେଲେ ମଦସୁ ଜନ ପାଉଲ (୨୭)ବର୍ଷ,ଗୁଣ୍ଠୁର ଜିଲ୍ଲା ଆନ୍ଦ୍ର ପ୍ରଦେଶ ଏବଂ ଅନ୍ୟ ଜଣେ ହେଲେ ଇନ୍ତୁରି ଅରୁଣା (୨୧)ବର୍ଷ,ଗୁଣ୍ଠୁର…

Read More
ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ଚେଡେଙ୍ଗା ଜିପିରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ଚେଡେଙ୍ଗା ଜିପିରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୯/୦୬/୨୬:ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆଜି ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗ ଶୁଣିଥିଲେ। ଆବେଦନ ପ୍ରକ୍ରିୟାକୁ ସହଜ ଏବଂ ଶୃଙ୍ଖଳିତ କରିବା ପାଇଁ ଶିବିରରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶିବିରମାନ ବ୍ୟବସ୍ଥା କରାଯାଇଥିଲା।ଏହି ଶିବିରରେ ମୋଟ…

Read More
ସୁବର୍ଣ୍ଣପୁର ରେ ଉଦଘାଟନ ହେଲା ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ସୁବର୍ଣ୍ଣପୁର ରେ ଉଦଘାଟନ ହେଲା ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ନୂଆ ଟାଉନ ହଲରେ “ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ”ର ଉଦଘାଟନ କରିଥିଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା।ପ୍ରଦର୍ଶନୀରେ ମୋଟ ୨୨ଟି ଷ୍ଟଲ୍ ରହିଛି ଏବଂ ସେଥିମଧ୍ୟରୁ ୬ଟି ଷ୍ଟଲ୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଆଜିଠାରୁ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

Read More
ନୂତନ ପାଠ୍ୟପୁସ୍ତକରେ ତ୍ରୁଟି: କପ୍ତିପଦାରେ AIDSO ପକ୍ଷରୁ BEO ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ – ସମୀକ୍ଷା ଖବର

ନୂତନ ପାଠ୍ୟପୁସ୍ତକରେ ତ୍ରୁଟି: କପ୍ତିପଦାରେ AIDSO ପକ୍ଷରୁ BEO ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ

​ଯଶୋବନ୍ତ ପରିଡା /କପ୍ତିପଦା ଉପଖଣ୍ଡ/ ୨୯/୦୬/୨୬ (ସମୀକ୍ଷା): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ରହିଥିବା ବ୍ୟାପକ ତ୍ରୁଟିକୁ ନେଇ ଆଜି କପ୍ତିପଦା ବ୍ଲକ୍ ଏଆଇଡିଏସଓ (AIDSO) ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଜ୍ଞାନ ସମ୍ମତ ଏବଂ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀମାନଙ୍କୁ ପୁରୁଣା ପାଠ୍ୟପୁସ୍ତକ ମାଧ୍ୟମରେ ପାଠ ପଢ଼ାଇବାକୁ…

Read More
ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ବଲାଡି ଶ୍ରୀ ଶ୍ରୀ ମାଣିକେଶ୍ବର ଶିବ ମନ୍ଦିରରେ ଅନୁଷ୍ଠିତ – ସମୀକ୍ଷା ଖବର

ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ବଲାଡି ଶ୍ରୀ ଶ୍ରୀ ମାଣିକେଶ୍ବର ଶିବ ମନ୍ଦିରରେ ଅନୁଷ୍ଠିତ

ରଞ୍ଜନ ହୋତା/ ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର ଜ଼ିଲ୍ଲା: ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ମାଣିକେଶ୍ବରୀ ଶିବାମନ୍ଦିରେ ବଲାଡିଠାରେ ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ପ୍ରଥମେ ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା. ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସଭାରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା. ବ୍ରାହ୍ମଣ ଏକତା ଏବଂ ସାଙ୍ଗଠନିକ ହେଵା ନେଇ…

Read More
ଟିଟିଲାଗଡ ବିଚରାସ୍ତାରେ ଗୁଣ୍ଡାରାଜ, ଅରାଜକତାର ଭୟଙ୍କର ଚିତ୍ର ୩ ଗରିଫ ପରେ କୋର୍ଟ ଚାଲାଣ – ସମୀକ୍ଷା ଖବର

ଟିଟିଲାଗଡ ବିଚରାସ୍ତାରେ ଗୁଣ୍ଡାରାଜ, ଅରାଜକତାର ଭୟଙ୍କର ଚିତ୍ର ୩ ଗରିଫ ପରେ କୋର୍ଟ ଚାଲାଣ

ସମୀକ୍ଷା ଟିଟିଲାଗଡ ରୁ ସନ୍ତୋଷ କୁମାର ପଟ୍ଟନାୟକ ସପରାଧୀ ବେଫିକର, ଦିନକୁ ଦିନ ବଢୁଛି ଗୁଣ୍ଡାରାଜ। ପୋଲିସକୁ ନାହିଁ ଭୟ, ସ୍ପଷ୍ଟ ଦିବାଲୋକରେ, ବିଚ ରାସ୍ତାରେ ଚାଲିଛି ଗୁଣ୍ଡାରାଜ। ଟିଟିଲାଗଡ଼ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। କିଛିଦିନ ତଳେ ଏପରି ଅଭିଯୋଗ ଆଣି ଟିଟିଲାଗଡ଼ ବିଜେପି ବିଧାୟକ ଙ୍କ ଉପରେ ବର୍ଷୀଥିଲେ ଟିଟିଲାଗଡ଼ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ। ଟିଟିଲାଗଡ଼ ରେ ବିଜେପି ଜିତିଲା ପରେ ଏ କଣ ଚାଲିଛି ବୋଲି ସେ ରାଜ୍ୟ ସରକାରଙ୍କୁ…

Read More
ପରଜଙ୍ଗ: ଭର୍ଚୁଆଲ ମାଧ୍ୟାମରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ ଉଦ୍ଘାଟନ – ସମୀକ୍ଷା ଖବର

ପରଜଙ୍ଗ: ଭର୍ଚୁଆଲ ମାଧ୍ୟାମରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ ଉଦ୍ଘାଟନ

ଶଙ୍କର୍ଷଣ ସାହୁ// ପରଜଙ୍ଗ ପ୍ରତିନିଧି / ସମୀକ୍ଷା ନିୟୁଜ/୨୦/୦୬ : ପରଜଙ୍ଗ ବ୍ଲକ ଗଡ ପରଜଙ୍ଗ ପଞ୍ଚାୟତ ଜହ୍ନା ପଡା ଠାରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ୍ କୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ସେଠାରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଏହି…

Read More
ମାଲକାନଗିରିରେ ପୁଣି ମାଓବାଦୀଙ୍କ ଗଡ଼ରୁ ସଂଗ୍ରହ ହେଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ – ସମୀକ୍ଷା ଖବର

ମାଲକାନଗିରିରେ ପୁଣି ମାଓବାଦୀଙ୍କ ଗଡ଼ରୁ ସଂଗ୍ରହ ହେଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୮/୦୬/୨୬: ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ମିଳିଛି ଏକ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ରବିବାର ସକାଳେ ଡିଭିଏଫ୍ (DVF) ଯବାନଙ୍କ ପକ୍ଷରୁ କାଲିମେଳା ଥାନା ଅଧୀନ ଗୁଣ୍ଠାବଡ଼ା ଓ କଦମଗୁଡ଼ା ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ଏକ ବଡ଼ ମାଓବାଦୀଙ୍କ ଡମ୍ପ ଠାବ କରାଯାଇଛି। ଏହି ଅଞ୍ଚଳ ଆନ୍ଧ୍ରପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାର ମୋଟୁଗୁଡେମ…

Read More