ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

samikshanews

ହାଇଲାଇଟ ଦୌଡ଼ରେ ବଡ଼ସାହି ବ୍ଲକ – ସମୀକ୍ଷା ଖବର

ହାଇଲାଇଟ ଦୌଡ଼ରେ ବଡ଼ସାହି ବ୍ଲକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୧୮/୭ – ସତେ ଯେମିତି ବିଗତ କିଛି ମାସ ମଧ୍ୟରେ ବଡ଼ସାହି ବ୍ଲକ ନିଜ କର୍ମ ଘେନି ହାଇଲାଇଟ ବା ଭାଇରାଲ କମ୍ପିଟିସନ ଦୌଡ଼ରେ ଅଂଶ ନେଇଛି ବୋଲି ଜୋର ଚର୍ଚ୍ଚା ହେଉଛି । ପ୍ରଥମେ ଏସଆଇଆର କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ନେଇ ବିଡ଼ିଓ ବନଜା ଦାସ ଚର୍ଚ୍ଚା ଘେରରେ ରହୁଛନ୍ତି । ଦ୍ୱିତୀୟରେ କିଛି ଦିନ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ ୩୨ହଜାର…

Read More
କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡଲାଇନ୍ ଆଡଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଆଜି କେନ୍ଦ୍ରାପଡ଼ା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ…

Read More
ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା. – ସମୀକ୍ଷା ଖବର

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।୧୪ରୁ ୧୬ ବର୍ଷ ବାଳିକା ବିଭାଗରେ କୁମାରୀ ଅରପନା ମହନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା…

Read More
ମହାକାଳପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

ମହାକାଳପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୮୦ଟି ଅଭିଯୋଗ ଗ୍ରହଣ; ୧୮ଟି ମାମଲାର ତୁରନ୍ତ ସମାଧାନ, ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା/ମହାକାଳପଡ଼ା, ତା. ୨୦.୦୭.୨୦୨୬:ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହ ପ୍ରଶାସନିକ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ରଘୁରାମ ଆର୍.ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ମହାକାଳପଡ଼ା ବ୍ଲକ ଅଞ୍ଚଳରୁ…

Read More
ଉତ୍ତରଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ପ୍ରଥମ ରଥଯାତ୍ରା – ସମୀକ୍ଷା ଖବର

ଉତ୍ତରଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ପ୍ରଥମ ରଥଯାତ୍ରା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଭକ୍ତର ନିଷ୍ଠାଭକ୍ତି ସମର୍ପଣ ପାଇଁ ସ୍ୱୟଂ ଭଗବାନ ଆବିର୍ଭାବ ହୋଇଥାନ୍ତି, ଭକ୍ତର ମନସ୍କାମନା ପୂରଣ କରିଥାନ୍ତି । ଉତ୍ତର ଓଡିଶା ପ୍ରସିଦ୍ଧ ତଥା ବଡ଼ସାହି ବ୍ଲକ ଅଧୀନରେ ରହିଥିବା କଉଡ଼ିଖଣି ଶାଳଜଙ୍ଗଲ ମଧ୍ୟରେ ଅବସ୍ଥିତ ମା’ ହିଙ୍ଗୁଳାପୀଠରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟତଃ ଓଡିଶା ତଥା ପଡୋଶୀ ରାଜ୍ୟରେ ମା’ହିଙ୍ଗୁଳାପୀଠର ଖ୍ୟାତି ବହୁଳ ଆଲୋଚିତ । ମାଆ ଅଗ୍ନିତତ୍ତ୍ୱର ଅଧିଷ୍ଠାତ୍ରୀ ଦେବୀ ରୂପେ…

Read More
ପଦ୍ମପୁର: ୧୦୮ ଆମ୍ବୁଲାନ୍ସ ପାଲଟିଲା ପ୍ରସବ କକ୍ଷ, ଫାର୍ମାସିଷ୍ଟଙ୍କ ସାହସରେ ବଞ୍ଚିଲା ମା’ ଓ ଶିଶୁ – ସମୀକ୍ଷା ଖବର

ପଦ୍ମପୁର: ୧୦୮ ଆମ୍ବୁଲାନ୍ସ ପାଲଟିଲା ପ୍ରସବ କକ୍ଷ, ଫାର୍ମାସିଷ୍ଟଙ୍କ ସାହସରେ ବଞ୍ଚିଲା ମା’ ଓ ଶିଶୁ

କିରଣ କୁମାର ପାଣିଗ୍ରାହୀ/ ସମୀକ୍ଷା ନ୍ୟୁଜ/ପଦ୍ମପୁର/ରାୟଗଡ଼ା: ମାନବତା ଓ ସେବା ଭାବନାର ଏକ ଅନନ୍ୟ ଉଦାହରଣ ପୁଣିଥରେ ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁସାରେ, ଗୁଡ଼ାରୀ ବ୍ଲକ କଦମା ପଞ୍ଚାୟତ ନିକଟସ୍ଥ ଚାକୁଣ୍ଡା ଗ୍ରାମରୁ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲ ଆଣିବା ସମୟରେ ରାସ୍ତାରେ ହଠାତ୍ ପ୍ରସବ ବେଦନା ବଢ଼ି ଯାଇଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ୧୦୮…

Read More
୯ ଦଫା ଦାବି ନେଇ ରାଜରାସ୍ତାରେ ଆଶା କର୍ମୀ, ସରକାରୀ ମାନ୍ୟତା ଓ ବେତନ ବୃଦ୍ଧି ପାଇଁ ଦାବି – ସମୀକ୍ଷା ଖବର

୯ ଦଫା ଦାବି ନେଇ ରାଜରାସ୍ତାରେ ଆଶା କର୍ମୀ, ସରକାରୀ ମାନ୍ୟତା ଓ ବେତନ ବୃଦ୍ଧି ପାଇଁ ଦାବି

​ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୯/୦୭/୨୬: ​ଜାତୀୟ ସ୍ୱାସ୍ଥ୍ୟ ମିଶନ(NHM) ଅଧୀନରେ କାର୍ଯ୍ୟରତ ଆଶା କର୍ମୀମାନେ ନିଜର ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଆଜି ମାଲକାନଗିରି ର ସମସ୍ତ ଆଶା କର୍ମୀ ଦାବିପତ୍ର ମାଧ୍ୟମରେ, ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।​ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

Read More
ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା – ସମୀକ୍ଷା ଖବର

ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର, ତା. ୦୯.୦୭.୨୦୨୬:(ସମୀକ୍ଷା ନିୟୁଜ) ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ଏବଂ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିଶା (DISHA) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର…

Read More
ନବରଙ୍ଗପୁର: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ନବରଙ୍ଗପୁର: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬ ପ୍ରସ୍ତୁତି ବୈଠକ

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର, ତା. ୦୮.୦୭.୨୦୨୬: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ପୃଷ୍ଟି କହିଥିଲେ ଯେ, ରଥଯାତ୍ରା ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ…

Read More
ମାଲକାନଗିରି:ଭିଜିଲାନ୍ସ ଜାଲ ରେ ଖଣି ଉପନିର୍ଦ୍ଦେଶକ – ସମୀକ୍ଷା ଖବର

ମାଲକାନଗିରି:ଭିଜିଲାନ୍ସ ଜାଲ ରେ ଖଣି ଉପନିର୍ଦ୍ଦେଶକ

ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ। ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୯/୦୭/୨୬:ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲ ରେ ଧରା ପଡ଼ିଛନ୍ତି ଖଣି ଉପନିର୍ଦ୍ଦେଶକ। ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ ହୋଇ ବିଭିନ୍ନ ସ୍ଥାନ ରେ ଥିବା ତାଙ୍କର କୋଠା ବାଡି ଆୟ ସମ୍ପତି ର ଖୋଲ ତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ମାଲକାନଗିରି କୋରାପୁଟ ଦାଇତ୍ୱ…

Read More