ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

samikshanews

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା : ମୋବାଇଲକୁ ନେଇ କଳି, ବାପା ଓ ସାନଭାଇକୁ ତେଲେଙ୍ଗା କଟୁରୀରେ ହାଣିଲା ବଡ଼ ପୁଅ – ସମୀକ୍ଷା ଖବର

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା : ମୋବାଇଲକୁ ନେଇ କଳି, ବାପା ଓ ସାନଭାଇକୁ ତେଲେଙ୍ଗା କଟୁରୀରେ ହାଣିଲା ବଡ଼ ପୁଅ

ଯଶୋବନ୍ତ ପରିଡା//କପ୍ତିପଦା ଉପଖଣ୍ଡ ୨୮/୦୬/୨୬ (ସମୀକ୍ଷା): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନସ୍ଥ ଶିରାଥଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲକୁ ନେଇ ବଡ଼ ଭାଇର ଆକ୍ରମଣରେ ବାପା ଓ ସାନଭାଇ ଗୁରୁତର ଆହତ ହୋଇଛନ୍ତି।ସଦାନନ୍ଦ ବାରିକଙ୍କ ଦୁଇ ପୁଅ ସୁଶାନ୍ତ ଓ ହେମନ୍ତ ପେସାରେ ରାଜମିସ୍ତ୍ରୀ। ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ସାନପୁଅ ସୁଶାନ୍ତ କାମ ସାରି ଫେରୁଥିବା ବେଳେ ରାସ୍ତାରୁ ଏକ ମୋବାଇଲ ପାଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲର ପ୍ରକୃତ…

Read More
ସ୍ୱାମୀଙ୍କୁ ନେଇ ବିଚ୍ ରାସ୍ତାରେ ଦୁଇ ମହିଳା ହାତାହାତି, ଥାନାରେ ପହଞ୍ଚିଲେ ଉଭୟ ପକ୍ଷ – ସମୀକ୍ଷା ଖବର

ସ୍ୱାମୀଙ୍କୁ ନେଇ ବିଚ୍ ରାସ୍ତାରେ ଦୁଇ ମହିଳା ହାତାହାତି, ଥାନାରେ ପହଞ୍ଚିଲେ ଉଭୟ ପକ୍ଷ

କପ୍ତିପଦା ଉପଖଣ୍ଡ ୨୭୦୬୨୬(ସମୀକ୍ଷା) ଯଶୋବନ୍ତ ପରିଡାମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ନାଗପାଳ ଅଞ୍ଚଳରେ ସ୍ୱାମୀଙ୍କୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ବିଚ୍ ରାସ୍ତାରେ ହାତାହାତି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ନାଗପାଳର ଭାରତୀ ପାତ୍ରଙ୍କ ସ୍ୱାମୀଙ୍କ ସହ ଝିଲି ଓଝା ନାମକ ଜଣେ ମହିଳାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଭାରତୀଙ୍କ ପରିବାରରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିଲା। ଏନେଇ ପୂର୍ବରୁ ଉଦଳା ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।…

Read More
ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ – ସମୀକ୍ଷା ଖବର

ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୭/୦୬/୨୬​ ରାତିର ଅନ୍ଧାରରେ ଅଗ୍ନିର କରାଳ ରୂପ ଦେଖିଲା ଉପାନ୍ତ ମାଲକାନଗିରି ଜିଲ୍ଲା। ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ପରିସରରେ ଥିବା ଶିଶୁ ଉଦ୍ୟାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ହୁତୁ ହୁତୁ ହୋଇ ଜଳୁଥିବା ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଏହାକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଦୀର୍ଘ ୩ ଘଣ୍ଟା କାଳ କଠିନ ପରିଶ୍ରମ…

Read More
MBBS ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା – ସମୀକ୍ଷା ଖବର

MBBS ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା

OAS ଭୀମସେନ୍ ଟୁଡୁ ଚାକିରୀରୁ ନିଲମ୍ବନମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଠୋର କାର୍ଯ୍ୟାନୁଷ୍ଠାନ କପ୍ତିପଦା ଉପଖଣ୍ଡ ୨୭/୦୬/୨୬ (ସମୀକ୍ଷା) ଯଶୋବନ୍ତ ପରିଡାଓଡ଼ିଶାର ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା ଏହି ମାମଲାରେ ଅଭିଯୁକ୍ତ ଓଏଏସ୍ (OAS) ଅଫିସର ଭୀମସେନ ଟୁଡୁଙ୍କୁ ଚାକିରିରୁ ବରଖାସ୍ତ (Dismissal) କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭୀମସେନ ଟୁଡୁଙ୍କ ବିରୋଧରେ ବିଭିନ୍ନ ଗୁରୁତର ଦଫା, ବିଶେଷକରି ବିଏନଏସ୍ (BNS) ର ଧାରା ୬୯…

Read More
ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ସହ ଠାକୁରାଣୀଙ୍କ ଗହଣା ଲୁଟ – ସମୀକ୍ଷା ଖବର

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ସହ ଠାକୁରାଣୀଙ୍କ ଗହଣା ଲୁଟ

କପ୍ତିପଦା ଉପଖଣ୍ଡ ୨୭/୦୬/୨୬ (ଯଶୋବନ୍ତ ପରିଡା) ଲୁଟେରାଙ୍କ ଟାର୍ଗେଟରେ ରହିଛି ମନ୍ଦିର। ଉଦଳା ଥାନାଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ସ୍ମଶାନ କାଳୀ ମନ୍ଦିରରେ ଗତ ରାତିରେ ଚୋରି ହୋଇଛି।ଲୁଟେରାମାନେ ମନ୍ଦିରର ଫାଟକର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେମାନେ ମା କାଳୀଙ୍କ ହୁଣ୍ଡି ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇଯାଇଥିବା ବେଳେ, ମା ଦକ୍ଷିଣେଶ୍ୱର କାଳୀଙ୍କ ମୁକୁଟ ସହ ପୂଜାରେ ବ୍ୟବହୃତ ଗହଣା ମଧ୍ୟ ଲୁଟି ନେଇଛନ୍ତି। ହୁଣ୍ଡି ବାକ୍ସରୁ କେତେ…

Read More
ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ – ସମୀକ୍ଷା ଖବର

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ପ୍ରଶାସନର କଡ଼ା ଆଭିମୁଖ୍ୟ: ମାଲକାନଗିରି ଜିଲ୍ଲାପାଳଙ୍କ ସମୀକ୍ଷା ପରେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ରପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରଶଂସନୀୟ ତଥା ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୮୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ସର୍ଦ୍ଦାରଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଏବଂ ବିଦ୍ୟାଳୟ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ଏବଂ…

Read More
ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ – ସମୀକ୍ଷା ଖବର

ମାଲକାନଗିରି ବନ ବିଭାଗ ଦ୍ୱାରା ୩୧୧ କଇଁଛ ଜବତ ସହ ଗୋଟିଏ ବୋଲେର ଓ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୫/୦୬/୨୬ କିଛି ବିଶେଷ ସୁତ୍ରରୁ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ମାଲକାନଗିରି ବନାଧିକାରୀ ୨୫-୬-୨୬ ତାରିଖ ଦିନ ମାଲକାନଗିରିର ପଦ୍ମଗିରି ଛକ ନିକଟରେ ବନବିଭାଗର ସ୍ୱତନ୍ତ୍ର ଟିମ ଜଗିରହିଥିଲେ।କିଛି ସମୟପରେ OD-07C-9921 ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ୍ ଦ୍ରୁତ ଗତିରେ ଯାଉଥିବା ଦେଖି ଗାଡିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଗାଡ଼ି ମଧ୍ୟରୁ ମୋଟ ୩୩୧ ଟି କଇଁଛ (ପ୍ରାୟ 5.7 କ୍ୟୁଣ୍ଟାଲ) ଗାଡିରେ ବେଆଇନ ଭାବରେ…

Read More
ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ – ସମୀକ୍ଷା ଖବର

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ

କପ୍ତିପଦା ଉପଖଣ୍ଡ ୨୬/୬/୨୬(ଯଶୋବନ୍ତ ପରିଡା) ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ ଫାଳିଆରେ ଅନ୍ଧା ଦୁନିଆ ବାଡେଇଲେ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡାମପଦା ଗ୍ରାମରେ। ଗ୍ରାମର ପ୍ରମିଳା ବେହେରା ଘରେ ଏକୁଟିଆ ଥିବାବେଳେ ହଠାତ ଗତକାଲି ରାତ୍ର ସମୟରେ ସାନ ପୁଅ ରଂଜିତ ବେହେରା ଆସି ଏକ କାଠ ଫାଳିଆରେ ତାଙ୍କୁ ନିର୍ଘାତ ବାଡେଇ ଥିଲେ। କାଠ…

Read More
ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା – ସମୀକ୍ଷା ଖବର

ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା

କୋକସରା ବ୍ଲକ।ଧନୀରାମ ପାଣିଗ୍ରାହୀ – ଥୁଆମୂଳ ରାମପୁର ଘାଟି ରାସ୍ତାର ଦୁର୍ଦ୍ଦଶା ଦୀର୍ଘ ତିନି ବର୍ଷ ହେଲା ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି ରାସ୍ତା ରେ ବ୍ବଡ଼ ବଡ଼ ଖାଲ ହେଇ ଯାଇଛି। ଅନେକ ଗାଡି ଓଲଟି ପଡିଛି ଏବଂ ଦୁଇ ଚକିଆ ଯାନ ଗୁଡ଼ିକ ପଡ଼ି ଯାଇ ଖଣ୍ଡିଆ ଖାବରା ହୋଇ ଯାଉଛନ୍ତି ଲୋକେ। ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ସରକାର କିଛି ପଦକ୍ଷେପ ନେଉ ନାହାନ୍ତି।Rampur ବାସୀ କଲମପୁର ଜୁନାଗଡ…

Read More
୫୯ ଜାତୀୟ ରାଜପଥରେ ପିଆଜ ବୋଝେଇ ପିକଅପ୍ ଦୁର୍ଘଟଣା୧୧ କେଭି ବିଦ୍ୟୁତ ଖୁଣ୍ଟ ଚୁରମାର, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ୨ ସାଥୀ – ସମୀକ୍ଷା ଖବର

୫୯ ଜାତୀୟ ରାଜପଥରେ ପିଆଜ ବୋଝେଇ ପିକଅପ୍ ଦୁର୍ଘଟଣା୧୧ କେଭି ବିଦ୍ୟୁତ ଖୁଣ୍ଟ ଚୁରମାର, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ୨ ସାଥୀ

ମୁରିବାହାଲ, ୨୬/୦୬./୨୬ ଭଗବାନ ମହାନ୍ତି: ବିଳମ୍ବିତ ରାତିରେ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ପିକଅପ୍ ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଛି। ଡ୍ରାଇଭର ପ୍ରତାପ ଖୁଟେ, (୨୦), କହିବା ଅନୁଯାୟୀ ରାଇପୁରରୁ କେସିଙ୍ଗାକୁ ପିଆଜ ବୋଝେଇ ପିକଅପ୍ ଗାଡି ନଂ CG 04 QU 0672 ନେଇ ଆସିବା ସମୟରେ ପାଖାପାଖି ରାତି ୨ଟାରେ ତାଙ୍କୁ ନିଦ ଲାଗିଯାଇଥିଲା। ଫଳରେ ଗାଡିଟି ୧୧ କେଭି…

Read More