ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ମାଓବାଦୀ ଆକ୍ରମଣରେ ସହିଦ ତିନି ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି – ସମୀକ୍ଷା ଖବର

ମାଓବାଦୀ ଆକ୍ରମଣରେ ସହିଦ ତିନି ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ – ଦେଶର ସୁରକ୍ଷା ଓ କର୍ତ୍ତବ୍ୟ ପାଳନ କରିବାକୁ ଯାଇ ମାଓବାଦୀଙ୍କ ସଶସ୍ତ୍ର ଆକ୍ରମଣରେ ପ୍ରାଣବଳି ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ତିନି ସାହସୀ ପୋଲିସ କର୍ମଚାରୀଙ୍କ ସ୍ମୃତିରେ ମଙ୍ଗଳବାର ସନ୍ଧ୍ୟାରେ ରିଜର୍ଭ ପୋଲିସ ପରିସର ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସହିଦ ମାନଙ୍କ ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି କାମନା…

Read More
କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍‌ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ – ସମୀକ୍ଷା ଖବର

କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍‌ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ – ଦୀର୍ଘ ୮ବର୍ଷ ବ୍ୟବଧାନରେ କଲେଜ ନିର୍ବାଚନ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ସମୟରେ କେତେକ କଲେଜରେ ବିଶୃଙ୍ଖଳା ଓ ଉତ୍ତେଜନା ଘେନି ଛାତ୍ରଛାତ୍ରୀ ମହଲରେ ଅଶାନ୍ତି ଦେଖାଯାଉଛି । ତେବେ କଲେଜ ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଶତାଧିକ ଛାତ୍ରଛାତ୍ରୀ ଦୁଇଟି ବସ୍‌ରେ ପୁରୀ ଅଭିମୁଖେ ଯାଉଥିବା ସମୟରେ ପୋଲିସ ସନ୍ଦେହରେ ବସ୍‌ ଦୁଇଟିକୁ ଅଟକାଇ ପଚରାଉଚରା କରିବା ପରେ…

Read More
ସଶକ୍ତ ଯୁବଶକ୍ତି ସମୃଦ୍ଧ ଭାରତ ଗଠନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ସଶକ୍ତ ଯୁବଶକ୍ତି ସମୃଦ୍ଧ ଭାରତ ଗଠନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୪ ଅକ୍ଟୋବର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅଧିନରେ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲାର ସାଂସ୍କୃତିକ ଧାରା ଓ ପଥ ଅଧୀନ ସଶକ୍ତ ଯୁବଶକ୍ତି ଓ ସମୃଦ୍ଧ ଭାରତ ଗଠନ କୁ ନେଇ ବିଭିନ୍ନ…

Read More
ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ – ସମୀକ୍ଷା ଖବର

ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୪।୧୦:- ଖୋରଧା ସଦର ଥାନା ଅନ୍ତର୍ଗତ ଖୁଆ ପାହାଡ଼ରେ ବେଆଇନ ଭାବେ କଳାପଥର ଖନନ ଓ ପରିବହନ କରାଯାଉଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ବୁଧବାର ସକାଳେ ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୪ଟି ହାଇୱା ଟ୍ରକ ସହ ଗୋଟିଏ ପୋକଲେନ ମେସିନ ଜବତ କରାଯାଇଛି। ଖୋରଧା ଅଞ୍ଚଳରେ ବେଆଇନ ଖଣି କାରବାରକୁ ନେଇ ପୁଣି ଚର୍ଚ୍ଚା ଜୋର୍‌…

Read More
ପାଟଣା କଲେଜ ଛାତ୍ର ନିର୍ବାଚନ ପ୍ରଚାର ଶେଷ, ଭୋଟ ପାଇଁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ – ସମୀକ୍ଷା ଖବର

ପାଟଣା କଲେଜ ଛାତ୍ର ନିର୍ବାଚନ ପ୍ରଚାର ଶେଷ, ଭୋଟ ପାଇଁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର : ପାଟଣା:୧୪/୧୦,ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟର ସର୍ଵ ପୁରାତନ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ଛାତ୍ର ସାଂସଦ ନିର୍ବାଚନ ପାଇଁ ପ୍ରଚାର ର ଆଜି ଶେଷ ଦିନରେ ପରିବେଶ ସରଗରମ ରହିଛି।୧୫ ତାରିଖ ନିର୍ବାଚନ ଥିବା ବେଳେ ଆଜି ମହାବିଦ୍ୟାଳୟ ସଭା କକ୍ଷରେ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଓ ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁ ଏବଂ ସହଯୋଗୀ ଅଧ୍ୟାପକ ଡ଼ଃ ହୃଦାନନ୍ଦ ବିଶ୍ୱାଳଙ୍କ ଓ…

Read More
ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର – ସମୀକ୍ଷା ଖବର

ଜିଲ୍ଲା ଶିଳ୍ପ କେନ୍ଦ୍ର, ଦେବଗଡ଼ ତରଫରୁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ନବାଉନ୍ମେଷ ଚେତନା ଶିବିର

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ଦେବଗଡ : ଭାରତ ସରକାର ଓ ଓଡିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଓଡିଶା ଷ୍ଟାର୍ଟ ଅପ କାର୍ଯ୍ୟକ୍ରମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କଳାମାଟି ଠାରେ ସମ୍ପାଦିତ ହୋଇଛି। ସଭାପତି : ଅଧ୍ୟାପକ ମନୋରଞ୍ଜନ ବାରିକ୍, ଉଦଘାଟକ : ଦମନ ଏକ୍କା ADWO, ଦେବଗଡ, ପ୍ରଶିକ୍ଷକ ପ୍ରବକ୍ତା : ତୋଫାନ କୁମାର ସାହୁ, ସହକାରୀ ଶିଳ୍ପ ଅଧିକାରୀ, ଦେବଗଡ, ଧନ୍ୟବାଦ : ରିମଲୀ ବାନାର୍ଜୀ। ଏହି ସଭାରେ ବିଦ୍ୟାଳୟର ସମସ୍ତ…

Read More
ନବରଙ୍ଗପୁର: ପଞ୍ଚାୟତ ସମିତି ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ:୩୭୭ ଜଣ ଦିବ୍ୟାଙ୍ଗଙ୍କ ଯୋଗଦାନ, ୧୨୬ ଜଣ ପ୍ରମାଣପତ୍ର ପାଇଁ ଚିହ୍ନଟ – ସମୀକ୍ଷା ଖବର

ନବରଙ୍ଗପୁର: ପଞ୍ଚାୟତ ସମିତି ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ:୩୭୭ ଜଣ ଦିବ୍ୟାଙ୍ଗଙ୍କ ଯୋଗଦାନ, ୧୨୬ ଜଣ ପ୍ରମାଣପତ୍ର ପାଇଁ ଚିହ୍ନଟ

ବିଭୁତି ପ୍ରସାଦ ପଣ୍ଡା/ ଜିଲ୍ଲା ପ୍ରତିନିଧି/ନବରଙ୍ଗପୁର/ସମୀକ୍ଷା ନ୍ୟୁଜ: ୧୪ ଅକ୍ଟୋବର ୨୦୨୬ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆଜି ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସାଂସଦଙ୍କ ପ୍ରତିନିଧି ଶ୍ରୀ ଜ୍ୟୋତିରଞ୍ଜନ କଂଶ ଉଦ୍‌ଘାଟନ କରିଥିଲେ। ଶିବିରରେ ଅସ୍ଥିଶଲ୍ୟ, ଚକ୍ଷୁ, ମାନସିକ ରୋଗ ଏବଂ କର୍ଣ୍ଣ, ନାସା ଓ ଗଳା ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକୀୟ…

Read More

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ସମୀକ୍ଷା ନ୍ୟୁଜ ବ୍ୟୁରୋ / କଳାହାଣ୍ଡି :୧୪।୧୦ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମୋଟେର ଚାରବାହାଲ ରାସ୍ତାର ଅମୂଲ୍ୟ ସିଡ୍ସ ନିକଟରେ ବୁଧବାର ସନ୍ଧ୍ୟାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁଯାୟୀ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ପରେ ଉଭୟ ଆରୋହୀ ରାସ୍ତା ଉପରେ ପଡ଼ି ଗୁରୁତର ହୋଇଥିଲେ।ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ…

Read More
ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା ଅନୁଷ୍ଠିତ – ସମୀକ୍ଷା ଖବର

ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା ଅନୁଷ୍ଠିତ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିକଟସ୍ଥ ତୁଡ଼ିପାଜୁ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନ ୪ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବମ ଶ୍ରେଣୀର ୪୫ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଗ୍ରାମସଭାର କାର୍ଯ୍ୟପ୍ରଣାଳୀକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୌଶଲ୍ୟା କହଁର ଏବଂ ନାଏବ ସରପଞ୍ଚ…

Read More
ରାଜ୍ୟରେ ବଢ଼ୁଛି ଲଭ୍‌, ସେକ୍ସ ଓ ଧୋକା: ପ୍ରେମ ସମ୍ପର୍କରେ ପ୍ରତାରଣାକୁ ନେଇ ବଢ଼ୁଛି ଚିନ୍ତା – ସମୀକ୍ଷା ଖବର

ରାଜ୍ୟରେ ବଢ଼ୁଛି ଲଭ୍‌, ସେକ୍ସ ଓ ଧୋକା: ପ୍ରେମ ସମ୍ପର୍କରେ ପ୍ରତାରଣାକୁ ନେଇ ବଢ଼ୁଛି ଚିନ୍ତା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ପ୍ରେମ ନାଁରେ ପ୍ରତାରଣା, ମିଥ୍ୟା ପ୍ରତିଶ୍ରୁତି ଓ ବ୍ଲାକମେଲିଂକୁ ନେଇ ସଚେତନତା ଜରୁରୀ, ପ୍ରେମ ହେଉଛି ବିଶ୍ୱାସ, ଭଲପାଇବା ଓ ପରସ୍ପର ସମ୍ମାନର ଏକ ପବିତ୍ର ସମ୍ପର୍କ। କିନ୍ତୁ ଯେତେବେଳେ ଏହି ସମ୍ପର୍କରେ ସ୍ୱାର୍ଥ, ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା ପ୍ରବେଶ କରେ, ସେତେବେଳେ ଅନେକ ଲୋକଙ୍କ ଜୀବନରେ ଦେଖାଦିଏ ମାନସିକ ଚାପ ଓ ସାମାଜିକ ସମସ୍ୟା। ପ୍ରେମ ସମ୍ପର୍କକୁ ଆଧାର କରି ଯୌନ ଶୋଷଣ, ଅର୍ଥ ଠକେଇ, ବ୍ୟକ୍ତିଗତ…

Read More