ଜଣେ ଭିନ୍ନ ଅଭିନେତା ଓ କୃଷକପ୍ରେମୀ ନାନା ପାଟେକର ଙ୍କ ଆତ୍ମା ର ସଦଗତି ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଜୀବନ ରେ ମୃତ୍ୟୁ ଏକ ଧ୍ରୁବ ସତ୍ୟ ଅଟେ l ଆମେ ଅବିଶ୍ୱାସ କଲେ ଵି ଏହାକୁ ଗ୍ରହଣ କରିବାକୁ ପଡେ l ଯଦି ଜୀବନ ରେ ଆମେ କିଛି ଭଲ କାମ କରିଥିବା, ସମାଜ ର କଲ୍ୟାଣ ରେ ଲାଗିଥିବା ଓ ସାମାଜିକ ସଂସ୍କାର ସହ ବିଚାରବନ୍ତ ହୋଇଥିବା ତେବେ ଲୋକେ ଆମକୁ ମନେ ରଖିଥାନ୍ତି l ଏହିପରି ଜଣେ ଚର୍ଚିତ କଳାକାର ନାନା ପାଟେକର ଙ୍କର ଦେହାନ୍ତ…