ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ଜିଲ୍ଲା ମଙ୍ଗଳ ବିଭାଗ ପ୍ରାଥମିକ ଶିକ୍ଷକଙ୍କ ସାଧାରଣ ସଭା ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲା ମଙ୍ଗଳ ବିଭାଗ ପ୍ରାଥମିକ ଶିକ୍ଷକଙ୍କ ସାଧାରଣ ସଭା ଅନୁଷ୍ଠିତ

ସନାତନ ପ୍ରଧାନ /ବୌଦ୍ଧ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧିନସ୍ଥ ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସୟାକୁ ନନଇ ଅଲ ଓଡିଶା ଏଲିନମଣ୍ଟରୀ ଶିକ୍ଷକ ଆନସାସିଏସନ(AOETA ),ନବୌଦ୍ଧ ଶାଖାର ଏକ ସାଧାରଣ ସଭା ଆଜି ତା-୧୧.୧୦.୨୦୨୬ ରିଖ (ରବିବାର) ଦିନ ୧୦ ଘଟିକା ସମୟନର କମମଚାରୀ ଭବନ,ନବୌଦ୍ଧ ଠାନର ଅନୁଷ୍ି ିତ ନ ାଇଯାଇଛି । ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀନିବାସ କ ଁ ର…

Read More
ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ – ସମୀକ୍ଷା ଖବର

ଦେବଗଡ଼:ପଞ୍ଚାୟତ ଡି଼ଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା,ଅଣଛାତ୍ରଙ୍କ ହସ୍ତକ୍ଷେପ ଅଭିଯୋଗ, ଏବିଭିପି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ସୁଦାମ ଚନ୍ଦ୍ର ବେହେରା/ଦେବଗଡ଼ ସାମ୍ବାଦିକ/ସମୀକ୍ଷା ନ୍ୟୁଜ: ବାରକୋଟ ,ତା .14.10.2026 ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଲା ପଞ୍ଚାୟତ ଡି଼ଗ୍ରୀ କଲେଜରେ ଉତ୍ତେଜନା ଦେଖାଦେଇଛି । ନିର୍ବାଚନ ପ୍ରଚାର ସମୟରେ ଅଣଛାତ୍ରଙ୍କ ହସ୍ତକ୍ଷେପକୁ ନେଇ ଏବିଭିପି ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ମଧ୍ୟରେ ପାଟିତୁଣ୍ଡ ଅଭିଯୋଗ । କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ କିଛି ଅଣଛାତ୍ର ଆସି ପ୍ରଚାର କରୁଥିବା ଅଭିଯୋଗକୁ…

Read More
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ୨୦୨୭: ମାଷ୍ଟର ଟ୍ରେନର ଓ ନିର୍ବାଚନୀ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ୨୦୨୭: ମାଷ୍ଟର ଟ୍ରେନର ଓ ନିର୍ବାଚନୀ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି: ୧୪/୧୦/୨୬ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ – ୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନୀ ମଣ୍ଡଳୀ ପୁନଃନିର୍ଦ୍ଧାରଣ ଏବଂ ସମଗ୍ର ପରିଚାଳନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ପଞ୍ଚାୟତ ଅଫିସର ବିମଳ କୁମାର ଲେଙ୍କା, ସମସ୍ତ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ…

Read More
ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ୪ ମୟୂରଭଞ୍ଜ ବିଦ୍ୟାର୍ଥୀଙ୍କ ଅଭୂତପୂର୍ବ ସଫଳତା – ସମୀକ୍ଷା ଖବର

ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ ପ୍ରତିଯୋଗିତାରେ ୪ ମୟୂରଭଞ୍ଜ ବିଦ୍ୟାର୍ଥୀଙ୍କ ଅଭୂତପୂର୍ବ ସଫଳତା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୪/୧୦/୨୬ – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ଵରସ୍ଥିତ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ- ୨୦୨୬ କାର୍ଯ୍ୟକ୍ରମର ତିନୋଟି ବର୍ଗରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିବା ବେଳେ ଅନନ୍ୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ ପୂର୍ବକ ମୟୂରଭଞ୍ଜ ଜିଲ୍ଲାର ୪ ପ୍ରତିଭା ଛାତ୍ରଛାତ୍ରୀ ଅଭୂତପୂର୍ବ ସଫଳତା ହାସଲ କରି ଜିଲ୍ଲାପାଇଁ ଗର୍ବ ଓ ଗୌରବ…

Read More
ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି – ସମୀକ୍ଷା ଖବର

ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରେ ସୁରଭି

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ : ୧୪/୧୦ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକଶିକ୍ଷା ମଣ୍ଡଳରେ ବିଭିନ୍ନ କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଭୀମପଡା କ୍ଲଷ୍ଟର ରେ ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁସ୍ତାକ ଅଲ୍ଲୀ ଙ୍କ ଆବାହକତ୍ୱରେ ୧୨ଟି ବିଦ୍ୟାଳୟ ର ପ୍ରାୟ ୧୭୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ. ବକ୍ତୃତା, ଚିତ୍ରାଙ୍କନ ସୃଜନ ଲିଖନ ସଂଗୀତ ଓ ନୃତ୍ୟ ଆଦି ୧୨ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା. ସରପଞ୍ଚ ଶ୍ରୀମତୀ…

Read More
ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ – ସମୀକ୍ଷା ଖବର

ରାଜ୍ୟ ଜୁ- ଜିତଷୁ ପ୍ରତିଯୋଗୀତା ଉଦଯାପିତ : ଖୋର୍ଦ୍ଧା ଦଳଗତ ଚମ୍ପିୟାନ

ଭୁବନେଶ୍ବର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର, ତା ୧୨/୧୦/୨୦୨୬: ଓଡିଶା ଜୁ- ଜିତଷୁ ସଂଘ ଆନୁକୁଲ୍ୟରେ ଗତ ୧୧ ଅକ୍ଟୋବର ୨୦୨୬ ତାରିଖ ରେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ଠାରେ ରାଜ୍ୟ ଜୁ ଜିତଷୁ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଅଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ସବ ଜୁନିଅର , କ୍ୟାଡେଟ , ଜୁନିଅର ଓ ସିନିୟର ବୟସ ବିଭାଗରେ ଫାଇଟିଙ୍ଗ ସିଷ୍ଟମ ଏବଂ ନେ -ୱାଜା ରେ ପ୍ରତିଦ୍ୱୋନ୍ଧିତା କରିଥିଲେ ।…

Read More
ବଲାଙ୍ଗିର: ହଜିଯାଉଛି ସର୍ବପୁରାତନ ତନ୍ତ୍ର ପିଠ ଚୌସିଠି ରାଣୀପୁର ଝରିଆଲ – ସମୀକ୍ଷା ଖବର

ବଲାଙ୍ଗିର: ହଜିଯାଉଛି ସର୍ବପୁରାତନ ତନ୍ତ୍ର ପିଠ ଚୌସିଠି ରାଣୀପୁର ଝରିଆଲ

ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ: ବଲାଙ୍ଗିର ଜିଲ୍ଲାର ଦକ୍ଷିଣ ଦିଗରେ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ଗ୍ରାମର ସୀମା ମଧ୍ୟରେ ତନ୍ତ୍ର ପୀଠ ରାଣୀପୁର ଝରିଏଲ ଅବସ୍ଥିତ । ବଲାଙ୍ଗିର ଠାରୁ ଏ ସ୍ଥାନର ଦୂରତ୍ୱ ୧୦୪ କି.ମି. ଓଟିଟିଲାଗଡ ଠାରୁ ୩୮ କି.ମି. । ରାଣୀପୁର ଝରିଏଲ ବଲାଙ୍ଗିର ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ଐତିହାସିକ ଦର୍ଶନୀୟ ସ୍ଥାନ ତଥା ପ୍ରଚୀନ କୀର୍ତୀସ୍ଥଳୀ । ପୁରାଣରେ ଏହା ସୋମ ତିର୍ଥ ନାମରେ ବର୍ଣ୍ଣିତ । ୬୪ ଯୋଗିନୀ…

Read More
ପାର୍ବଣ ସମୟରେ ଭାରି ପଡୁଛି ଟ୍ୱିନସିଟିର ଟ୍ରାଫିକ କଷ୍ଟ – ସମୀକ୍ଷା ଖବର

ପାର୍ବଣ ସମୟରେ ଭାରି ପଡୁଛି ଟ୍ୱିନସିଟିର ଟ୍ରାଫିକ କଷ୍ଟ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ (ଟ୍ୱିନସିଟି)ରେ ଚଳିତ ଦୁର୍ଗାପୂଜା ଓ ପାର୍ବଣ ଋତୁରେ ଟ୍ରାଫିକ ଜାମ୍ ସମସ୍ୟା ଅତି ଗମ୍ଭୀର ରୂପ ଧାରଣ କରିଛି. ଚଳିତ ଅକ୍ଟୋବର ୨୦୨୬ ପାର୍ବଣ ସମୟରେ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଭିଡ଼ ଏବଂ ଅନିୟନ୍ତ୍ରିତ ଗାଡ଼ି ଚାଳନା ଯୋଗୁଁ ସାଧାରଣ ଜନତାଙ୍କୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବାକୁ ପଡ଼ୁଛି । ସପିଂ ମଲ୍, ବଜାର ଏବଂ ପୂଜା ତୋରଣ ନିକଟରେ ଏହି ସ୍ଥିତି…

Read More
କେବେ ଅଟକିବ ରାଜଧାନୀରେ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା – ସମୀକ୍ଷା ଖବର

କେବେ ଅଟକିବ ରାଜଧାନୀରେ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଗାଡ଼ି ଚାଳନା ଏବଂ କ୍ରମାଗତ ଦୁର୍ଘଟଣା ଏବେ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି | ବିଶେଷ କରି ଅକ୍ଟୋବର ୨୦୨୬ର ଚଳିତ ସପ୍ତାହରେ ଘଟିଥିବା କେତେକ ଭୟଙ୍କର ହିଟ୍-ଆଣ୍ଡ-ରନ୍ ଓ ମଦ୍ୟପାନ ଜନିତ ଦୁର୍ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି | ନଜର ପକାନ୍ତୁ କିଛି ଦୁର୍ଘଟଣା ଉପରେ : ସାମ୍ପ୍ରତିକ ପ୍ରମୁଖ ଦୁର୍ଘଟଣା (ଅକ୍ଟୋବର ୨୦୨୬) ଦୁର୍ଘଟଣା…

Read More
ଜେକେପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର:ଦାଣ୍ଡିଆଠାରୁ ରାବଣ ପୋଡ଼ି ଯାଏଁ ରହିଛି ଭରପୂର ଆକର୍ଷଣ – ସମୀକ୍ଷା ଖବର

ଜେକେପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଜୋରଦାର:ଦାଣ୍ଡିଆଠାରୁ ରାବଣ ପୋଡ଼ି ଯାଏଁ ରହିଛି ଭରପୂର ଆକର୍ଷଣ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼ ଜିଲ୍ଲା ସଦର ବ୍ଲକ ଜେକେପୁରରେ ଚଳିତବର୍ଷ ଦୁର୍ଗାପୂଜାକୁ ଆକର୍ଷଣୀୟ ଓ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଜେକେ କାଗଜକଳ ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ପୂଜା ସହିତ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ କୋଲକାତାର ପ୍ରସିଦ୍ଧ ଦକ୍ଷିଣେଶ୍ୱର…

Read More