ନୂଆ ଶାସନ ପଞ୍ଚାୟତ ର ୮ ଗୋଟି ପ୍ରକଳ୍ପର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି, ତା୧୪।୧୦ ପିପିଲି ବ୍ଲକ ଅନ୍ତର୍ଗତ ନୂଆଶାସନ ପଞ୍ଚାୟତ ରେ ବୁଧବାର ୮ଗୋଟି ବିଭିନ୍ନ ପ୍ରକଳ୍ପ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ଦ୍ୱାରା ଲୋକାର୍ପଣ ହୋଇଛି।ରାସ୍ତାଘାଟ ଓ ଗମନାଗମନ ର ବିକାଶ ପାଇଁ ୩୧୬ ନମ୍ବର ଜାତୀୟ ରାଜପଥ ଠାରୁ ନୂଆଶାସନ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ପ୍ରକଳ୍ପ ର ଶିଳାନ୍ୟାସ, ଶ୍ରୀକଣ୍ଠପୁର ରୁ ବନ୍ଧମୂଳ ସେତୁ ଏବଂ…