ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ସିନ୍ଧ୍ରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ – ସମୀକ୍ଷା ଖବର

ସିନ୍ଧ୍ରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୧୦/୧୦/୨୬ବ୍ଲକ ଅଧୀନ ସିନ୍ଧ୍ରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସୁରଭି କାର୍ଯ୍ୟକ୍ରମ ତଥା ଶିଶୁ ମହୋତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ -ମନୁଷକୋଣ୍ଡା ଠାରେ ସି.ଆର.ସି.ସି. ଶ୍ରୀମତୀ ଚିନ୍ମୟୀ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।ସରପଞ୍ଚ ଶ୍ରୀ ଘାସି ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରି ପଡିଆମି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…

Read More
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତଙ୍କୁ ୮ ପଦକ – ସମୀକ୍ଷା ଖବର

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତଙ୍କୁ ୮ ପଦକ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୦୯/୧୦/୨୬ କେନ୍ଦୁଝର ଠାରେ ଗତ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୭୦ତମ ରାଜ୍ୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର କ୍ରୀଡାବିତ୍ ମାନେ ଚମତ୍କାର ପ୍ରଦର୍ଶନ କରି ୮ ଟି ପଦକ ହାସଲ କରିଛନ୍ତି । ୧୪ ବର୍ଷରୁ କମ ବାଳକ ବିଭାଗରେ ସରକାରୀ ଏସ୍. ଏସ୍. ଡି ବିଦ୍ୟାଳୟନ, ମୁଦୁଲିପଡାର ଛାତ୍ର ପୀତବାସ ଶିଷା ୪୦୦ମି. ଦୌଡରେ ସ୍ୱର୍ଣ୍ଣପଦକ, ୧୦୦ ମି….

Read More
ମାଲକାନଗିରିରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଆୟୋଜିତ – ସମୀକ୍ଷା ଖବର

ମାଲକାନଗିରିରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଆୟୋଜିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୦୯/୧୦/୨୬ ସମଗ୍ର ଶିକ୍ଷା ମାଲକାନଗିରି କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଆଧାରିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନରସିଂହ ମାଡକାମୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେବା ଓ ସଂକଳ୍ପର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ…

Read More
ଚାଷୀଙ୍କ ହିତରେ ଆସୁନି ଆଖୁଆପଦା ଜଳ ସମ୍ପଦ ବିଭାଗର ୪ ନମ୍ବର ଓ 5 ନମ୍ବର କେନାଲ ସଫେଇ ନାଁରେ ମହାଦୃନୀତି ଶୁଖିଲା ପଡିଛି କେନାଲ – ସମୀକ୍ଷା ଖବର

ଚାଷୀଙ୍କ ହିତରେ ଆସୁନି ଆଖୁଆପଦା ଜଳ ସମ୍ପଦ ବିଭାଗର ୪ ନମ୍ବର ଓ 5 ନମ୍ବର କେନାଲ ସଫେଇ ନାଁରେ ମହାଦୃନୀତି ଶୁଖିଲା ପଡିଛି କେନାଲ

ରତିକାନ୍ତ ନାୟକ/ ଧାମନଗର/ସମୀକ୍ଷା ନ୍ୟୁଜ: ଧାମନଗର ତା 9/10 : ସମ୍ପଦ ବିଭାଗର ଦୂରଦୃଷ୍ଟିହୀନତା ଓ ଚରମ ଅବହେଳା ଯୋଗୁଁ ଧାମନଗର ବ୍ଲକ ଅଞ୍ଚଳରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଖରାରେ କେନାଲ ଶୁଖିଲା ପଡ଼ିଥିବା ବେଳେ ଜମି ଫାଟି ଆଁ କରିଛି। ବିଶେଷ କରି ଆଖୁଆପଦା ଜଳ ସମ୍ପଦ ବିଭାଗ ଅଧୀନସ୍ଥ ୪ ନମ୍ବର ଓ ୫ ନମ୍ବର କେନାଲ ଏବେ ଚାଷୀଙ୍କ କୌଣସି କାମରେ ଆସୁନାହିଁ। ଫଳରେ ହଜାର ହଜାର ଚାଷୀ ଆଶଙ୍କା…

Read More
ବିଜଘାଟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ – ସମୀକ୍ଷା ଖବର

ବିଜଘାଟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ତା ୧୦/୧୦/୨୬ ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଅନ୍ତର୍ଗତ ବିଜଘାଟ ଗ୍ରାମରେ ଶୁକ୍ରବାର ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ବିଜେଡି (ମାଇନୋରିଟି ସେଲ) କାର୍ଯ୍ୟକାରୀ ସଭାପତି ଡକ୍ଟର ଅମଜଦ ଖାଁଙ୍କ ନେତୃତ୍ୱରେ ଏହି…

Read More
ଆଶ୍ରମ ୱେବ୍ ସିରିଜ୍‌ରେ ବବି ଦେଓଲ ଓ ତ୍ରିଧା ଚୌଧୁରୀଙ୍କ ଅଭିନୟକୁ ନେଇ ଚର୍ଚ୍ଚା – ସମୀକ୍ଷା ଖବର

ଆଶ୍ରମ ୱେବ୍ ସିରିଜ୍‌ରେ ବବି ଦେଓଲ ଓ ତ୍ରିଧା ଚୌଧୁରୀଙ୍କ ଅଭିନୟକୁ ନେଇ ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ହିନ୍ଦୀ ୱେବ୍ ସିରିଜ୍‌ ‘ଆଶ୍ରମ’ ଭାରତୀୟ ଡିଜିଟାଲ୍ ମନୋରଞ୍ଜନ ଜଗତରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିବା ଏକ ଲୋକପ୍ରିୟ ଧାରାବାହିକ। ଏହି ସିରିଜ୍‌ରେ ବବି ଦେଓଲଙ୍କ ‘ବାବା ନିରାଲା’ ଚରିତ୍ର ଏବଂ ତ୍ରିଧା ଚୌଧୁରୀଙ୍କ ‘ବବିତା’ ଚରିତ୍ର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉଭୟଙ୍କ ମଧ୍ୟରେ ଥିବା ପରଦାର ରସାୟନ, ଅଭିନୟ ଏବଂ କାହାଣୀର ଜଟିଳତାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସିଛି। ୧. ବବି ଦେଓଲଙ୍କ ଭିନ୍ନ…

Read More
ଜାତିସଂଘ ଅଧିକାରୀଙ୍କ ଅସଦାଚରଣ ପ୍ରସଙ୍ଗ: ଭାରତୀୟ ସାଂସଦ ପ୍ରିୟା ସରୋଜଙ୍କ ଦୃଢ଼ ଆଭିମୁଖ୍ୟ – ସମୀକ୍ଷା ଖବର

ଜାତିସଂଘ ଅଧିକାରୀଙ୍କ ଅସଦାଚରଣ ପ୍ରସଙ୍ଗ: ଭାରତୀୟ ସାଂସଦ ପ୍ରିୟା ସରୋଜଙ୍କ ଦୃଢ଼ ଆଭିମୁଖ୍ୟ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଜାତିସଂଘର ଅଧିକାରୀଙ୍କ ଅସଦାଚରଣ ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉତ୍ତରଦାୟିତ୍ୱ, ନୈତିକତା ଓ ଆଇନର ଶାସନକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଏ। ଏହି ପ୍ରସଙ୍ଗରେ ଭାରତୀୟ ସାଂସଦ ପ୍ରିୟା ସରୋଜ ଦୃଢ଼ ଭାବେ ନିଜର ମତ ଉପସ୍ଥାପନ କରିଥିବା ଖବର ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ପୂର୍ବରୁ ଏକ ତଥ୍ୟଗତ ସ୍ପଷ୍ଟୀକରଣ ଆବଶ୍ୟକ। ଉପଲବ୍ଧ ଅଧିକାରିକ ସୂଚନାରେ ଜାତିସଂଘର ଅଧିକାରୀ ଓ ମିଶନରେ ନିୟୋଜିତ ବିଶେଷଜ୍ଞଙ୍କ ଅସଦାଚରଣ ଏବଂ ଅପରାଧ ପାଇଁ…

Read More
ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ବର୍ତ୍ତମାନ ଓ ଭବିଷ୍ୟତ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ବର୍ତ୍ତମାନ ଓ ଭବିଷ୍ୟତ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ : ଓଡ଼ିଶାର ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଛାତ୍ର ସଂସଦ ନିର୍ବାଚନ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଯେତେବେଳେ ରାଜ୍ୟରେ କଲେଜ ନିର୍ବାଚନର ପାଣିପାଗ ସୃଷ୍ଟି ହୁଏ, ସେତେବେଳେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ବରଗଡ଼ ମଧ୍ୟ ଏଥିରୁ ବାଦ୍ ପଡ଼େ ନାହିଁ । ବରଗଡ଼ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ରାଜନୀତିର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି, ଯାହା କେବଳ କ୍ୟାମ୍ପସ ମଧ୍ୟରେ ସୀମିତ ନ ରହି ସମଗ୍ର…

Read More
ଦେଶର ବିକାଶ ଓ ଗଣତନ୍ତ୍ରକୁ ଅସ୍ଥିର କରିବା ପାଇଁ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଗୋଷ୍ଠୀ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ – ସମୀକ୍ଷା ଖବର

ଦେଶର ବିକାଶ ଓ ଗଣତନ୍ତ୍ରକୁ ଅସ୍ଥିର କରିବା ପାଇଁ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଗୋଷ୍ଠୀ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ୧୦ ଅକ୍ଟୋବର ୨୦୨୬ରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡ଼ିତ କିଛି ଗୋଷ୍ଠୀକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି। ବିରୋଧୀ ଦଳ ବିରୋଧରେ କ’ଣ କହିଲେ ନୀତିନ ନବୀନ? ନୀତିନ ନବୀନଙ୍କ ଅଭିଯୋଗ ଅନୁସାରେ, ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଦୁଇଟି ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ତାଙ୍କ ମତରେ,…

Read More
ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଉତ୍କଳ ସମ୍ମିଳନୀ, ପାରାଦୀପ ଶାଖା ତରଫରୁ ସଭାପତି ଧ୍ରୁବଚରଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାରାଦୀପର ୧୭ ନମ୍ବର ୱାର୍ଡରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରେମଲତା ବାରିକ ସଭା ପରିଚାଳନା କରିଥିଲେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନେ ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ ସଭାପତି ଧ୍ରୁବଚରଣ ମହାପାତ୍ର, ନଗେନ୍ଦ୍ରନାଥ ସ୍ୱାଇଁ, ସନ୍ତୋଷ କୁମାର ସାମଲ, ସମ୍ପାଦକ ଡ….

Read More