କଲ୍ୟାଣସିଂହପୁର: ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ
ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍: 09/10/2026ଜଣେ ମୃତ, ଅନ୍ୟ ଜଣେ ଗୁରୁତର; ଉତ୍ତେଜନା, ୪୫ ନମ୍ବର ରାସ୍ତା ଅବରୋଧକଲ୍ୟାଣସିଂହପୁର, ରୁ ( ଅଭିଳାଷ ମହାନନ୍ଦିଆ )୦୯/୧୦/୨୦୨୬ (ଆପ୍ର.): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇଠାରେ ଚାଲିଥିବା ପ୍ରସିଦ୍ଧ ଭୈରବ ବାଲିଯାତ୍ରାରେ ଘଟିଛି ଅଘଟଣ। ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ବୁଡ଼ାଗୁଡ଼ା ଗ୍ରାମର ମହେଶ କାଡ୍ରାକାଙ୍କ ମୃତ୍ୟୁ ହୋଇଥିବାବେଳେ ରହନ କାଡ୍ରାକା ଗୁରୁତର ଆହତ…