ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍ରେ ୨୩ଟି ପଦକ ବିଜୟୀ
ସନ୍ତୋଷ କୁମାର ପଟ୍ଟନାୟକ/ଟିଟିଲାଗଡ / ସମୀକ୍ଷା ନ୍ୟୁଜ୍ : ଚଳିତ ଅକ୍ଟୋବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭିଲାଇଠାରେ ଅନୁଷ୍ଠିତ ପ୍ରଥମ ‘ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଓପନ୍ କରାଟେ ଚାମ୍ପିଅନସିପ୍’ରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟଲାଗଡ଼ କରାଟେ ଆସୋସିଏସନ୍ର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅନନ୍ୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଟିଟଲାଗଡ଼ରୁ ୮ ଜଣ ଝିଅ ଏବଂ ୭ ଜଣ ପୁଅଙ୍କୁ ନେଇ ମୋଟ ୧୫ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ଦଳର ଚମତ୍କାର ପ୍ରଦର୍ଶନ ବଳରେ…