ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ – ସମୀକ୍ଷା ଖବର

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା ୭/୧୦ , ଗତ ୫ ଓ ୬ ତାରିଖ ଦୁଇଦିନ ଧରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭାରତ’ କାର୍ଯ୍ୟାଳୟ ଏରେଣ୍ଡେଇ ଠାରେ ସେହାଟ ପ୍ରକଳ୍ପ ର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ କେନ୍ଦୁଝର ର ୪ ଟି ବ୍ଲକ ର ଗୋଷ୍ଠୀ ସେବା ପ୍ରଦାନକାରୀ କର୍ମୀ ଓ ହାଟ ସେବା ପ୍ରଦାନକାରୀ କର୍ମୀ ଯୋଗ ଦେଇଥିଲେ। ପ୍ରଶିକ୍ଷକ ଭାବେ ଏକଜୁଟ୍ ସଂସ୍ଥା ର ରେବତୀ ସାହୁ,…

Read More
ପାଟଣାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ – ସମୀକ୍ଷା ଖବର

ପାଟଣାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୭/୧୦,କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି ପାଟଣା ବନାଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ତଥା ବିଭାଗୀୟ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କରିଛନ୍ତି।ଏହି ପରିଦର୍ଶନ ସମୟରେ ବନଖଣ୍ଡ ଅଧିକାରୀ କ୍ଷେତ୍ରସ୍ତରରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପ, ବନ ସଂରକ୍ଷଣ, କାଠ ଗଣ୍ଡି ସଂଗ୍ରହ ଓ ପରିଚାଳନା କାର୍ଯ୍ୟର ତଦାରଖ କରିଥିଲେ। ଏଥିସହ ସମସ୍ତ ବିଭାଗୀୟ କାର୍ଯ୍ୟକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସ୍ୱଚ୍ଛତା ଓ ନିଷ୍ଠାର ସହ…

Read More
ରାଷ୍ଟ୍ରପତିଙ୍କ ହିମାଚଳ ଗସ୍ତ: ଅଟଳ ଟନେଲ ପରିଦର୍ଶନ – ସମୀକ୍ଷା ଖବର

ରାଷ୍ଟ୍ରପତିଙ୍କ ହିମାଚଳ ଗସ୍ତ: ଅଟଳ ଟନେଲ ପରିଦର୍ଶନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିମାଚଳ ପ୍ରଦେଶର ରୋହତଙ୍ଗ୍ ସ୍ଥିତ ଅଟଳ ଟନେଲ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ରେ ଏହାକୁ ଉଦଘାଟନ କରିଥିଲେ। ରାଷ୍ଟ୍ରପତି ଅଟଳ ଟନେଲକୁ ଭାରତର ଏକ ଇଞ୍ଜନିୟରିଂ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିମାଚଳ ପ୍ରଦେଶ ଗସ୍ତ ସମୟରେ ରୋହତଙ୍ଗ୍‌ସ୍ଥିତ ଅଟଳ ଟନେଲ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ୬ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ତାଙ୍କ ହିମାଚଳ…

Read More
ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର – ସମୀକ୍ଷା ଖବର

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭାରତର ଟି-୨୦ ଅଧିନାୟକ Shreyas Iyer ପ୍ରଥମ T20I ଶତକ ହାସଲ କରିବା ପରେ ନିଜ ମନର କଥା ଖୋଲି କହିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଲକ୍ଷ୍ନୌର ପ୍ରଥମ T20Iରେ ଆୟରଙ୍କ ଧମାକାଦାର ଇନିଂସ୍ ଭାରତକୁ ୮ ୱିକେଟ୍‌ରେ ବିଜୟ ଦେଇଛି। ମାତ୍ର ୪୩ ବଲ୍‌ରେ ୧୦୨ ରନ୍, ୱେଷ୍ଟଇଣ୍ଡିଜ ୧୭୧ ରନ୍ କରିଥିବା ବେଳେ ଭାରତର ଆରମ୍ଭ ଭଲ ହୋଇନଥିଲା। ମାତ୍ର ୩୫ ରନ୍‌ରେ ଦୁଇଟି ୱିକେଟ୍ ପଡ଼ିବା ପରେ…

Read More
ବଡ଼ସାହି: ହଷ୍ଟେଲ ରାତ୍ରି ଖାଦ୍ଯ ଖାଇ ୪୬ ଛାତ୍ରୀ ଅସୁସ୍ଥ – ସମୀକ୍ଷା ଖବର

ବଡ଼ସାହି: ହଷ୍ଟେଲ ରାତ୍ରି ଖାଦ୍ଯ ଖାଇ ୪୬ ଛାତ୍ରୀ ଅସୁସ୍ଥ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୦୭/୧୦/୨୦୨୬ – ବଡ଼ସାହି ବ୍ଲକ୍ ଅଧିନସ୍ଥ ମାଣତ୍ରୀ ଏସ ଏସ ଡି ବାଳିକା ହାଇସ୍କୁଲ ହଷ୍ଟେଲର ୪୬ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି । ମାଣତ୍ରୀସ୍ଥ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ରାତି ଖାଦ୍ୟ ଖାଇ ବୁଧବାର ସକାଳୁ ୪୬ ଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମାଣତ୍ରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୮…

Read More
ଝାରସୁଗୁଡ଼ାରେ ‘ସେବା ଜ୍ୟୋତି’ ପଦଯାତ୍ରା: ମୋଦିଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ, ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ – ସମୀକ୍ଷା ଖବର

ଝାରସୁଗୁଡ଼ାରେ ‘ସେବା ଜ୍ୟୋତି’ ପଦଯାତ୍ରା: ମୋଦିଙ୍କ ୨୫ ବର୍ଷର ଜନସେବାକୁ ସ୍ମରଣ, ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା,୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଅବିରତ ଜନସେବା ଓ ରାଷ୍ଟ୍ରସେବାର ଯାତ୍ରାକୁ ସ୍ମରଣ ଓ ସମ୍ମାନ ଜଣାଇ ଭାରତୀୟ ଜନତା ପାର୍ଟି, ଝାରସୁଗୁଡ଼ା ପକ୍ଷରୁ ବୁଧବାର ‘ସେବା ଜ୍ୟୋତି’ ପଦଯାତ୍ରା ଅନୁଷ୍ଠିତ ହୋଇଛି l ସକାଳେ ସ୍ଥାନୀୟ ରେଳୱେ ଷ୍ଟେସନ ଦୁର୍ଗା ମନ୍ଦିର ନିକଟରେ ବାହାରିଥିବା ଏହି ପଦଯାତ୍ରା ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚିଥିଲା l ପଦଯାତ୍ରାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

Read More
ମାଛର କାତି (fish scales) ରୁ ଔଷଧ ଓ ଚିକିତ୍ସାରେ ବ୍ୟବହାରଯୋଗ୍ୟ ଜୈବ ଉପାଦାନ ପ୍ରସ୍ତୁତି – ସମୀକ୍ଷା ଖବର

ମାଛର କାତି (fish scales) ରୁ ଔଷଧ ଓ ଚିକିତ୍ସାରେ ବ୍ୟବହାରଯୋଗ୍ୟ ଜୈବ ଉପାଦାନ ପ୍ରସ୍ତୁତି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ସାମୁଦ୍ରିକ ମାଛ ମାନଙ୍କର କାଟି ଏବଂ ହାଡ଼ ବା କଣ୍ଟାରୁ ବୈଜ୍ଞାନିକ ପଦ୍ଧତିରେ ବ୍ୟବହାର କରାଯାଇ ସେଥିରୁ ଔଷଧ ପ୍ରସ୍ତୁତ କରାଯାଉଛି। ମାଛର କାତି (fish scales) ରୁ ଔଷଧ ଓ ଚିକିତ୍ସାରେ ବ୍ୟବହାରଯୋଗ୍ୟ ଜୈବ-ଉପାଦାନ ତିଆରି କରିବା ଉପରେ ବୈଜ୍ଞାନିକ ଗବେଷଣା ଚାଲିଛି। କିନ୍ତୁ ଏହାକୁ ସିଧାସଳଖ “ମାଛ କାତିରୁ ଔଷଧ” ବୋଲି କହିବା ଠିକ୍ ନୁହେଁ। ମାଛ କାତିରେ କ’ଣ ଥାଏ?ମାଛ…

Read More
ବି ଟାଉନ୍‌ରେ ଖୁସିର ଲହରୀ: ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ କିଆରା ଓ ସିଦ୍ଧାର୍ଥ – ସମୀକ୍ଷା ଖବର

ବି ଟାଉନ୍‌ରେ ଖୁସିର ଲହରୀ: ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ କିଆରା ଓ ସିଦ୍ଧାର୍ଥ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ସିଦ୍ଧାର୍ଥ-କିଆରାଙ୍କ ଘରେ ପୁଣି କୁନି ପାଦର ଶବ୍ଦ, ସୋସିଆଲ ମିଡିଆରେ ଦେଲେ ଖୁସି ଖବର ।ବଲିଉଡ୍‌ର ଲୋକପ୍ରିୟ ଜୋଡ଼ି Sidharth Malhotra ଓ Kiara Advaniଙ୍କ ଘରକୁ ପୁଣି ଆସିବାକୁ ଯାଉଛି ନୂଆ ଖୁସି। ଅକ୍ଟୋବର ୭, ୨୦୨୬ରେ ଦୁହେଁ ସୋସିଆଲ ମିଡିଆରେ ଦ୍ୱିତୀୟ ସନ୍ତାନ ଆସିବାର ଖୁସି ଖବର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଦେଲେ ଗୁଡ୍‌ନ୍ୟୁଜ୍ ସିଦ୍ଧାର୍ଥ ଓ କିଆରା ଏକ ଯୁଗ୍ମ ପୋଷ୍ଟ ମାଧ୍ୟମରେ ଏହି…

Read More
ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ହେନରି କଗାନ ଓ କେନସୋ ସୋଆଇଙ୍କୁ ନୋବେଲ – ସମୀକ୍ଷା ଖବର

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ହେନରି କଗାନ ଓ କେନସୋ ସୋଆଇଙ୍କୁ ନୋବେଲ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ୨୦୨୬ ମସିହାର ରସାୟନ ବିଜ୍ଞାନର ନୋବେଲ ପୁରସ୍କାର ଫ୍ରାନ୍ସର ରସାୟନବିଦ୍ ହେନ୍ରି ବି. କଗାନ (Henri B. Kagan) ଏବଂ ଜାପାନର ବୈଜ୍ଞାନିକ କେନସୋ ସୋଆଇ (Kenso Soai)ଙ୍କୁ ମିଳିଛି। ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଅକ୍ଟୋବର ୭, ୨୦୨୬ରେ ଏହି ଘୋଷଣା କରିଛି। କାହିଁକି ନୋବେଲ ପୁରସ୍କାର?କଗାନ ଓ ସୋଆଇଙ୍କୁ “asymmetric organic synthesis ରେ non-linear effects ଏବଂ autocatalysis ର ଆବିଷ୍କାର” ପାଇଁ ସମ୍ମାନିତ…

Read More
ବିକଶିତ ଭାରତ ୨୦୪୭ ସାମୂହିକ ସଂକଳ୍ପ ଓ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ – ସମୀକ୍ଷା ଖବର

ବିକଶିତ ଭାରତ ୨୦୪୭ ସାମୂହିକ ସଂକଳ୍ପ ଓ ସେବା ଜ୍ୟୋତି ପଦଯାତ୍ରା ଅନୁଷ୍ଠିତ

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା. ୦୭.୧୦.୨୦୨୬- ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନୟାଗଡ଼ ଷ୍ଟାଡିୟମଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନ୍ତର୍ଗତ ଏକ ସେବା ଜ୍ୟୋତି ପଦଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ କନ୍ଧମାଳ…

Read More