ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ଦଳିତ ସାହିତ୍ୟ ସମାଜ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ: ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ ସମ୍ବଲପୁର, ୦୭/୧୦/୨୦୨୬: ସମ୍ବଲପୁରସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ଓଡ଼ିଶା ଶାଖା ପକ୍ଷରୁ ଗତ ୦୬/୧୦/୨୦୨୬ ତାରିଖରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ତଥା ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏକାଡେମୀର ଜାତୀୟ ସଭାପତି ପ୍ରଫେସର ଡ. ଏସ୍. ପି. ସୁମନକ୍ଷରଙ୍କ ୮୭ତମ ଜନ୍ମଦିନ ମଧ୍ୟ ଉତ୍ସାହର ସହ ପାଳନ କରାଯାଇଥିଲା। ରାଜ୍ୟ ସଭାପତି ପ୍ରେମରାଜ ନିଆଲ (ନିହାଲ…

Read More
ଆଡ଼ଭାନୀଙ୍କୁ ଭେଟିଲେ ମୋଦୀ – ସମୀକ୍ଷା ଖବର

ଆଡ଼ଭାନୀଙ୍କୁ ଭେଟିଲେ ମୋଦୀ

ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ Lal Krishna Advaniଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ମୋଦୀଙ୍କ ସରକାରୀ ନେତୃତ୍ୱରେ ୨୫ ବର୍ଷ ପୂରଣ ହେବାର ଦିନରେ ହୋଇଥିବାରୁ ଏହାର ବିଶେଷ ଗୁରୁତ୍ୱ ରହିଛି। ଆଡ଼ଭାନୀଙ୍କୁ ଭେଟିଲେ ମୋଦୀରିପୋର୍ଟ ଅନୁସାରେ, ମୋଦୀ ଆଡ଼ଭାନୀଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଏବଂ ତାଙ୍କର ଖବର ନେଇଥିଲେ। ଦୁଇ ନେତାଙ୍କ ଏହି ସାକ୍ଷାତ ଭାଜପାର ପୁରୁଣା…

Read More
ବରଗଡ଼ ଧନୁଯାତ୍ରାରେ କଂସ ପରିବର୍ତନ ତାତି ଜୋର ଧରିଲା – ସମୀକ୍ଷା ଖବର

ବରଗଡ଼ ଧନୁଯାତ୍ରାରେ କଂସ ପରିବର୍ତନ ତାତି ଜୋର ଧରିଲା

ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା : ଧନୁଯାତ୍ରା ରେ କଂସ କୁ ନେଇ ଲୋକ ମାନଙ୍କ ତୀବ୍ର ଆସନ୍ତୋଷ ଦେଖା ଦେଇଛି। ବରଗଡ ଜିଲ୍ଲା ରେ ଗୌରଭ ପତି ଆଚାର୍ଯ୍ୟ ଓ ତାଙ୍କ ଟିମ ଏ ନେଇ ଜିଲ୍ଲାପାଳ ଆଗରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଲୋକ ମାନଙ୍କ କହିବା ଅନୁସାରେ ବର୍ତମାନ ପରିଚାଳିତ କଂସ ସୁଶୀଳ କୁମାର ମେହେରଙ୍କ ଅଭିନୟ ଭଲ ହଉନି। ତାଙ୍କ ଅଭିନୟ ବିଶ୍ୱ ପ୍ରସିଧ ଧନୁଯାତ୍ରା ପାଇଁ ଉପଯୁକ୍ତ ନୁହଁ। ସେ…

Read More
ବିଜୟଚନ୍ଦ୍ରପୁର ତାରିଣୀଗଡ଼ାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ; ଚେତନତା – ସମୀକ୍ଷା ଖବର

ବିଜୟଚନ୍ଦ୍ରପୁର ତାରିଣୀଗଡ଼ାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ; ଚେତନତା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦ୍ୱୀପ: ପାରାଦ୍ୱୀପ ପୌରପାଳିକା ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅବସରରେ ୫ ନମ୍ବର ୱାର୍ଡ ଅନ୍ତର୍ଗତ ବିଜୟଚନ୍ଦ୍ରପୁର ତାରିଣୀଗଡ଼ାଠାରେ ଏକ ସ୍ୱଚ୍ଛତା ସଚେତନତା ଓ ଜନସମସ୍ୟା ଆଲୋଚନା କାର୍ଯ୍ୟକ୍ରମ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହାର ବିଷୟବସ୍ତୁ ରହିଛି—‘ପ୍ରଭାବଶାଳୀ ପରିବର୍ତ୍ତନ ପାଇଁ ସମ୍ମିଳିତ ପ୍ରୟାସ’।…

Read More
ଶିଆଳିଲଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ – ସମୀକ୍ଷା ଖବର

ଶିଆଳିଲଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ

ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ: ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିଆଳିଲଟି ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଚୂଡ଼ଙ୍ଗପୁର କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ମଣ୍ଡଳଙ୍କ ସଭାପତିତ୍ୱରେ ସହକର୍ମୀ ଶିକ୍ଷକ ନରେନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ୭ ଗୋଟି ବିଦ୍ୟାଳୟ ର ଶିକ୍ଷକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁପରିଚାଳନା କରାଯଇଥିଲା I କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ…

Read More
ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା – ସମୀକ୍ଷା ଖବର

ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 07/10/2026(ନି. ପ୍ର ):ଜଗତସିଂହପୁର ଜିଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ପଡିଆରେ ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ଏକ ବିକଶିତ ଭାରତ ସଂକଳ୍ପ ସଭା ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳଙ୍କ ସମୁଖ ମଣ୍ଡପ ରେ ପ୍ରଥମେ ସଂଗୀତ ପରିବେଷଣ କରାଯାଇଥିଲା |ଏହା ସକାଳ 10ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ 1ଘଟିକାରେ ଶେଷ ହୋଇଥିଲା |ପଡ଼ିଆଟି ବହୁ ଜନ…

Read More
ବେରୁଆବାରୀରେ ସ୍ୱଚ୍ଛ ଭାରତ ଅଭିଯାନର ବିକଳ ଚିତ୍ର: କେଉଁଠି ଟାଙ୍କି ନାହିଁ, କେଉଁଠି ବାଉଁଶ ଖୁଣ୍ଟରେ ଟିଣ ଛପର – ସମୀକ୍ଷା ଖବର

ବେରୁଆବାରୀରେ ସ୍ୱଚ୍ଛ ଭାରତ ଅଭିଯାନର ବିକଳ ଚିତ୍ର: କେଉଁଠି ଟାଙ୍କି ନାହିଁ, କେଉଁଠି ବାଉଁଶ ଖୁଣ୍ଟରେ ଟିଣ ଛପର

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:ନୂଆଗାଁ, ୦୭/୧୦: କେଉଁଠି ପାଇଖାନାର ଟିଣ ଛପର ଉଡ଼ିଗଲାଣି, କେଉଁଠି ଶୌଚାଳୟ ଅଛି କିନ୍ତୁ ଟାଙ୍କି ନାହିଁ, ଆଉ କେଉଁଠି ବାଉଁଶ ଖୁଣ୍ଟରେ ଭରା ଦେଇ ରହିଛି ନିର୍ମାଣ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମିତ କେତେକ ପାଇଖାନାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି। କେତେକ ପାଇଖାନା ନିର୍ମାଣ ପରଠାରୁ…

Read More
ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ପାଇକମାଲ ବ୍ଲକ କମିଟୀ ଗଠନ :(ଆଦାନିର ଲୋଲୁପ ଦୃଷ୍ଟିରେ ଗନ୍ଧମାର୍ଦ୍ଧନ ପର୍ବତ – ସମୀକ୍ଷା ଖବର

ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ପାଇକମାଲ ବ୍ଲକ କମିଟୀ ଗଠନ :(ଆଦାନିର ଲୋଲୁପ ଦୃଷ୍ଟିରେ ଗନ୍ଧମାର୍ଦ୍ଧନ ପର୍ବତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପାଇକମାଲ ତା ୭.୧୦.୨୦୨୬: ପବିତ୍ର ତୀର୍ଥ କ୍ଷେତ୍ର ନୃସିଂହନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଆବାହକ ଶ୍ରୀମାନ ରାଜୁ ଘିବେଲାଙ୍କ ନେତୃତ୍ୱ ରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପାଇକମାଲ ,ପଦ୍ମପୁର, ଗାଇସିଲଟ,ସୋହେଲା ,ଭେଡେନ , ବିଜେପୁର ,ବରପାଲି ତଥା ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ,ପାଟଣାଗଡ଼ ବ୍ଲକ ଅଞ୍ଚଳର ଶତାଧିକ…

Read More
ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ – ସମୀକ୍ଷା ଖବର

ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ନୂଆ ନିଯୁକ୍ତି ଓ ଦାୟିତ୍ୱ: ୧. ମହେଶ୍ୱର ସ୍ୱାଇଁ — ନବରଙ୍ଗପୁର…

Read More
କେନ୍ଦୁଝର ବିଜେପି ର ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝର ବିଜେପି ର ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ

କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୭.୧୦ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ବିକଶିତ ‘ସେବା ଜ୍ୟୋତି ଯାତ୍ରା’ ସହିତ ‘‘ବିକଶିତ ଭାରତ ସଂକଳ୍ପ ସଭା’’ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ସେବା ଜ୍ୟୋତି ଯାତ୍ରା “ସେବା ଜ୍ୟୋତି ଛକ’ (ଚର୍ଚ୍ଚ ଛକ)…

Read More