ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ହିଣ୍ଡନରେ ୯୪ତମ ଭାରତୀୟ ବାୟୁସେନା ଦିବସ ପାଳିତ – ସମୀକ୍ଷା ଖବର

ହିଣ୍ଡନରେ ୯୪ତମ ଭାରତୀୟ ବାୟୁସେନା ଦିବସ ପାଳିତ

ସମୀକ୍ଷା ନ୍ୟୁଜ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ତାହାର ୯୪ତମ ସ୍ଥାପନା ଦିବସ ପାଳନ କରୁଛି। ଏହାର ମୁଖ୍ୟ ସମାରୋହ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ ଏୟାର ଫୋର୍ସ ଷ୍ଟେସନରେ ଆୟୋଜିତ ହୋଇଛି। ୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ଗଠିତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ବାୟୁସେନା ଦିବସ ଭାବେ ପାଳନ କରାଯାଏ।ଚଳିତ ବର୍ଷର ବିଷୟବସ୍ତୁ ହେଉଛି “Indian Air Force – Infallible, Impervious and Precise”, ଅର୍ଥାତ୍ ଅଚୂକ, ଅଭେଦ୍ୟ ଓ ସଠିକ୍।…

Read More
ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ – ସମୀକ୍ଷା ଖବର

ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ସମୀକ୍ଷା ନ୍ୟୁଜ : ଚିକିଟି ଏହି ବ୍ଲକ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ନିୟୋଜିତ ଏକ ଗାଡ଼ିର ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ନେଇ ଅଭିଯୋଗ ଉଠିଛି। ‘ବିକଶିତ ଭାରତ ସଂକଳ୍ପ ସଭା’ର ପ୍ରଚାର କାର୍ଯ୍ୟରେ ବ୍ୟବହୃତ OD02DG4987 ନମ୍ବର ବିଶିଷ୍ଟ ଗାଡ଼ିକୁ ନେଇ ଏହି ଅଭିଯୋଗ ସାମ୍ନାକୁ ଆସିଛି। ଭାହନ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗାଡ଼ିଟିର ଇନ୍‌ସୁରାନ୍ସ ଓ ପ୍ରଦୂଷଣ…

Read More
ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା – ସମୀକ୍ଷା ଖବର

ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୮/୧୦/୨୬ ପୁରୀ ଶ୍ରୀକ୍ଷେତ୍ରରୁ “ଯୁଦ୍ଧ ଵିରତି ଓ ବିଶ୍ଵଶାନ୍ତି” ର ବାର୍ତ୍ତା ନେଇ ମହାମହିମ ରାଷ୍ଟ୍ରପତି ଏଵଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଭେଟକରି ଉକ୍ତ ସନ୍ଦେଶ ପହଞ୍ଚାଇବାକୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରି ଏକାକୀ ପାଣିକୋଇଲି, ଯାଜପୁର ଶ୍ରୀପୀଠର ସାଧୁ ଶ୍ରୀ ଦେବଦତ୍ତ ରାୟ ୧୭ ଦିନ ଯାତ୍ରାରେ ଠାକୁରମୁଣ୍ଡାରେ (ମଙ୍ଗଳବାର) ସନ୍ଧ୍ୟାରେ ପହଞ୍ଚିବା ପରେ ପଦ୍ମଲୋଚନ ନନ୍ଦଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି…

Read More
ନୂଆପଡ଼ାରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ନୂଆପଡ଼ାରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବୈଠକ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ୦୭/୧୦ ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ଉପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଗୁରୁତ୍ୱ ଆସନ୍ତା ୧୫ ଅକ୍ଟୋବର ୨୦୨୬ରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ଉକ୍ତ…

Read More
ନୂଆପଡ଼ା ଜିଲ୍ଲା ପୋଲିସ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଜ୍ୟୋତି ଯାତ୍ରା ଅନୁଷ୍ଠିତ – ସମୀକ୍ଷା ଖବର

ନୂଆପଡ଼ା ଜିଲ୍ଲା ପୋଲିସ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଜ୍ୟୋତି ଯାତ୍ରା ଅନୁଷ୍ଠିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ୦୭/୧୦ କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟି ସରକାର ର ୨୫ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦିଙ୍କ ଜନ ସେବାର ପ୍ରେରଣା ଦାୟକ ଯାତ୍ରା ର ସ୍ମୃତି ଚାରଣ କରିବା ପାଇଁ ସେବା ସଂକଳ୍ପ ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ଯାତ୍ରା ରେ ନଙ୍ଗଲବୋଡ଼ ରୁ ନୂଆପଡ଼ା ପର୍ଯ୍ୟନ୍ତ ମୋଟର ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ…

Read More
ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଅଜଣା ରୋଗପୋକର କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ – ସମୀକ୍ଷା ଖବର

ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ଅଜଣା ରୋଗପୋକର କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ୮। ୧୦ ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ। ରାଜ୍ୟର ମୋଟ ଧାନ ସଂଗ୍ରହର ୨୦%ଧାନ କେବଳ ବରଗଡ଼ ଜିଲ୍ଲାରୁ ସଂଗ୍ରହ ହୋଇଥାଏ। ହେଲେ ଜିଲ୍ଲାର ଚାଷ ଓ ଚାଷୀମାନଙ୍କ ସମସ୍ୟା ବୁଝିବା ପାଇଁ କେବଳ ଆଶ୍ୱାସନା ଛଡା କାହାରି ଦରଦ ନାହିଁ। ଚଳିତ ବର୍ଷ ବିଶ୍ୱ ପାଣିପାଗ ବିଭାଗ ତରଫରୁ ବ୍ୟସ୍ୱିକ ବିପର୍ଯୟ ଆସିବାର ସତର୍କ କରିଥିଲେ ମଧ୍ୟ…

Read More
ସୋହେଲାରେ ଜିଲ୍ଲା ସାମ୍ବାଦିକ ୟୁନିଅନ ଜାବ ବରଗଡ ର କାର୍ଯ୍ୟକାରିଣୀ ବୈଠକ – ସମୀକ୍ଷା ଖବର

ସୋହେଲାରେ ଜିଲ୍ଲା ସାମ୍ବାଦିକ ୟୁନିଅନ ଜାବ ବରଗଡ ର କାର୍ଯ୍ୟକାରିଣୀ ବୈଠକ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ୮। ୧୦ ଆଜି ସୋହେଲା ଭବନ, ସୋହେଲା ଠାରେ ଜିଲ୍ଲା ସାମ୍ବାଦିକ ୟୁନିଅନ (ଜାବ୍)ବରଗଡର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରବି ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ବୈଠକକୁ ପରିଚାଳନା କରିଥିଲେ। ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ସଦସ୍ୟତା ଅଭିଯାନ ବନ୍ଦ କରିବା, ନଭେମ୍ବର…

Read More
ବରଗଡ଼ରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା – ସମୀକ୍ଷା ଖବର

ବରଗଡ଼ରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରା

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ୮। ୧୦ “ବିକଶିତ ଭାରତ @୨୦୪୭: ସଂକଳ୍ପରୁ ସିଦ୍ଧି” ଆଭିମୁଖ୍ୟକୁ ନେଇ ବରଗଡ଼ଠାରେ ବିକଶିତ ଭାରତ ସଂକଳ୍ପ ସଭା ଏବଂ ସେବା ଜ୍ୟୋତି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଅଧିକ ଜନସାଧାରଣ ଯୋଗଦେଇ ନିଜର ସଂକଳ୍ପ ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ। ଏହାସହିତ ଆୟୋଜିତ ଜନଜାଗରଣ ଶୋଭାଯାତ୍ରାରେ ୨୦୦୦ରୁ ଅଧିକ ଲୋକ ସକ୍ରିୟ…

Read More
ଖଡ଼ିଆଳ କଂଗ୍ରେସ ତରଫରୁ ଓଡିଶା ବନ୍ଦ ପାଳନ – ସମୀକ୍ଷା ଖବର

ଖଡ଼ିଆଳ କଂଗ୍ରେସ ତରଫରୁ ଓଡିଶା ବନ୍ଦ ପାଳନ

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ : ନୂଆପଡା ଜ଼ିଲ୍ଲା: ୦୮-୧୦-୨୬ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଜି ଓଡିଶା ବନ୍ଦ ପାଳନ କରାଯାଉଥିବା ବେଳେ, ଏହାର ପ୍ରଭାବ ନୂଆପଡା ଜ଼ିଲ୍ଲା ରେ ମଧ୍ୟ ଦେଖାଦେଇଛି। ନୂଆପଡା ଜ଼ିଲ୍ଲା ସଦର ମହୁକମା ସ୍ଥିତ ଏକତା ଛକ,ଖଡ଼ିଆଳ ଆମ୍ବେଦକର ଛକ ବୋଡେ଼ନ ବସ ଷ୍ଟାଣ୍ଡ,ସିନାପାଲି ବସ ଷ୍ଟାଣ୍ଡ କୋମନା ବସ ଷ୍ଟାଣ୍ଡ ପାଖରେ କଂଗ୍ରେସ ନେତା କର୍ମି ମାନେ ଏକତ୍ରିତ ହୋଇ ବିକ୍ଷୋଭ…

Read More
ଚାଷୀ ମାନଙ୍କ ଚିନ୍ତା ର କାରଣ ଚକଡା – ସମୀକ୍ଷା ଖବର

ଚାଷୀ ମାନଙ୍କ ଚିନ୍ତା ର କାରଣ ଚକଡା

ଅବିନାଶ ଗଡତିଆ/ବରଗଡ଼/ସମୀକ୍ଷା ନ୍ୟୁଜ : ବରଗଡ଼ ଜିଲ୍ଲା ରେ ଚକଡା ପୋକ ଲାଗିବା ଯୋଗୁଁ ବହୁ ଚାଷୀ ମାନଙ୍କ ଚିନ୍ତା ବଢିବା ସହ ଫସଲ ନଷ୍ଟ ହେଉଛି। ଅଦିନିଆ ବର୍ଷା ହେଲେ ଚାଷୀ ମାନଙ୍କ ଫସଲ ନଷ୍ଟ ହେଲେ ସରକାର ତରଫରୁ ସହାୟତା ପ୍ରଦାନ କରାଯାଇ ଥାଏ କିନ୍ତୁ ଚକଡା ପୋକ ମଧ୍ୟ ଚାଷୀ ମାନଙ୍କ ପାଇଁ ବଡ ସମସ୍ୟା ରୂପେ ଦେଖା ଦେଲନି ଏଥିରେ କ୍ଷୟ କ୍ଷତି ହେଲେ ସରକାର ପକ୍ଷରୁ ଉଚିତ ମୂଲରେ ସହାୟତ ପ୍ରଦାନ…

Read More