ଓସ୍କାର ବିଜେତା ଇଭା ମାରି ସେଣ୍ଟ ୧୦୨ ବର୍ଷ ବୟସରେ ପରଲୋକ
ସମୀକ୍ଷା ବ୍ୟୁରୋ ନ୍ୟୁଜ : ହଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଓସ୍କାର ବିଜେତା ଇଭା ମାରି ସେଣ୍ଟ ୧୦୨ ବର୍ଷ ବୟସରେ ପରଲୋକଗମନ କରିଛନ୍ତି। ୨୦୨୬ ଅକ୍ଟୋବର ୬ରେ ଲସ୍ ଆଞ୍ଜେଲସ୍ସ୍ଥିତ ନିଜ ଘରେ ସ୍ୱାଭାବିକ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପ୍ରତିନିଧି ନିଶ୍ଚିତ କରିଛନ୍ତି। ଓସ୍କାରରୁ ଆରମ୍ଭ ହୋଇଥିଲା ଚମତ୍କାର ଯାତ୍ରା୧୯୨୪ ଜୁଲାଇ ୪ରେ ନ୍ୟୁଜର୍ସିର ନ୍ୟୁଆର୍କରେ ଜନ୍ମ ନେଇଥିବା ଇଭା ମାରି ସେଣ୍ଟ ଅଭିନୟ ଜଗତରେ ରେଡିଓ ଓ ଟେଲିଭିଜନ ମାଧ୍ୟମରେ ପ୍ରବେଶ…