INDIA ବ୍ଲକ୍ର ବିରୋଧ ପ୍ରଦର୍ଶନକୁ ନେଇ କଙ୍ଗନା ରାନାୱତଙ୍କ କଟାକ୍ଷ
ସମୀକ୍ଷା ନ୍ୟୁଜ ବ୍ୟୁରୋ /ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକାର Special Intensive Revision (SIR)କୁ ନେଇ INDIA ବ୍ଲକ୍ର ବିରୋଧ ପ୍ରଦର୍ଶନ ଚାଲିଛି। ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପି ସାଂସଦ କଙ୍ଗନା ରାନାୱତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ବିରୋଧ ସମୟରେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କ ଏକ ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ…