ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍ ମେସିନ୍ ଜବତ
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ ଅକ୍ଟୋବର: ଖୋରଧା ସଦର ଥାନା ପୁଲିସ ଚଢ଼ଉ କରି ବେଆଇନ ଭାବେ କଳା ମୁଗୁନି ପଥର ଖନନ ଓ ପରିବହନ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୩ଟି ହାଇୱା ଏବଂ ଗୋଟିଏ ପ୍ରୋକଲିନ୍ ମେସିନ୍ ଜବତ କରାଯାଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅଧୀନ ଅଣ୍ଡାଳସିଂହ ଗ୍ରାମର ବିଜୟ…