ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସାଲେପୁରରେ ବନ୍ଦ୍ର ପ୍ରଭାବ

ସାଲେପୁରରେ ବନ୍ଦ୍ର ପ୍ରଭାବ – ସମୀକ୍ଷା ଖବର

ହେମନ୍ତ କୁମାର ନନ୍ଦ/ସମୀକ୍ଷା/ସାଲେପୁର:


ଆଜି 8/10/2026: ସାଲେପୁର ମାଟିରେ ଆମ ଅଧିକାର ପାଇଁ ଓଡ଼ିଶା ବନ୍ଦ ସଫଳ ହୋଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ MMDR Act ବିରୋଧରେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକ ସମ୍ପର୍କିତ ପ୍ରସଙ୍ଗରେ, ଏବଂ SIR ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଆଜିର ଏହି ବନ୍ଦ ଅନୁଷ୍ଠିତ ହୋଇଛି।ଏହି ଆନ୍ଦୋଳନରେ ହରିବନ୍ଧୁ ଶତପଥୀ ଙ୍କ ନେତୃତ୍ୱରେ ସାଲେପୁରରେ ଇଣ୍ଡିଆ ମେଣ୍ଟ କର୍ମୀ ଭାଇଭଉଣୀମାନେ ଏକାଠି ହୋଇ ସହଯୋଗ କରିଥିଲେ। ଆଜିର ଓଡ଼ିଶା ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ କଂଗ୍ରେସ କର୍ମୀ ଓ ସାଲେପୁରବାସୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରିଛନ୍ତି

ସାଲେପୁରରେ ବନ୍ଦ୍ର ପ୍ରଭାବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆଗାଁ ବ୍ଲକ: ବିଦ୍ୟୁତ୍ କାଟକୁ ନେଇ ୫ ଗ୍ରାମରେ ତୀବ୍ର ଅସନ୍ତୋଷ