ଆସ ବୁଲିଯିବା କେନ୍ଦୁଝର ଜିଲ୍ଲା
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ: ଶୀତଋତୁ ଆଗମନ ସହିତ ଓଡ଼ିଶାରେ ପର୍ଯ୍ୟଟନ ଋତୁ (Tourism Season) ଆରମ୍ଭ ହେବାକୁ ଯାଉଛି। ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟକୁ ଓଡ଼ିଶା ବୁଲିବା ପାଇଁ ସବୁଠାରୁ ଉତ୍ତମ ସମୟ ବୋଲି ଧରାଯାଏ। ଏହି ସମୟରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୁଦ୍ରକୂଳ, ଜଳପ୍ରପାତ ଏବଂ ଐତିହାସିକ ସ୍ଥାନଗୁଡ଼ିକ ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। 🟦ଆଜି ଆସନ୍ତୁ ଜାଣିବା କେନ୍ଦୁଝର ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ…