ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ଖୋରଧା: ୩୦ ବର୍ଷର ବସତି, ଏବେ ବି ଅଧିକାର ଅପେକ୍ଷାରେ ଭୂମିହୀନ ପରିବାର – ସମୀକ୍ଷା ଖବର

ଖୋରଧା: ୩୦ ବର୍ଷର ବସତି, ଏବେ ବି ଅଧିକାର ଅପେକ୍ଷାରେ ଭୂମିହୀନ ପରିବାର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୫/୧୦: ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୋଟିଏ ସ୍ଥାନରେ ଘର କରି ପରିବାର ସହ ରହି ଆସୁଛନ୍ତି। ପିଢ଼ି ପରେ ପିଢ଼ି ଏଠାରେ ଜୀବନ କାଟୁଛନ୍ତି। ହେଲେ ଏତେ ବର୍ଷ ପରେ ବି ନିଜ ବାସସ୍ଥାନର ଆଇନଗତ ଅଧିକାର ମିଳିନାହିଁ। ଏବେ ଉଚ୍ଛେଦ ଆଶଙ୍କା ସହ ଧମକଚମକର ଅଭିଯୋଗ ମଧ୍ୟ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ନିଜ ବାସସ୍ଥାନକୁ ସୁରକ୍ଷିତ…

Read More
କଣ୍ଟାବାଞ୍ଜିରେ କବାଡ଼ିର ମହାମୁକାବିଲା, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୫୬୦ ଖେଳାଳି – ସମୀକ୍ଷା ଖବର

କଣ୍ଟାବାଞ୍ଜିରେ କବାଡ଼ିର ମହାମୁକାବିଲା, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୫୬୦ ଖେଳାଳି

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:କଣ୍ଟାବାଞ୍ଜି, ତା ୫/୧୦/୨୬: କଣ୍ଟାବାଞ୍ଜିରେ ଜମିଲା କବାଡ଼ିର ମହାମୁକାବିଲା। ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୧୪ ଓ ୧୭ ବର୍ଷରୁ କମ୍ ବର୍ଗର ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା।ଚଳିତ ମା ସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବରେ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରୁ କୋଚ୍, ମ୍ୟାନେଜର ଓ ଖେଳାଳିଙ୍କୁ ମିଶାଇ ପ୍ରାୟ ୫୬୦ ଜଣ ଅଂଶଗ୍ରହଣ କରିଛନ୍ତି। ବଲାଙ୍ଗୀର…

Read More
୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା: – ସମୀକ୍ଷା ଖବର

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା:

ଜ୍ଞାନ ଚାନ୍ଦ ମଲ୍ଲିକ / ବରିଷ୍ଠ ସାମ୍ବାଦିକ/ ଭୁବନେଶ୍ୱର / ସମୀକ୍ଷା ନ୍ୟୁଜ : ଓଡ଼ିଶାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ/ଛାତ୍ର ସଂଘ ନିର୍ବାଚନ ହେବାକୁ ଘୋଷଣା ହୋଇଛି। ଏହା ପ୍ରାୟ ୮ ବର୍ଷର ବିରତି ପରେ ହେଉଛି। ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦଶହରା ଛୁଟି ପୂର୍ବରୁ ହେବ ଛାତ୍ର…

Read More
ନୂଆପଡା ଜ଼ିଲ୍ଲା: ମାନସିକ ବିକୃତ ମହିଳା ଓ ପୁରୁଷ ଙ୍କ ମୌଳିକ ଅଧିକାର ହନନ – ସମୀକ୍ଷା ଖବର

ନୂଆପଡା ଜ଼ିଲ୍ଲା: ମାନସିକ ବିକୃତ ମହିଳା ଓ ପୁରୁଷ ଙ୍କ ମୌଳିକ ଅଧିକାର ହନନ

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ନୂଆପଡା ଜ଼ିଲ୍ଲା, ତା. ୦୫-୧୦-୨୬: ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସହର ରେ ଦିନରାତି ମାନସିକ ବିକୃତ କିଛି ମହିଳା ଓ ପୁରୁଷ ଙ୍କୁ ରାଜ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି l ମୌଳିକ ଅଧିକାର ସମସ୍ତ ଙ୍କ ପାଇଁ ସମାନ lପ୍ରଶାସନିକ ଅଧିକାରୀ କହନ୍ତୁ ବା ଜନସାଧାରଣ ସମସ୍ତେ ଏମିତି ବ୍ୟକ୍ତି ଙ୍କୁ ଘୃଣା ମନୋଭାବ ପୋଷଣ କରୁଥିବା ଦେଖା ଯାଏ l ତା ସହିତ ଏମାନ ଙ୍କ ମଇଳା ଫଟା…

Read More
୭ ତାରିଖରେ ରାଜ୍ୟ ସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

୭ ତାରିଖରେ ରାଜ୍ୟ ସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା: ଖୋର୍ଦ୍ଧା ୫/୧୦/୨୬ , ବାଟ ମଙ୍ଗଳା ଛକ ସନ୍ନିକଟ ଗ୍ରାମ୍ୟ ଉନ୍ନୟନ ଡ଼ାକ ବଙ୍ଗଳାରେ ରାଜ୍ୟସ୍ତରୀୟ ସେବା ଜ୍ୟୋତି କାର୍ଯ୍ୟକ୍ରମ ତଥା ପଦ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ସମବାୟ, ବୟନ ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ସୁଚାରୁ ରୂପେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ କଟକ, ତା୦୫.୧୦.୨୦୨୬ ରିଖ –ସାଲେପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ଟି ଅଭିଯୋଗ ହସ୍ତଗତ ୧୦୬ ହୋଇଥିବାବେଳେ ତନ୍ମଧ୍ୟରେ ୮୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୮ ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ…

Read More
ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ – ସମୀକ୍ଷା ଖବର

ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ

ଭୁବନେଶ୍ଵର, ୫/୧୦(): ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୮୮ତମ ଶାଖା ସାଲେପୁରରେ ଉଦଘାଟିତ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ଵର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଓ ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଲେପୁର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯଥା ନବକିଶୋର କର, ରାଜେନ୍ଦ୍ର କୁମାର ମଲ୍ଲ, ପ୍ରଦୀପ୍ତ କୁମାର କର, ପ୍ରସନ୍ନ କୁମାର୍ ମଲ୍ଲ, ଶ୍ରୀପତି କର,…

Read More
ନୂଆପଡା ଜ଼ିଲ୍ଲା : ମାନସିକ ବିକୃତ ମହିଳା ଓ ପୁରୁଷ ଙ୍କ ମୌଳିକ ଅଧିକାର ହନନ – ସମୀକ୍ଷା ଖବର

ନୂଆପଡା ଜ଼ିଲ୍ଲା : ମାନସିକ ବିକୃତ ମହିଳା ଓ ପୁରୁଷ ଙ୍କ ମୌଳିକ ଅଧିକାର ହନନ

ଦେବେଶ ହୋତା/ବିଶେଷ ପ୍ରତିନିଧି/ସମୀକ୍ଷା ନ୍ୟୁଜ/ନୂଆପଡା: ନୂଆପଡା, ତା. ୦୫-୧୦-୨୬ : ଜ଼ିଲ୍ଲାର ଖଡ଼ିଆଳ ସହର ରେ ଦିନରାତି ମାନସିକ ବିକୃତ କିଛି ମହିଳା ଓ ପୁରୁଷ ଙ୍କୁ ରାଜ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି l ମୌଳିକ ଅଧିକାର ସମସ୍ତ ଙ୍କ ପାଇଁ ସମାନ lପ୍ରଶାସନିକ ଅଧିକାରୀ କହନ୍ତୁ ବା ଜନସାଧାରଣ ସମସ୍ତେ ଏମିତି ବ୍ୟକ୍ତି ଙ୍କୁ ଘୃଣା ମନୋଭାବ ପୋଷଣ କରୁଥିବା ଦେଖା ଯାଏ l ତା ସହିତ ଏମାନ ଙ୍କ ମଇଳା ଫଟା ବସ୍ତ୍ର…

Read More
ମାଥିଲିରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି ସଫଳତାର ସହ ଅନୁଷ୍ଠିତ: ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ବଣ୍ଟନ ସହ ସରକାରୀ କାର୍ଯ୍ୟାଳୟ ସମୀକ୍ଷା କଲେ ଜିଲ୍ଲାପାଳ – ସମୀକ୍ଷା ଖବର

ମାଥିଲିରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି ସଫଳତାର ସହ ଅନୁଷ୍ଠିତ: ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ବଣ୍ଟନ ସହ ସରକାରୀ କାର୍ଯ୍ୟାଳୟ ସମୀକ୍ଷା କଲେ ଜିଲ୍ଲାପାଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଥିଲି, ୦୫/୧୦/୨୬: ସରକାରୀ ଯୋଜନା ଓ ସେବାଗୁଡ଼ିକୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବା ଏବଂ ଗ୍ରାମାଞ୍ଚଳବାସୀଙ୍କ ବିଭିନ୍ନ ପ୍ରଶାସନିକ ସମସ୍ୟାର ସରଳ ଓ ସ୍ୱଚ୍ଛ ସମାଧାନ ନିମନ୍ତେ ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ସମିତି ସଭାଗୃହଠାରେ ସେବା ସେତୁ ଅଭିଯାନ ଶିବିର ଏବଂ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଅଧ୍ୟକ୍ଷତା କରିଥିବା…

Read More
ନୂଆଗାଁ- ସମସ୍ୟା ଘେରରେ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୯ଟି ଶ୍ରେଣୀକୁ ୩ ଶିକ୍ଷକ, ମାତ୍ର ୩ ଶ୍ରେଣୀଗୃହ – ସମୀକ୍ଷା ଖବର

ନୂଆଗାଁ- ସମସ୍ୟା ଘେରରେ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୯ଟି ଶ୍ରେଣୀକୁ ୩ ଶିକ୍ଷକ, ମାତ୍ର ୩ ଶ୍ରେଣୀଗୃହ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼: ନୂଆଗାଁ, ୦୫/୧୦: ଗୋଟିଏ ପଟେ ୯ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀଗୃହ ଓ ୩ ଜଣ ଶିକ୍ଷକ, ଅନ୍ୟପଟେ ରୋଷେଇ ଘର ନଥିବାରୁ ବିଦ୍ୟାଳୟ ପରିସରରେ କାଠ ଚୁଲିର ଧୂଆଁ ମଧ୍ୟରେ ପାଠପଢ଼ା। ଏହା ସହ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଚାଉଳରେ ପୋକ ଓ ମୂଷା ଲାଗିଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ନୂଆଗାଁ…

Read More