ବିବାଦରେ ସଞ୍ଜୟ ଦତ୍ତ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ସଞ୍ଜୟ ଦତ୍ତଙ୍କ “ଭାରତରେ ଆଉ ଶାନ୍ତି ଅନୁଭବ ହେଉନାହିଁ” ବୟାନଟି ଏବେ ଚର୍ଚ୍ଚାରେ ରହିଛି। ତେବେ ଏହାକୁ ତାଙ୍କର ସରକାର ବିରୋଧୀ ଘୋଷଣା ବୋଲି ସିଧାସଳଖ ଧରିନେବା ଠିକ୍ ନୁହେଁ। କଣ କହିଥିଲେ ସଞ୍ଜୟ ଦତ୍ତ?ଗାନ୍ଧୀ ଜୟନ୍ତୀ ଅବସରରେ ଶେଖର ସୁମନଙ୍କ ଶୋ’ “Shekhar Tonite”ରେ ସଞ୍ଜୟ ଦତ୍ତ ଭାରତର ଲୋକମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ଭାରତୀୟମାନେ ଉଦାର ଓ ଅତିଥିପରାୟଣ। କିନ୍ତୁ ତାଙ୍କୁ ଦେଶରେ ପୂର୍ବଭଳି ଶାନ୍ତି…