ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

samikshanews

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ – ସମୀକ୍ଷା ଖବର

ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡା/ବିଷମକଟକ:୦୫/୧୦: ରାୟଗଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଷମକଟକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର (ଏପିପି) ପ୍ରଶାନ୍ତ କୁମାର ରଥଙ୍କୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି Iସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ୍ ପ୍ରସାଦ (ଆଇ.ପି.ଏସ୍) ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରଶଂସାପତ୍ର ଶ୍ରୀ ରଥଙ୍କୁ ପ୍ରଦାନ କରିବା…

Read More
କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ – ସମୀକ୍ଷା ଖବର

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳିଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେବ। ପବିତ୍ର କାର୍ତ୍ତିକ ମାସରେ ମାଗଣା ରହଣି ସହ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ମହିଳାମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ। ସୂଚନା ଅନୁସାରେ, ଏହି ଯୋଜନା ଅଧୀନରେ ଓଡ଼ିଶା ସରକାର ପୁରୀରେ ୨,୫୦୦ ଜଣ ହବିଷ୍ୟାଳିଙ୍କୁ ମାଗଣା…

Read More
ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ: ଡିଜିପି – ସମୀକ୍ଷା ଖବର

ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ: ଡିଜିପି

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:ଓଡ଼ିଶାର ଡିଜିପି ବିନୟତୋଷ ମିଶ୍ର ମଙ୍ଗଳବାର କହିଛନ୍ତି ଯେ, ଆଗାମୀ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ପୁଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଭାଇଚାରା ଓ ସୌହାର୍ଦ୍ଦ୍ୟର ପରିବେଶ ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବକ୍ସି ବଜାରସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ୭୧ତମ ରାଜ୍ୟ ପୁଲିସ ଡ୍ୟୁଟି ମିଟ୍‌ର ଉଦ୍‌ଘାଟନ ଅବସରରେ ଡିଜିପି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ବାହାର ଲୋକଙ୍କ…

Read More
ସମୋସା ଗୋଟାକୁ ୩୦୦ ଟଙ୍କା – ସମୀକ୍ଷା ଖବର

ସମୋସା ଗୋଟାକୁ ୩୦୦ ଟଙ୍କା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ସମୋସା ବା ସିଙ୍ଗଡ଼ା ର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ହଁ ଆଜ୍ଞା ସମସ୍ତ ବିମାନବନ୍ଦରରେ ସିଙ୍ଗଡ଼ା, ସମୋସା, ଚା’ କିମ୍ବା ଅନ୍ୟାନ୍ୟ ଖାଦ୍ୟର ଦାମ ବାହାର ଦୋକାନ ତୁଳନାରେ ଅଧିକ ଲାଗିବାର କାରଣ ହେଉଛି ବିମାନବନ୍ଦରରେ ବ୍ୟବସାୟ କରିବାର ଖର୍ଚ୍ଚ ଅଧିକ। ଭାରତରେ ଯାତ୍ରୀମାନେ ଏହି ଦାମକୁ ନେଇ ଅଭିଯୋଗ କରିଥିବା ରିପୋର୍ଟ ମଧ୍ୟ ରହିଛି। ୧. ଦୋକାନର ଭଡ଼ା ଓ ଅନ୍ୟାନ୍ୟ ଚାର୍ଜବିମାନବନ୍ଦରର ଟର୍ମିନାଲ୍ ଭିତରେ…

Read More
ପାଦରେ ଦରଜ/ବ୍ୟଥା ହେବାର ଅନେକ କାରଣ – ସମୀକ୍ଷା ଖବର

ପାଦରେ ଦରଜ/ବ୍ୟଥା ହେବାର ଅନେକ କାରଣ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ପାଦରେ ଦରଜ/ବ୍ୟଥା ହେବାର ଅନେକ କାରଣ ଥାଇପାରେ। ସାଧାରଣତଃ ଅଧିକ ଚାଲିବା, ଦୀର୍ଘ ସମୟ ଠିଆ ହେବା, ଭୁଲ୍‌ ଜୋତା ପିନ୍ଧିବା କିମ୍ବା ହାଲୁକା ମାଂସପେଶୀ ଟାଣ ଯୋଗୁଁ ହୋଇପାରେ।ସାଧାରଣ କାରଣଅଧିକ ଚାଲିବା/ଦୌଡ଼ିବାଦୀର୍ଘ ସମୟ ଠିଆ ହେବାଟାଇଟ୍ କିମ୍ବା ଠିକ୍‌ ଫିଟ୍‌ ନଥିବା ଜୋତାପାଦ ମୋଡ଼ିଯିବା ବା ହାଲୁକା ଚୋଟମାଂସପେଶୀରେ ଟାଣ ବା କ୍ରାମ୍ପପାଦରେ ସୁଜନକେତେକ ସମୟରେ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାଘରେ ପ୍ରାଥମିକ ଭାବେକିଛି ସମୟ ପାଦକୁ ବିଶ୍ରାମ ଦିଅନ୍ତୁ।ପାଦକୁ…

Read More
ଭୁବନେଶ୍ୱରରେ ୨୦୨୬ ଦୁର୍ଗାପୂଜା ଏବେ ଜୋରଦାର ପ୍ରସ୍ତୁତି – ସମୀକ୍ଷା ଖବର

ଭୁବନେଶ୍ୱରରେ ୨୦୨୬ ଦୁର୍ଗାପୂଜା ଏବେ ଜୋରଦାର ପ୍ରସ୍ତୁତି

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଚଳିତ ବର୍ଷ ରାଜଧାନୀରେ ପୂଜା ସମୟରେ ଭିଡ଼, ଟ୍ରାଫିକ୍, ସୁରକ୍ଷା ଓ ବିସର୍ଜନ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ପୂଜା ମଣ୍ଡପ ଓ ମେଢ଼ ପ୍ରସ୍ତୁତିଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କାରିଗରମାନେ ମଣ୍ଡପ, ତୋରଣ, ଆଲୋକସଜ୍ଜା ଓ ଥିମ୍‌ ଆଧାରିତ ସାଜସଜ୍ଜାର ଶେଷ ପର୍ଯ୍ୟାୟର କାମ କରୁଛନ୍ତି। ଏଥର ସହରରେ ପ୍ରାୟ ୧୯୩ଟି ମେଢ଼ ହେବାକୁ ଥିବାବେଳେ ୨୪ଟି ଚାନ୍ଦି ମେଢ଼ ଓ ୭ଟି ମୀନା ବଜାର ମଧ୍ୟ ରହିବ। ବମିଖାଲରେ…

Read More
ହସିହସି ପେଟ ବେଦମ: ସିନେମାରେ ହାସ୍ୟ ଅଭିନେତା – ସମୀକ୍ଷା ଖବର

ହସିହସି ପେଟ ବେଦମ: ସିନେମାରେ ହାସ୍ୟ ଅଭିନେତା

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:ଓଡ଼ିଆ ସିନେମା ଓ ଟେଲିଭିଜନରେ ହାସ୍ୟ ଅଭିନେତାମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନେ କେବଳ ଦର୍ଶକଙ୍କୁ ହସାନ୍ତି ନୁହେଁ, ଅନେକ ସମୟରେ କାହାଣୀକୁ ଆଗକୁ ନେବାରେ ମଧ୍ୟ ସାହାଯ୍ୟ କରନ୍ତି। ଓଡ଼ିଆ ମନୋରଞ୍ଜନ ଜଗତର କିଛି ପରିଚିତ ହାସ୍ୟ ଅଭିନେତା ହେଲେ—୧. ଜୟୀରାମ ସାମଲ — ‘ଜୟୀ’ଜୟୀରାମ ସାମଲ ଓଡ଼ିଆ କମେଡି ଅଭିନୟର ଜଣେ ବରିଷ୍ଠ ଓ ପ୍ରଭାବଶାଳୀ ନାମ। ସେ ୧୯୭୦ ଦଶକରୁ ଅଭିନୟ କରିଆସୁଛନ୍ତି ଏବଂ Jajabara ଚଳଚ୍ଚିତ୍ରରୁ…

Read More
ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର – ସମୀକ୍ଷା ଖବର

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି ଯେ, ଆମେରିକାର ବଦଳୁଥିବା ଭୂମିକା ଓ ଚାଇନାର ବଢ଼ୁଥିବା ଶକ୍ତି ବିଶ୍ୱ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତାଙ୍କ ଅନୁସାରେ, ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି । ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ଆମେରିକା-ଚାଇନା ମଧ୍ୟରେ…

Read More
କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି: ଚିକିଟି ,5/10/2026: ଏହି ବ୍ଲକ କେ. ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜନ ସାଧାରଣଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ଗୁରୁତ୍ବ ଦେଇ ଅତି ନିକଟରୁ ପ୍ରତ୍ୟେକ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ରୂପେ ତହସିଲଦାର ବିଶ୍ଵ ରଞ୍ଜନ…

Read More
OYO ବି ସମ୍ପୂର୍ଣ୍ଣ ନିରାପଦ ନୁହେଁ – ସମୀକ୍ଷା ଖବର

OYO ବି ସମ୍ପୂର୍ଣ୍ଣ ନିରାପଦ ନୁହେଁ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ହଁ ଆଜ୍ଞା “OYO ମାନେ ସବୁବେଳେ ଅନିରାପଦ” ବୋଲି କହିବା ଠିକ୍ ନୁହେଁ। OYO ଏକ booking platform; ସୁରକ୍ଷା ବହୁତ ଅଂଶରେ ନିର୍ଭର କରେ କେଉଁ property/hotel ରେ ରହୁଛନ୍ତି। OYO ନିଜ partner hotels କୁ guest safety, security ଓ hygiene ବ୍ୟବସ୍ଥା ରଖିବାକୁ କହେ। କାହିଁକି OYO ବିଷୟରେ ସୁରକ୍ଷା ନେଇ ପ୍ରଶ୍ନ ଉଠେ?ସମସ୍ତ property ର ମାନ ଏକ ନୁହେଁଭିନ୍ନ hotel/property ର…

Read More