ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍ଘାଟିତ
ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ଝାରବନ୍ଧ, ୧୬ା୧୦ ସାମାଜିକ ସଂହତିର ସୁଦୃଢ଼ୀକରଣ ସହ ସାଂସ୍କୃତିକ ପରମ୍ପରାର ରକ୍ଷଣ ଓ ସାମୂହିକ ବିକାଶରେ ସହାୟକ ହେବ କଲ୍ୟାଣ ମଣ୍ଡପ। ଏହି ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ, ଝାରବନ୍ଧର ତୁର୍ଲା ସର୍କଲ ପାଇଁ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍ଘାଟନ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହାକୁ ଉଦ୍ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ୫…