କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯଶୋବନ୍ତ ପରିଡା/.କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ:କପ୍ତିପଦା ଅଞ୍ଚଳର ପୂର୍ବ ଗୌରବ ଓ ଐତିହ୍ୟକୁ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରତିଷ୍ଠିତ “କପ୍ତିପଦା ମହୋତ୍ସବ”ର ଦ୍ୱିତୀୟ ବାର୍ଷିକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ସ୍ଥାୟୀ ସଭାପତି ମାକୁ ସିଂହଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ ଶରତ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାଳିକ, ଭରତ ବରାଳ, ନିରଞ୍ଜନ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ…