ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ବାଇକରେ ପରିଦର୍ଶନ କଲେ ଆଇନ ମନ୍ତ୍ରୀ – ସମୀକ୍ଷା ଖବର

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ବାଇକରେ ପରିଦର୍ଶନ କଲେ ଆଇନ ମନ୍ତ୍ରୀ

ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୭/୯:- ଆଜି ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୋରଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ଚିଲିକା ଓ ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ବାଇକରେ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଚିଲିକା ବ୍ଲକର ଜରିପଡ଼ା ଗ୍ରାମ ପଞ୍ଚାୟତ…

Read More
ବଡ଼ବିଲ ରେ ‘ଦ ବିବିଏନ୍ ପୋଷ୍ଟ’ କାର୍ଯ୍ୟାଳୟ ଉଦ୍‌ଘାଟିତ – ସମୀକ୍ଷା ଖବର

ବଡ଼ବିଲ ରେ ‘ଦ ବିବିଏନ୍ ପୋଷ୍ଟ’ କାର୍ଯ୍ୟାଳୟ ଉଦ୍‌ଘାଟିତ

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : ଯୋଡ଼ା, କେନ୍ଦୁଝର, ୨୭/୦୯/୨୦୨୬: ବଡ଼ବିଲ ପୌରପାଳିକା ଅଞ୍ଚଳର ଷ୍ଟେସନ ରୋଡ୍‌ରେ ‘ଦ ବିବିଏନ୍ ପୋଷ୍ଟ’ର ନୂତନ କାର୍ଯ୍ୟାଳୟ ଭବ୍ୟ ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ଏସ୍‌ଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନ ସମାରୋହରେ ‘ଦ ବିବିଏନ୍ ପୋଷ୍ଟ’ର ପ୍ରତିଷ୍ଠାତା ତଥା ସମ୍ପାଦକ ଅମଲ କେ. ମାଥ୍ୟୁ ଯୋଗଦେଇ ସାଧାରଣ ଲୋକଙ୍କ…

Read More
ଝାରସୁଗୁଡା ବିଜେପିର ମିଶ୍ରଣ ପର୍ବ:ସାମିଲ ହେଲେ ଶତାଧିକ କର୍ମୀ – ସମୀକ୍ଷା ଖବର

ଝାରସୁଗୁଡା ବିଜେପିର ମିଶ୍ରଣ ପର୍ବ:ସାମିଲ ହେଲେ ଶତାଧିକ କର୍ମୀ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା,୨୭/୯ : ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଗାଁ ଅଞ୍ଚଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି l ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ନବାଗତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା l ବିଜେପିରେ ସାମିଲ ହୋଇଥିବା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରେମ, ବିକାଶମୂଳକ ନୀତି…

Read More
ଗୁଣପୁର : ଶ୍ରୀ ଭେଙ୍କେଟେଶ୍ବର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଭାଗବତ ମହାପୁରାଣ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଗୁଣପୁର : ଶ୍ରୀ ଭେଙ୍କେଟେଶ୍ବର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଭାଗବତ ମହାପୁରାଣ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ସହର ନୂଆ ବସଷ୍ଟାଣ୍ଡ୍ ନିକଟସ୍ଥ ଶ୍ରୀ ଭେଙ୍କେଟେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଜି ରବିବାର ତା୨୭-୦୯-୨୦୬ ରିଖ ସନ୍ଧ୍ୟା ଛଅ ଘଣ୍ଟ ସମୟେ ଭାଗବତ ପ୍ରଚାର ସମିତି,ଗୁଣପୁର ଆନୁକୁଲ୍ୟରେ ଭାଗବତ ପ୍ରଚାର ଓ ପ୍ରସାର ପାଇଁ ପବିତ୍ର ଭାଗବତ ମହାପୁରାଣ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଅମୂଲ୍ୟ ଧରୋହର ଶ୍ରୀମଦ୍‌ଭାଗବତର ପ୍ରଚାର ଓ ପ୍ରସାର ତଥା ସମାଜରେ…

Read More
ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ – ସମୀକ୍ଷା ଖବର

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ

ଟିଟିଲାଗଡ଼ ସମୀକ୍ଷା ନ୍ୟୁଜ୍// ସନ୍ତୋଷ କୁମାର ପଟ୍ଟନାୟକ/ଭଗବାନ ମହାନ୍ତି: ବଲାଙ୍ଗୀର ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଗଠନର ଦ୍ୱିବାର୍ଷିକ ନିର୍ବାଚନ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସମ୍ପନ୍ନ ହୋଇଛି। ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ୍ତ ମିଶ୍ର ସଭାପତି ଏବଂ ଅଭୟ ତ୍ରିପାଠୀ ସମ୍ପାଦକ ଭାବେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଓୟୁଜେ ସଦସ୍ୟ ଶ୍ରୀବତ୍ସ ବେହେରା ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ରାଜ୍ୟ…

Read More
ଡିଜେର ବିକଟାଳ ଶବ୍ଦରେ ଭୁସୁଡ଼ିଲା ପଞ୍ଜାବ ବ୍ୟାଙ୍କର ଦ୍ଵିତୀୟ ମହଲା ତାଜା, ଜଣେ ମୃତ ଓ ଜଣେ ଗୁରୁତର ୫ ରୁ ଅଧିକ ଆହତ – ସମୀକ୍ଷା ଖବର

ଡିଜେର ବିକଟାଳ ଶବ୍ଦରେ ଭୁସୁଡ଼ିଲା ପଞ୍ଜାବ ବ୍ୟାଙ୍କର ଦ୍ଵିତୀୟ ମହଲା ତାଜା, ଜଣେ ମୃତ ଓ ଜଣେ ଗୁରୁତର ୫ ରୁ ଅଧିକ ଆହତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:ଖୋର୍ଦ୍ଧା, ସେପ୍ଟେମ୍ବର ୨୭ :- ଜଟଣୀ ଗଣେଶ ଭଷାଣି ସମୟରେ ଘଟିଲା ଅଘଟଣ। ଗତକାଲି ଥିଲା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଥିଲା ଭଷାଣି ଉତ୍ସବ l ଉକ୍ତ ଭଷାଣି ଉତ୍ସବରେ ୫୦ ରୁ ଉର୍ଦ୍ଧ ମେଢ଼ ଭାଗ ନେଇଥିଲେ l ସମସ୍ତ ମେଢ଼ରେ “ଡିଜେ”ର ଆସର ଜମି ଥିଲା l ଡିଜେ ଶବ୍ଦର ଭାଇବ୍ରେସନରେ ଗଳିପଡିଥିଲା ଏକ ଘରୋଇ କୋଠାରେ ଚାଲୁଥିବା “ପଞ୍ଜାବ…

Read More
ଅର୍ଦ୍ଧବାର୍ଷିକ ପରୀକ୍ଷା ପରିଚାଳନାରେ ବିଭ୍ରାଟ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଭିଭାବକ – ସମୀକ୍ଷା ଖବର

ଅର୍ଦ୍ଧବାର୍ଷିକ ପରୀକ୍ଷା ପରିଚାଳନାରେ ବିଭ୍ରାଟ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅଭିଭାବକ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୨୭ ସେପ୍ଟେମ୍ବର:- ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟରେ ପରୀକ୍ଷା ପରିଚାଳନା ହେବା କଥା। ଏଥିପାଇଁ ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଜାରି ହେଉଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମାପ୍ତି ସୂଚକ ଆକଳନ-୧ ପରୀକ୍ଷା ପରିଚାଳନାକୁ ନେଇ ଦେଖାଦେଇଥିବା ବିଭ୍ରାଟ ଏବେ ଶିକ୍ଷା ବ୍ୟବସ୍ଥାରେ ସମନ୍ୱୟ ଓ ପ୍ରଶାସନିକ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠାଇଛି। ଗୋଟିଏ…

Read More
ଐତିହ୍ୟର ପଥେ ଯୁବପିଢ଼ି: ଧବଳେଶ୍ୱର ପୀଠରୁ ଆରମ୍ଭ ହେଲା ଦ୍ୱିତୀୟ ପଦଯାତ୍ରା – ସମୀକ୍ଷା ଖବର

ଐତିହ୍ୟର ପଥେ ଯୁବପିଢ଼ି: ଧବଳେଶ୍ୱର ପୀଠରୁ ଆରମ୍ଭ ହେଲା ଦ୍ୱିତୀୟ ପଦଯାତ୍ରା

ମା’ ଅଁଳେଇ ପୀଠର ଇତିହାସ, ୱିଲକିନ୍ସନ ନଗରର ଐତିହାସିକ ପୃଷ୍ଠଭୂମି ଓ ପାଇକ ସମରକଳା ସହ ପରିଚିତ ହେଲେ ଯୁବପିଢ଼ି ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୨୭ ସେପ୍ଟେମ୍ବର : ନିଜ ମାଟିର ଇତିହାସ, ପରମ୍ପରା ଓ ସଂସ୍କୃତିକୁ ଜାଣିବା ସହ ତାହାର ସୁରକ୍ଷା ଓ ସଂରକ୍ଷଣ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାର ମହତ୍‌ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି ଖୋର୍ଦ୍ଧା ଐତିହ୍ୟ ପଦଯାତ୍ରା। ଖୋର୍ଦ୍ଧା…

Read More
ସୁସ୍ଥ ଜୀବନଶୈଳୀ ସହ ପର୍ଯ୍ୟଟନ ପ୍ରଚାରର ବାର୍ତ୍ତା ଦେଲେ ଧାବକ – ସମୀକ୍ଷା ଖବର

ସୁସ୍ଥ ଜୀବନଶୈଳୀ ସହ ପର୍ଯ୍ୟଟନ ପ୍ରଚାରର ବାର୍ତ୍ତା ଦେଲେ ଧାବକ

ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ରାପଡ଼ାରେ ‘ଓଡ଼ିଶା ପ୍ରୋମୋ ରନ୍’ ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୨୭ ସେପ୍ଟେମ୍ବର ୨୦୨୬:ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି କେନ୍ଦ୍ରାପଡ଼ାରେ ‘ଓଡ଼ିଶା ପ୍ରୋମୋ ରନ୍–କେନ୍ଦ୍ରାପଡ଼ା’ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ସହ ଓଡ଼ିଶାର ପର୍ଯ୍ୟଟନ, କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ପ୍ରୋମୋ ରନ୍‌ରେ ଧାବକ ଓ ସାଧାରଣ ନାଗରିକଙ୍କ ଉତ୍ସାହଜନକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ଆଜି ସକାଳ ୬ଟା…

Read More
କ୍ରିକେଟ ଖେଳିବା ବେଳେ ଆରଆଇଙ୍କ ମୃତ୍ଯୁ – ସମୀକ୍ଷା ଖବର

କ୍ରିକେଟ ଖେଳିବା ବେଳେ ଆରଆଇଙ୍କ ମୃତ୍ଯୁ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ: ରାୟଗଡା : କ୍ରିକେଟ ଖେଳ ହେଲା କାଳ। ହୃଦଘାତରେ ଜଣେ ସରକାରୀ କର୍ମଚାରୀ କ୍ରିକେଟ ଖେଳୁଥିବା ବେଳେ ଅସୁସ୍ଥ ହୋଇ ମୃତ୍ୟବରଣ କଲା ଭଳି ଦୁଃଖଦାୟକ ଖବର ସାମ୍ନାକୁ ଆସିଛି I ମୃତକ ଜଣଙ୍କ ହେଉଛନ୍ତି ପି. ରାଜେଶ I ସେ ଗୁଡାରି ବ୍ଲକରେ ରାଜସ୍ବ ନିରୀକ୍ଷକ ରୂପେ କାର୍ଯ୍ୟ କରୁଥିଲେ I ସୂଚନାରୁ ଜଣାପଡିଛି ଆଜି ରାଜେଶ ଆଇଏସିଆର୍ କଲେଜ ନିକଟସ୍ଥ ଆର ସି ସି ଖେଳ…

Read More