ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ – ସମୀକ୍ଷା ଖବର

ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା,୨୬/୯: ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ଗଣପର୍ବ ଭାବେ ପରିଚିତ ଭାଗବତ ଜନ୍ମ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି l ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ‘ସୁନିଆଁ’ ଅବସରରେ ଜଗନ୍ନାଥ ସଂସ୍କୃତି ସହ ଓତପ୍ରୋତ ଏହି ପରମ୍ପରା ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁରୁଣାବସ୍ତିସ୍ଥିତ ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ ଧାର୍ମିକ ରୀତିନୀତି ଅନୁଯାୟୀ…

Read More
ଧାମନଗରରେ ୨ ମାସରେ ୯ନବମ ବନ୍ୟା – ସମୀକ୍ଷା ଖବର

ଧାମନଗରରେ ୨ ମାସରେ ୯ନବମ ବନ୍ୟା

ଭଦ୍ରକ/ ସମୀକ୍ଷା ନିଉଜ:ଅସୁରାଳି ତା 26/9/26: ଦୁଇ ମାସ ମଧ୍ୟରେ ନବମ ଥର ପାଇଁ ବନ୍ୟାର ସାମ୍ନା କରୁଛି ଧାମନଗର ବ୍ଲକ। 30 ଗୋଟି ପଂଚାୟତ ଓ ଦୁଇ ଏନ ଏ ସି ରେ ବୈତରଣୀ କୋଚିଳା ରେବ, କପାଳୀ, ଗେଙ୍ଗୁଟି ଓ ନାଳିଆ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବାରମ୍ବାର ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆରଡି ଛକରୁ…

Read More
ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼ – ସମୀକ୍ଷା ଖବର

ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣି, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ସୀତାରାମ ଛକରେ ଏକାଠି ହେଲେ ୪୦ ରୁ ଉର୍ଦ୍ଧ୍ବ ମେଢ଼

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୨୬ :- ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ଭକ୍ତିମୟ ପରିବେଶରେ ଶେଷ ହୋଇଛି। ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ୧୨ ଦିନ ଧରି ଉତ୍ସବ ମୁଖର ହୋଇଥିଲା ଜଟଣୀ ସହର। ଆଜି ଭକ୍ତ ଅଶ୍ରୁଳ ନୟନରେ ପ୍ରଭୁ ଗଜାନନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିପାଇଁ ପୂଜା ମଣ୍ଡପ ଏବଂ କମିଶନରେଟ…

Read More
ଗୁରୁଣ୍ଡାରେ ବ୍ଲକସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଗୁରୁଣ୍ଡାରେ ବ୍ଲକସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ ମୁରିବାହାଲ, ତା ୨୬/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡା ଖେଳ ପଡ଼ିଆରେ ବ୍ଲକସ୍ତରୀୟ ବାଳକ ଓ ବାଳିକା ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢ଼ିଆରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଖେଳାଳିମାନେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡା ସରପଞ୍ଚ କାଳିଆ ସରାଫ ଓ ସମାଜସେବୀ ଉମେଶ…

Read More
କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ – ସମୀକ୍ଷା ଖବର

କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼ : ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟାବାହାଲ ପଞ୍ଚାୟତ ବାହାଲି ପରିସରରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷରୋପଣକୁ ଏକ ଅଭିଯାନରେ ପରିଣତ କରିବା ସହ ରୋପଣ କରାଯାଇଥିବା ଚାରାର ସୁରକ୍ଷା ଓ ଯତ୍ନ ନେବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ।କାର୍ଯ୍ୟକ୍ରମରେ ଆମ୍ବ, କାଜୁ,…

Read More
ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ

16ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ- 20261 ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର, ୨୬ ସେପ୍ଟେମ୍ବର ୨୦୨୬

Read More
ଭୁତିଶଢା ଗାଁରେ ବଣୁଆ ୧୮ ଟିକିଆ ହାତୀପଲ ଙ୍କ ଉତ୍ପାତ, ଫସଲ ନଷ୍ଟ ସହ ଘର ଭାଙ୍ଗିଲେ – ସମୀକ୍ଷା ଖବର

ଭୁତିଶଢା ଗାଁରେ ବଣୁଆ ୧୮ ଟିକିଆ ହାତୀପଲ ଙ୍କ ଉତ୍ପାତ, ଫସଲ ନଷ୍ଟ ସହ ଘର ଭାଙ୍ଗିଲେ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ ମୁରିବାହାଲ, ତା ୨୬/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ମାଲିଶିରା ପଞ୍ଚାୟତ ଅନ୍ତର୍ଗତ ଭୁତିଶଢା ଗାଁରେ ୧୮ ଟିକିଆ ହାତୀପଲ ବଣୁଆ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରହେନ ଚୁଆଁ ବାମନି ଡଙ୍ଗର ପଟରୁ ହାତୀପଲ ଆସି ପ୍ରଥମେ ଚାଷୀ ବେଣୁଧର ଭୋଇଙ୍କ ପୁଟଲ ଚାଷ ନଷ୍ଟ କରିବା ସହ ବୋରୱେଲକୁ ଉପାଡ଼ି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ପରେ ତାଙ୍କ ଭାଇ…

Read More
ଖୋଲା ବଜାରରେ ନକଲି ପାଣି ବୋତଲର ରାଜ: ଶୋଇ ରହିଛି ଖାଦ୍ୟ ସୁରକ୍ଷା ବିଭାଗ – ସମୀକ୍ଷା ଖବର

ଖୋଲା ବଜାରରେ ନକଲି ପାଣି ବୋତଲର ରାଜ: ଶୋଇ ରହିଛି ଖାଦ୍ୟ ସୁରକ୍ଷା ବିଭାଗ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା,୨୬/୯ : ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିନା ଲାଇସେନ୍ସରେ ନକଲି ପାଣି ବୋତଲ ଓ ପାନୀୟଜଳ ବିକ୍ରି ହେଉଥିବା ଅଭିଯୋଗ ଉଠିଛି l ବିଶେଷକରି ବିଭିନ୍ନ ଦୋକାନ, ହୋଟେଲ, ଜଳଖିଆ ଦୋକାନ, ରାସ୍ତାକଡ଼ ଠେଲାଗାଡ଼ି ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରେ ବିକ୍ରି ହେଉଥିବା ବୋତଲବନ୍ଦ ପାଣିର ମାନ ନେଇ ପ୍ରଶ୍ନ ଉଠିଛି l ନିୟମିତ ଭାବେ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉନଥିବାରୁ ଏହି କାରବାର…

Read More
ଚିକିଟୀ : ବୁଲେଟ୍‌-ସ୍କୁଟି ମୁହାଁ ମୁହିଁ ଧକ୍କା, ୪ ଗୁରୁତର ଆହତ – ସମୀକ୍ଷା ଖବର

ଚିକିଟୀ : ବୁଲେଟ୍‌-ସ୍କୁଟି ମୁହାଁ ମୁହିଁ ଧକ୍କା, ୪ ଗୁରୁତର ଆହତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ ଚିକିଟୀ — ଚିକିଟୀ ଫାଣ୍ଡି ଅନ୍ତର୍ଗତ ଇମୋଜୀ ହୋଟେଲ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ବୁଲେଟ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କୁଟିରେ ଚିକିଟୀ ପେଣ୍ଠ ଅଞ୍ଚଳର ସୁମନ ସେଠୀ (୨୦) ଓ ରାଜେଶ ପଟ୍ଟନାୟକ (୨୦) ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୁଲେଟ୍‌ ସହ ମୁହାଁ ମୁହିଁ ଧକ୍କା…

Read More
ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ – ସମୀକ୍ଷା ଖବର

ଖୋରଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚରେ ଲହଡ଼ି ମାରୁଛି ବର୍ଷାଜଳ

ପୁବୁସାହି, ଜାଗୁଳେଇ ପାଟଣା, ଶରଧାପୁର ରେ ଯାତାୟାତ ବିପର୍ଯ୍ୟସ୍ତ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୬ ସେପ୍ଟେମ୍ବର : ଟୋଲ୍‌ ଆଦାୟରେ ତତ୍ପରତା, କିନ୍ତୁ ରାସ୍ତାର ରକ୍ଷଣାବେକ୍ଷଣ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅବହେଳା! ଯାତାୟାତର ସୁଗମତା ଓ ସୁରକ୍ଷିତ ଯାତ୍ରାର ପ୍ରତିଶ୍ରୁତି ଦେଇ ଟୋଲ୍‌ ଆଦାୟ କରାଯାଉଥିବାବେଳେ ଅନ୍ୟପଟେ ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ…

Read More