ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ମାଲକାନଗିରି ବଲାଙ୍ଗୀର ନୂଆପଡ଼ା ରାୟଗଡ଼ା
ସାଲେପୁର ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ – ସମୀକ୍ଷା ଖବର

ସାଲେପୁର ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ: ସାଲେପୁର, ୨୧/୯: ମଧୁମାଟି ସାଲେପୁରରେ ଅନୁଷ୍ଠିତ ପଞ୍ଚମ ସାଲେପୁର ସାହିତ୍ୟ ମହୋତ୍ସବ–୨୦୨୬ ଉଦ୍‌ଯାପିତ ହୋଇଛି। ମହୋତ୍ସବରେ ଆଧ୍ୟାତ୍ମିକତା, ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା।ବରପୁତ୍ର ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବରପୁତ୍ରମାନଙ୍କ ଜନ୍ମଭୂମିରୁ ସଂଗୃହୀତ ପବିତ୍ର ମାଟିକୁ ନାମକୀର୍ତ୍ତନ ସହ ସହର ପରିକ୍ରମା କରାଯାଇ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହି ଅବସରରେ ସଂକୀର୍ତ୍ତନ ମହାସଂଘ, ଓଡ଼ିଶାକୁ ‘ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି…

Read More
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି:ସେପ୍ଟେମ୍ବର ୨୩ ଓ ୨୪ରେ ଯାତାୟାତ ଉପରେ କଟକଣା; ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ – ସମୀକ୍ଷା ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି:ସେପ୍ଟେମ୍ବର ୨୩ ଓ ୨୪ରେ ଯାତାୟାତ ଉପରେ କଟକଣା; ଯାତ୍ରୀଙ୍କୁ ସତର୍କ ରହିବାକୁ ଅନୁରୋଧ

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଦେଇ ଯାତାୟାତକୁ ଦୁଇ ଦିନ ପାଇଁ ବନ୍ଦ ରଖିବା ନେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀବେଦଭୂଷଣ ଓ ଗଞ୍ଜାମ ଜିଲ୍ଲାପାଳ ପକ୍ଷରୁ ସୂଚନା ଜାରି ହୋଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଥିବା ଲଘୁଚାପ ଜନିତ ବର୍ଷା ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପ୍ରଶାସନ…

Read More
କଟକ:ଜିଲ୍ଲାରେ ରପ୍ତାନୀ ସଚେତନତା ଓ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

କଟକ:ଜିଲ୍ଲାରେ ରପ୍ତାନୀ ସଚେତନତା ଓ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ:କଟକ, ତା ୧୯.୦୯.୨୦୨୬ ରିଖ – କଟକ ପ୍ରସିଦ୍ଧ ରୂପା ତାରକସୀ ଓ ମାଣିଆବନ୍ଧ ହସ୍ତତନ୍ତକୁ ଗୁରୁତ୍ୱ ଦେଇ “ଜିଲ୍ଲାକୁ ରପ୍ତାନୀ କେନ୍ଦ୍ର ଭାବେ ବିକଶିତ କରିବା: ଦକ୍ଷତା ବିକାଶ ଓ ରପ୍ତାନୀ ସଚେତନତା କାର୍ଯ୍ୟକ୍ରମ” ଶୀର୍ଷକ ଏକ କାର୍ଯ୍ୟକ୍ରମ ଶୁକ୍ରବାର ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(MSME) ବିଭାଗ ଅଧୀନସ୍ଥ…

Read More
ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା ଖବର

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ: କଟକ, ତା ୨୧.୦୯.୨୦୨୬ ରିଖ – ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )– ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି ଯେ ଚୂଡ଼ାନ୍ତ…

Read More
ବିଜେପି କଟକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବିଜେପି କଟକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଜ୍ଞାନ କୁମାର ବିଶ୍ୱାଳ/କଟକ/ସମୀକ୍ଷା ନ୍ୟୁଜ:ଭାରତୀୟ ଜନତା ପାର୍ଟି, କଟକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳୀୟ ସଂଗଠନ ସମ୍ପର୍କିତ ବିଭିନ୍ନ ବିଷୟ ସହ ଆଗାମୀ କାର୍ଯ୍ୟକ୍ରମର ରୂପରେଖା ଓ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ଧ୍ୱଜ ଉତ୍ତୋଳନ, ମଞ୍ଚାସୀନ ଅତିଥିଙ୍କ ଆସନ ଗ୍ରହଣ, ପ୍ରଦୀପ ପ୍ରଜ୍ୱଳନ, ବନ୍ଦେ ମାତରମ୍ ଗାନ, ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ, ଶୋକ ପ୍ରସ୍ତାବ,…

Read More
ସାଲେପୁରରେ କଂଗ୍ରେସର ପରିବର୍ତ୍ତନ ସମାବେଶ. – ସମୀକ୍ଷା ଖବର

ସାଲେପୁରରେ କଂଗ୍ରେସର ପରିବର୍ତ୍ତନ ସମାବେଶ.

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ସାହେଶ୍ୱରୀ ପଡିଆରେ କଂଗ୍ରେସର ପରିବର୍ତ୍ତନ ସମାବେଶ କଂଗ୍ରେସ ନେତା ପ୍ରଦୀପ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥିଭାବେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ କହିଲେଯେ ବି ଜେ ପି ସରକାର ଖଣି, ଜମି ଅଧିକାରକୁ ଛଡାଇ ନେଲେ. ଏ ସରକାର ଚାଷୀ, ଶ୍ରମିକ, ଯୁବ, ଛାତ୍ର, ମହିଳାଙ୍କ ସ୍ୱାର୍ଥ ବିରୋଧୀ ସରକାର .ଶିଳ୍ପପତି ଅମ୍ବାନୀ,…

Read More
ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା – ସମୀକ୍ଷା ଖବର

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସାଲେପୁର, ୭।୯ (ନି ପ୍ର): ସାଲେପୁର ଅଞ୍ଚଳର ଏକମାତ୍ର ବୈଷୟିକ ଶିକ୍ଷା ଅନୁଷ୍ଠାନ “ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜି’ (ଆଇପିଟି) କୁ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି) ସ୍ବତନ୍ତ୍ର ବର୍ଗରେ ସଫ ସ୍ବୟଂଶାସିତ 1 ଅନୁଷ୍ଠାନ (ଅ (ଅଟୋନୋମସ ମସ ଷ୍ଟାଟସ) ଷ୍ଟାଟ ଭା ଭାବେ ଓଡ଼ିଶା ୟୁନିଭରସିଟି ଅପ୍ ହେଲ୍‌ଥ ସାଇନ୍ସ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ମାନ୍ୟତା ଦ୍ବାରା ଆଗାମୀ…

Read More
ନିଶ୍ଚିନ୍ତକୋଇଲିରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ – ସମୀକ୍ଷା ଖବର

ନିଶ୍ଚିନ୍ତକୋଇଲିରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସାଲେପୁର/ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ଛକ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ।ପୋଲିସ ପହଂଚି ବୁଝାସୁଝା ପରେ ହଟିଲା ରାସ୍ତାରୋକ।ଘଟଣା ରୁ ପ୍ରକାଶ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଂଚୟତ ସାଙ୍କିଲ ଗାଁ ର ରାହୁଲ ମଳିକ ନିତ୍ୟାନନ୍ଦ ମଳିକ ମାମୁଁ ଘର କେନ୍ଦ୍ରାପଡା ସଲାର କୁ ଯାଇ ରାତ୍ରି ରେ ଘରକୁ ଫେରୁଥିବା ଅବସ୍ଥାରେ ଅଜଣା ଗାଡି ଧକ୍କା ରେ ମୃ..ତ୍ୟୁ ବରଣ…

Read More
ସାଲେପୁର:ବିକଳାନନ୍ଦ କରଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ – ସମୀକ୍ଷା ଖବର

ସାଲେପୁର:ବିକଳାନନ୍ଦ କରଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ: ସାଲେପୁର (୩/୯) ସାଲେପୁର ରସଗୋଲାର ଜନକ, ବିଶିଷ୍ଟ ସମାଜସେବୀ ତଥା ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ପ୍ରତିଷ୍ଠାତା ସଭ୍ୟ ମହାନୁଭବ ବିକଳାନନ୍ଦ କରଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇ ଯାଇଛି l ଗୁରୁବାର ସକାଳୁ ସ୍ବର୍ଗତ ବିକଳାନନ୍ଦ କରଙ୍କ ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ଗ୍ରାମର ପୈତୃକ ଘର ନିକଟରେ ଥିବା ସମାଧିସ୍ଥଳୀରେ ପରିବାର ପରିଜନ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଦେବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ…

Read More
ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ – ସମୀକ୍ଷା ଖବର

ଫୁଲନଖରା: କୋଭେଣ୍ଟ ଗାର୍ଡେନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଫୁଲନଖରା/ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ୧୫ ଅଗଷ୍ଟ ୨୦୨୬: ଫୁଲନଖରାସ୍ଥିତ ଅଡାଲିଆ କୋଭେଣ୍ଟ ଗାର୍ଡେନ ପରିସରରେ ଆଜି ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସ ସହ ପାଳିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ ନୌସେନା ଭେଟେରାନ୍ କ୍ୟାପଟେନ୍ ଦେବେଶ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସୋସାଇଟିର ପ୍ରାୟ ୧୦୦ ଜଣ ଅନ୍ତେବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ପ୍ରାରମ୍ଭରେ “ବନ୍ଦେ ମାତରଂ” ଓ ପରେ…

Read More