ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା ଖବର

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ :୫ଟି ମାମଲା ରୁଜୁ; ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ ଓ ସ୍କୁଟି ଜବତ କଟକ, ୮/୧୦/୨୦୨୬: ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ’ ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ…

Read More
କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା ଖବର

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : ୫ଟି ମାମଲା ରୁଜୁ; ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ ଓ ସ୍କୁଟି ଜବତକଟକ, ୮/୧୦/୨୦୨୬: ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ’ ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ…

Read More
ସାଲେପୁରରେ ବନ୍ଦ୍ର ପ୍ରଭାବ – ସମୀକ୍ଷା ଖବର

ସାଲେପୁରରେ ବନ୍ଦ୍ର ପ୍ରଭାବ

ହେମନ୍ତ କୁମାର ନନ୍ଦ/ସମୀକ୍ଷା/ସାଲେପୁର: ଆଜି 8/10/2026: ସାଲେପୁର ମାଟିରେ ଆମ ଅଧିକାର ପାଇଁ ଓଡ଼ିଶା ବନ୍ଦ ସଫଳ ହୋଇଛି। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ MMDR Act ବିରୋଧରେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକ ସମ୍ପର୍କିତ ପ୍ରସଙ୍ଗରେ, ଏବଂ SIR ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଆଜିର ଏହି ବନ୍ଦ ଅନୁଷ୍ଠିତ ହୋଇଛି।ଏହି ଆନ୍ଦୋଳନରେ ହରିବନ୍ଧୁ ଶତପଥୀ ଙ୍କ ନେତୃତ୍ୱରେ ସାଲେପୁରରେ ଇଣ୍ଡିଆ ମେଣ୍ଟ କର୍ମୀ ଭାଇଭଉଣୀମାନେ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସାଲେପୁରରେ ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସାଲେପୁରରେ ଅନୁଷ୍ଠିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:କଟକ, ତା୦୫.୧୦.୨୦୨୬ ରିଖ –ସାଲେପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ଟି ଅଭିଯୋଗ ହସ୍ତଗତ ୧୦୬ ହୋଇଥିବାବେଳେ ତନ୍ମଧ୍ୟରେ ୮୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୮ ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୨୮…

Read More
ସାଂସ୍କୃତିକ ରାଜଧାନୀ କଟକରେ ଆରମ୍ଭ ହେଲା “କଟକ ନାଟ୍ୟୋତ୍ସବ–୨୦୨୬” – ସମୀକ୍ଷା ଖବର

ସାଂସ୍କୃତିକ ରାଜଧାନୀ କଟକରେ ଆରମ୍ଭ ହେଲା “କଟକ ନାଟ୍ୟୋତ୍ସବ–୨୦୨୬”

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା. ୦୫.୧୦.୨୦୨୬:ସାଂସ୍କୃତିକ ରାଜଧାନୀ କଟକର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ଯୁବ ନାଟ୍ୟ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ” ର ଦ୍ଵିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ପାରମ୍ପରିକ ମଞ୍ଚ ପୂଜା ଓ ପ୍ରଦୀପ ପ୍ରଜ୍ୱଳନ ପରେ ନାଟ୍ୟୋତ୍ସବର ସେମିଫାଇନାଲ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ କଟକ, ତା୦୫.୧୦.୨୦୨୬ ରିଖ –ସାଲେପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ଟି ଅଭିଯୋଗ ହସ୍ତଗତ ୧୦୬ ହୋଇଥିବାବେଳେ ତନ୍ମଧ୍ୟରେ ୮୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୮ ଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ…

Read More
ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ – ସମୀକ୍ଷା ଖବର

ବ୍ୟାଙ୍କ ଅଫ୍ ଇଣ୍ଡିଆର ୮୮ତମ ଶାଖା ସାଲେପୁରରେ ଉଦଘାଟିତ

ଭୁବନେଶ୍ଵର, ୫/୧୦(): ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୮୮ତମ ଶାଖା ସାଲେପୁରରେ ଉଦଘାଟିତ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ଵର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଓ ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଲେପୁର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯଥା ନବକିଶୋର କର, ରାଜେନ୍ଦ୍ର କୁମାର ମଲ୍ଲ, ପ୍ରଦୀପ୍ତ କୁମାର କର, ପ୍ରସନ୍ନ କୁମାର୍ ମଲ୍ଲ, ଶ୍ରୀପତି କର,…

Read More
ସାଲେପୁର ମାଟିରେ ସଦ୍‌ଭାବନା ପଦଯାତ୍ରା – ସମୀକ୍ଷା ଖବର

ସାଲେପୁର ମାଟିରେ ସଦ୍‌ଭାବନା ପଦଯାତ୍ରା

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସତ୍ୟ, ଅହିଂସା ଓ ଭାଇଚାରାର ବାର୍ତ୍ତା ନେଇ ଆଗେଇ ଚାଲିଛି ସାଲେପୁର ୨ ଅକ୍ଟୋବର, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବୋଦାମୁଣ୍ଡାଇରୁ ଶିଶୁଆଁ ଛକ ପର୍ଯ୍ୟନ୍ତ ଆୟୋଜିତ ସଦ୍‌ଭାବନା ପଦଯାତ୍ରା ମାଧ୍ୟମରେ ସତ୍ୟ, ଅହିଂସା, ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରାଗଲା। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ କରିବା ହେଉଛି…

Read More
ସାଲେପୁର: ପୁଅ ଆଖିରେ ଦେଖିଲା ବାପାର ମୃତ୍ୟୁ – ସମୀକ୍ଷା ଖବର

ସାଲେପୁର: ପୁଅ ଆଖିରେ ଦେଖିଲା ବାପାର ମୃତ୍ୟୁ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ ସାଲେପୁର ୬ ନମ୍ବର କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ। ବାପା ଓ ପୁଅ ମିଶି କେନାଲରେ ମାଛ ଧରୁଥିବା ସମୟରେ ଅସାବଧାନତାବଶତଃ ବାପାଙ୍କ ଗୋଡ଼ ଖସିଯିବାରୁ ସେ କେନାଲ ପାଣିରେ ବୁଡ଼ି ଯାଇଥିଲେ। ବାପାଙ୍କୁ ବୁଡ଼ିଯାଉଥିବା ଦେଖି ପୁଅ ଘରକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦୀର୍ଘ…

Read More
ସାଲେପୁରସ୍ଥିତ କୁଆଁପାଳ ଛକରେ ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ – ସମୀକ୍ଷା ଖବର

ସାଲେପୁରସ୍ଥିତ କୁଆଁପାଳ ଛକରେ ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ତାଙ୍କ ଗସ୍ତ ସମୟରେ ସାଲେପୁରସ୍ଥିତ କୁଆଁପାଳ ଛକରେ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ସାଲେପୁର ବଜାରସ୍ଥିତ ମା’ ସାହେଶ୍ୱରୀ ମନ୍ଦିରକୁ ଯାଇ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଅବସରରେ ଶତାଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାନ୍ୟବର ସାଂସଦ ମହୋଦୟଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।

Read More