ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
୪୪ ଲକ୍ଷର ଗଞ୍ଜେଇ ଜବତ, ଟ୍ରାକ୍ଟର-ଟ୍ରେଲର ଜବତ, ପୁଲିସକୁ ଦେଖି ୨ ଅଭିଯୁକ୍ତ ଫେରାର – ସମୀକ୍ଷା ଖବର

୪୪ ଲକ୍ଷର ଗଞ୍ଜେଇ ଜବତ, ଟ୍ରାକ୍ଟର-ଟ୍ରେଲର ଜବତ, ପୁଲିସକୁ ଦେଖି ୨ ଅଭିଯୁକ୍ତ ଫେରାର

ଏମ୍. ଅମରେଶ କୁମାର/ବିଶେଷ ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ନେଇ ପୁଲିସର ତନାଘନା ଜାରି ରହିଥିବା ବେଳେ କାଲିମେଳା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ରାତ୍ରି ପାଟ୍ରୋଲିଂ ସମୟରେ ଭେଙ୍କଟପାଲମ ଗାଁ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ପୁଲିସ ୪୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଗଞ୍ଜେଇ…

Read More
ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ – ସମୀକ୍ଷା ଖବର

ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୪/୦୯/୨୬: ବିଏଲଓ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ସାଲିମି ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହନୁରାମ ନାୟକ ।ସୂଚନାନୁସାରେ, ଶ୍ରୀ ନାୟକ ବିଏଲଓ କାର୍ଯ୍ୟ ପାଇଁ ବିଜାପଦର ଗ୍ରାମକୁ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ସାଲିମି-କିଆଙ୍ଗ ମଧ୍ୟରେ ଏକ ଦ୍ରୁତଗତି ଆମ୍ବୁଲାନ୍ସ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ…

Read More
ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ – ସମୀକ୍ଷା ଖବର

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ ରାକେଟ୍ଅବକାରୀ ଚଢ଼ାଉ ବେଳେ ମାଫିଆ ଫେରାର, ୨୧୫ କେଜି ଗଞ୍ଜେଇ ଜବତ

କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ: ମାଲକାନଗିରି: ଘଞ୍ଚ ଜଙ୍ଗଲକୁ ନିରାପଦ ଆଶ୍ରୟ କରି ଚାଲିଥିଲା ଗଞ୍ଜେଇ ପ୍ୟାକିଂ ଓ ଚୋରାଚାଲାଣର ବଡ଼ ଚକ୍ର। ଜଙ୍ଗଲ ଭିତରେ ଗଞ୍ଜେଇକୁ ଯନ୍ତ୍ର ସାହାଯ୍ୟରେ ଚାପ ଦେଇ ପ୍ୟାକେଟ୍‌ ପ୍ରସ୍ତୁତ କରାଯାଉଥିବା ବେଳେ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଛି। ଅବକାରୀ ଦଳକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିବା ବେଳେ ସେଠାରୁ ୨୧୫ କେଜି ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ଅବକାରୀ…

Read More
ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ – ସମୀକ୍ଷା ଖବର

ତିନିଟ କୁକୁଡ଼ା ଗିଳି ଦେଇଥିବା ବିଶାଳ ଅଜଗର ଉଦ୍ଧାର ; ସୁରକ୍ଷିତ ସ୍ଥାନରେ ଛାଡ଼ିଲେ ସାପ ଉଦ୍ଧାରକାରୀ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୪/୦୯/୨୬ମାଲକାନଗିରି ଜିଲ୍ଲା ସଦର ନିକଟ ପରଜାଗୁଡ଼ା ଅଞ୍ଚଳରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରିଛନ୍ତି ସାପ ଧରାଳି। ଖାଦ୍ୟ ସନ୍ଧାନରେ ଅଜଗରଟି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଘରେ ପଶି ତିନିଟି ବଡ଼ କୁକୁଡ଼ାକୁ ଗିଳି ଦେଇଥିଲା ଜଣାପଡିଛି। ସାପଟିକୁ ଦେଖି ଘରଲୋକଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ହୋଇ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ…

Read More
ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ନେଇ ପୁଲିସ-ଆର୍‌ଟିଓର ମିଳିତ ଯାଞ୍ଚ: ୧୨ ଯାନରୁ ₹୯,୫୦୦ ଜରିମାନା ଆଦାୟ, ଗୋଟିଏ ଡିଏଲ୍ ବାତିଲ – ସମୀକ୍ଷା ଖବର

ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ନେଇ ପୁଲିସ-ଆର୍‌ଟିଓର ମିଳିତ ଯାଞ୍ଚ: ୧୨ ଯାନରୁ ₹୯,୫୦୦ ଜରିମାନା ଆଦାୟ, ଗୋଟିଏ ଡିଏଲ୍ ବାତିଲ

ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ:ମାଲକାନଗିରି : ଜିଲ୍ଲାର କାଲିମେଳାଠାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ରୋକିବା ସହ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁଲିସ ଓ ଆର୍‌ଟିଓ କର୍ମଚାରୀଙ୍କ ପକ୍ଷରୁ ମିଳିତ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୨୦୦ ଜଣ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ଚାଳକମାନଙ୍କୁ ହେଲମେଟ୍ ବ୍ୟବହାର, ଗାଡ଼ିର ଆର୍‌ସି, ଡ୍ରାଇଭିଂ ଲାଇସେନ୍ସ ଓ ଇନ୍‌ସୁରାନ୍ସ ବୈଧ ରଖିବା ସହ ଗାଡ଼ି ଚଳାଇବା ସମୟରେ…

Read More
ମାଲକାନଗିରି:ଟାୟାର ବୋଝେଇ ଟ୍ରକ୍ ଓଲଟିଲା, ଚାଳକ ଗୁରୁତର – ସମୀକ୍ଷା ଖବର

ମାଲକାନଗିରି:ଟାୟାର ବୋଝେଇ ଟ୍ରକ୍ ଓଲଟିଲା, ଚାଳକ ଗୁରୁତର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୨/୦୯/୨୬ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୨୩ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟାୟାର ବୋଝେଇ ଟ୍ରକ୍‌ର ଚକ ହଠାତ୍ ବ୍ଲାଷ୍ଟ ହୋଇ ଭାରସାମ୍ୟ ହରାଇ ରାସ୍ତା ତଳ ବିଲ ଭିତରକୁ ଓଲଟି ପଡ଼ିଛି । ଫଳରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର…

Read More
ମାଲକାନଗିରି:୨୦୩ କେଜି ଗଞ୍ଜେଇ ଜବତ – ସମୀକ୍ଷା ଖବର

ମାଲକାନଗିରି:୨୦୩ କେଜି ଗଞ୍ଜେଇ ଜବତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୩୧/୦୮/୨୬ମାଲକାନଗିରି ଥାନା ଅଧୀନସ୍ଥ ଝାଟିଗୁଡ଼ା ଗ୍ରାମର ପଶ୍ଚିମ ପାର୍ଶ୍ୱ ଜଙ୍ଗଲ ଅଞ୍ଚଳରେ ମାଲକାନଗିରି ଅବକାରୀ ଥାନା ପକ୍ଷରୁ ଏକ ବିଶେଷ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଏକ ବୁଦା ନିକଟରୁ ୮ଟି ଜରି ବ୍ୟାଗରେ ଥିବା ସମୁଦାୟ ୨୦୩ କେଜି (୨ କୁଇଣ୍ଟାଲ ୩ କେଜି) ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ୩୦ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।ଘଟଣାସ୍ଥଳରେ…

Read More
୧୫୫ କଇଁଛ ଜବତ, ଅଟୋ ଜବତ୧୨୪ ଜୀବନ୍ତ, ୩୧ ମୃତ; ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଫେରାର – ସମୀକ୍ଷା ଖବର

୧୫୫ କଇଁଛ ଜବତ, ଅଟୋ ଜବତ୧୨୪ ଜୀବନ୍ତ, ୩୧ ମୃତ; ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଫେରାର

ଏମ୍. ଅମରେଶ କୁମାର/ଦକ୍ଷିଣ ଓଡିଶା ମୁଖ୍ୟ:ମାଲକାନଗିରି ବନ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଟ୍ରୋଲିଂ ସମୟରେ ବେଆଇନ ଭାବେ ପରିବହନ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଛି। ଜବତ କଇଁଛ ମଧ୍ୟରୁ ୧୨୪ଟି ଜୀବନ୍ତ ଥିବା ବେଳେ ୩୧ଟି ମୃତ ଥିବା ଜଣାପଡ଼ିଛି। ଏହା ସହିତ କଇଁଛ ପରିବହନରେ ବ୍ୟବହୃତ ଏକ ବଜାଜ ମ୍ୟାକ୍ସିମା ଅଟୋରିକ୍ସାକୁ ମଧ୍ୟ ବନ ବିଭାଗ ଜବତ କରିଛି। ବନ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି-୧ ବିଟ୍‌ ଓ ମାଲକାନଗିରି ସେକ୍ସନ ଅଧୀନ…

Read More
ଲେସ୍‌ ଟେଣ୍ଡରକୁ ନେଇ ଠିକାଦାରଙ୍କ ପୁଣି ବୈଠକ:ସିଡ୍ୟୁଲ୍‌ ଦରରେ ଟେଣ୍ଡର ଦାଖଲ ପାଇଁ ଏକାଠି ହେଲେ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର – ସମୀକ୍ଷା ଖବର

ଲେସ୍‌ ଟେଣ୍ଡରକୁ ନେଇ ଠିକାଦାରଙ୍କ ପୁଣି ବୈଠକ:ସିଡ୍ୟୁଲ୍‌ ଦରରେ ଟେଣ୍ଡର ଦାଖଲ ପାଇଁ ଏକାଠି ହେଲେ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର

ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ/ ସମୀକ୍ଷା ନ୍ୟୁଜ/ମାଲକାନଗିରି: ଟେଣ୍ଡରରେ ଅତ୍ୟଧିକ କମ୍‌ ଦର ଦାଖଲକୁ ନେଇ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାରମାନେ ପୁଣି ଏକାଠି ହୋଇଛନ୍ତି। ବୁଧବାର ଏମ୍‌ଭି-୭୯ଠାରେ ଠିକାଦାରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଟେଣ୍ଡର ପ୍ରକ୍ରିୟା, ଦର ଓ ନିର୍ମାଣ କାମର ଗୁଣବତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା। ଠିକାଦାରମାନଙ୍କ କହିବାନୁଯାୟୀ, ଅଧିକାଂଶ ଠିକାଦାର ବିଭାଗ ପକ୍ଷରୁ ଧାର୍ଯ୍ୟ ସିଡ୍ୟୁଲ୍‌ ଦର ଅନୁସାରେ ଟେଣ୍ଡର ଦାଖଲ କରୁଥିବାବେଳେ କେତେକ ଠିକାଦାର କାମ ପାଇବା…

Read More
ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ – ସମୀକ୍ଷା ଖବର

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୩୧/୦୮/୨୬ଗିରିକାନପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ…

Read More