ରାସଗୋବିନ୍ଦପୁର ପଡ଼ିଆରେ ହାତୀର ଫୁଟବଲ୍ ଖେଳ_ ଶେଷରେ ବଲ୍କୁ ଦଳି ନଷ୍ଟ କଲା
ଯଶୋବନ୍ତ ପରିଡା/_ ମୟୁରଭଞ୍ଜ/ ୦୬/୦୯/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଜଙ୍ଗଲ ଅଞ୍ଚଳରେ ଏକ ଅଭୂତପୂର୍ବ ଏବଂ ଭୟଗ୍ରସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ପଡ଼ିଆରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ଏକ ହାତୀ ପ୍ରବେଶ କରି ଫୁଟବଲ୍ ସହିତ ଖେଳିଥିବାର ଖବର ସାମ୍ନାକୁ ଆସିଛି। ପ୍ରକାଶ ଯେ, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରପାଡ଼ା ପଞ୍ଚାୟତର ବାଉସୁଳି ଗାଁ ପଡ଼ିଆରେ କିଛି ନାବାଳକ ଓ ପିଲାମାନେ ଫୁଟବଲ୍ ଖେଳୁଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ…