ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

​ଯଶୋବନ୍ତ ପରିଡା/.କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ:କପ୍ତିପଦା ଅଞ୍ଚଳର ପୂର୍ବ ଗୌରବ ଓ ଐତିହ୍ୟକୁ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରତିଷ୍ଠିତ “କପ୍ତିପଦା ମହୋତ୍ସବ”ର ଦ୍ୱିତୀୟ ବାର୍ଷିକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ସ୍ଥାୟୀ ସଭାପତି ମାକୁ ସିଂହଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ ଶରତ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାଳିକ, ଭରତ ବରାଳ, ନିରଞ୍ଜନ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ…

Read More
୧୨୫ ବର୍ଷର ଗୌରବମୟ ଯାତ୍ରା: ଐତିହ୍ୟର ସ୍ମୃତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ – ସମୀକ୍ଷା ଖବର

୧୨୫ ବର୍ଷର ଗୌରବମୟ ଯାତ୍ରା: ଐତିହ୍ୟର ସ୍ମୃତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ପୂର୍ତ୍ତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଜୋରଦାର; ତିନି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ୧୦୨ ଫୁଟ ଉଚ୍ଚତାର ଜାତୀୟ ପତାକା ସ୍ଥାପନ ହେବ ଖୋର୍ଦ୍ଧା, ସେପ୍ଟେମ୍ବର ୨୮:ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଏହା ଏକ ଜାତିର ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶର ମୂଳଦୁଆ। ଏହି ମହତ୍ତ୍ୱପୂର୍ଣ୍ଣ ଆଦର୍ଶକୁ ପାଥେୟ କରି ଦୀର୍ଘ ବର୍ଷ ଧରି ଶିକ୍ଷାର ଆଲୋକ ବିତରଣ…

Read More
ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ – ସମୀକ୍ଷା ଖବର

ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନିଯୁଜ୍ : ଆଜି ବରଗଡ଼ ବ୍ଳକ ଅନ୍ତର୍ଗତ ଗାଈସୀମା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ବରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ବେରସିୟୁସ୍ ଡୁଙ୍ଗଡୁଙ୍ଗଙ୍କ ନେତୃତ୍ବରେ ସେବା ସଂକଳ୍ପ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ହିଁ ସେବା- ସ୍ୱଚ୍ଛ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।‌ ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ପରିସର ସଫା କରାଗଲା। ପ୍ଲାଷ୍ଟିକ ବ୍ୟବହାର…

Read More
ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ – ସମୀକ୍ଷା ଖବର

ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଲିଙ୍ଗରାଜ ଥାନା କେଦାର ଲେନ୍‌ସ୍ଥିତ ତାଙ୍କ ବାସଭବନରେ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଲେଜ କର୍ମଚାରୀ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଶେଷ ଶଯ୍ୟା ନିକଟରେ ପୁଅ, ବୋହୂ, ନାତି, ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ମନ୍ମଥ କୁମାର ନାୟକ…

Read More
ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ – ସମୀକ୍ଷା ଖବର

ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାକୁ ସ୍ୱୟଂଚାଳିତ ଇଲେକ୍ଟ୍ରିକ୍ ଟ୍ରାକ୍ଟର, ଏଆଇ ସଫ୍ଟୱେର୍, ରୋବୋଟିକ୍ସ ଏବଂ ସ୍ମାର୍ଟ କୃଷି ପ୍ରଣାଳୀର ଏକ ଅତ୍ୟାଧୁନିକ ଉତ୍ପାଦନ ଓ ରପ୍ତାନି ହବ୍ ଭାବରେ ଗଢ଼ିତୋଳିବା ପାଇଁ ସିଲିକନ୍ ଭ୍ୟାଲିର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସଂସ୍ଥା ‘ଫାର୍ମଏକ୍ସ’ (FarmX) ରାଜ୍ୟ ସରକାରଙ୍କ ନିକଟରେ ₹୧,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଗତ କରିଛି। ଫାର୍ମଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରେମଲ ଅସର ଏବଂ ଏଆଇ ଓ ପ୍ରଡକ୍ଟ ଇଞ୍ଜିନିୟରିଂ ମୁଖ୍ୟ ଶ୍ରୀ…

Read More
ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍ – ସମୀକ୍ଷା ଖବର

ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ ବରଗଡ଼, 27 ସେପ୍ଟେମ୍ବର: ଆଗାମୀ ୧୩ ଡିସେମ୍ବର ୨୦୨୬ ଦିନ ଓଡ଼ିଶାର ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା “ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬” ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବରଗଡ଼ ସହରରେ ଏକ ବିଶାଳ “ପ୍ରୋମୋ ରନ୍” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସର୍ବସାଧାରଣଙ୍କ ମଧ୍ୟରେ…

Read More
କେନ୍ଦୁଝରରେ ଓଡ଼ିଶା ସରକାରୀ ମୋଟର କର୍ମଚାରୀ ସଂଘର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ – ସମୀକ୍ଷା ଖବର

କେନ୍ଦୁଝରରେ ଓଡ଼ିଶା ସରକାରୀ ମୋଟର କର୍ମଚାରୀ ସଂଘର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୨୭ ସେପ୍ଟେମ୍ବର: ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ‘ଓଡ଼ିଶା ସରକାରୀ ମୋଟର କର୍ମଚାରୀ ବିଶ୍ରାମ ଗୃହ’ (କେନ୍ଦୁଝର ଜିଲ୍ଲା ଶାଖା) ପରିସରରେ ଏକ ବନ୍ଧୁମିଳନ, ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଓ ଶ୍ରେଷ୍ଠ ଗାଡ଼ି ଚାଳକଙ୍କୁ ସମ୍ମାନୋତ୍ସବ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଂଘର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ। ମଞ୍ଚରେ ସଂଘର ସଭାପତି ଶ୍ରୀ ପର୍ଶୁରାମ ମହାନ୍ତି,…

Read More
ବେରୁଆବାରୀ ପଞ୍ଚାୟତ: ରାସନ୍ କାର୍ଡ କରାଇଦେବା ନାଁରେ ୬ ହଜାର ଟଙ୍କା ନେବା ଅଭିଯୋଗ – ସମୀକ୍ଷା ଖବର

ବେରୁଆବାରୀ ପଞ୍ଚାୟତ: ରାସନ୍ କାର୍ଡ କରାଇଦେବା ନାଁରେ ୬ ହଜାର ଟଙ୍କା ନେବା ଅଭିଯୋଗ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ନୂଆଗାଁ, ୨୮/୦୯: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଇ ରାସନ୍ କାର୍ଡ କରାଇଦେବା ନାଁରେ ଏକ ଗରିବ ପରିବାରଠାରୁ ୬ ହଜାର ଟଙ୍କା ନିଆଯାଇଥିବା ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଞ୍ଚାୟତରୁ ଅଭିଯୋଗ ସାମ୍ନାକୁ ଆସିଛି। ବେରୁଆବାରୀ ପଞ୍ଚାୟତର ଜଦୁପଲ୍ଲୀ ଗ୍ରାମ ଖୋଜାପଲ୍ଲୀ ସାହିର ମଙ୍ଗରାଜ ବାରିକଙ୍କ ସ୍ତ୍ରୀ ପ୍ରମିଳା ବାରିକ ଏହି ଅଭିଯୋଗ କରିଛନ୍ତି। ତାଙ୍କ କହିବା…

Read More
ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସଚେତନତା ମାରାଥନ୍ – ସମୀକ୍ଷା ଖବର

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସଚେତନତା ମାରାଥନ୍

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ ନୂଆପଡ଼ା, ତା. ୨୭/୦୯:ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସଚେତନତା ମାରାଥନ୍ (ପ୍ରମୋ ରନ୍) ଅନୁଷ୍ଠିତ ହୋଇଯାଇଛିl ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ପରିସରରୁ ଏହି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ପ୍ରମୋ ରନ୍ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇ ପୁନର୍ବାର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଉତ୍ସାହର ସହ ଯୋଗଦେଇଥିଲେ।ବାଳକ ବିଭାଗରେ ସରାବଙ୍ଗର…

Read More
ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ବାଇକରେ ପରିଦର୍ଶନ କଲେ ଆଇନ ମନ୍ତ୍ରୀ – ସମୀକ୍ଷା ଖବର

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ବାଇକରେ ପରିଦର୍ଶନ କଲେ ଆଇନ ମନ୍ତ୍ରୀ

ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୭/୯:- ଆଜି ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୋରଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ଚିଲିକା ଓ ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ବାଇକରେ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଚିଲିକା ବ୍ଲକର ଜରିପଡ଼ା ଗ୍ରାମ ପଞ୍ଚାୟତ…

Read More