ବଡ଼ବିଲ ରେ ‘ଦ ବିବିଏନ୍ ପୋଷ୍ଟ’ କାର୍ଯ୍ୟାଳୟ ଉଦ୍ଘାଟିତ
ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : ଯୋଡ଼ା, କେନ୍ଦୁଝର, ୨୭/୦୯/୨୦୨୬: ବଡ଼ବିଲ ପୌରପାଳିକା ଅଞ୍ଚଳର ଷ୍ଟେସନ ରୋଡ୍ରେ ‘ଦ ବିବିଏନ୍ ପୋଷ୍ଟ’ର ନୂତନ କାର୍ଯ୍ୟାଳୟ ଭବ୍ୟ ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ସମାରୋହରେ ‘ଦ ବିବିଏନ୍ ପୋଷ୍ଟ’ର ପ୍ରତିଷ୍ଠାତା ତଥା ସମ୍ପାଦକ ଅମଲ କେ. ମାଥ୍ୟୁ ଯୋଗଦେଇ ସାଧାରଣ ଲୋକଙ୍କ…