ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଲଗାଣ ବର୍ଷାରେ ବୁଡ଼ିଲା ବ୍ରିଜ, ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ – ସମୀକ୍ଷା ଖବର

ଲଗାଣ ବର୍ଷାରେ ବୁଡ଼ିଲା ବ୍ରିଜ, ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୯/୨୬ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପାଙ୍ଗାମ୍, ପୋଟେରୁ, ଏମଭି – ୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି।ଯାତାୟାତ ଠପ୍ ହୋଇଯାଇଛି। ପୋଲର ଦୁଇ ପଟେ ପୁଲିସ ଯାତ୍ରୀଙ୍କୁ…

Read More
ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ମାଲକାନଗିରିରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ: ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୯/୨୬ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷଣ ଶିଖିବା ସାମଗ୍ରୀର ବିକାଶ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ, ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀର ରୂପରେଖ ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ…

Read More
ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା – ସମୀକ୍ଷା ଖବର

ଗମ୍ବାରିଆ ଗାଁରେ ହାତୀପଲଙ୍କ ତାଣ୍ଡବ: ଘର ଭାଙ୍ଗିଲା ଦନ୍ତା, ଧାନ-ଚାଉଳ ଖାଇବା ସହ ନଷ୍ଟ କଲା ପନିପରିବା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର କେନ୍ଦୁଝର, ୧୩/୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗମ୍ବାରିଆ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ତାଣ୍ଡବ ରଚିବା ସହ ଏକ ଗୋଠଛଡ଼ା ଦନ୍ତା ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି।ସୂଚନା ଅନୁଯାୟୀ, ରାତିରେ ହାତୀପଲ ହଠାତ୍ ଗମ୍ବାରିଆ ଗାଁ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଏକ ଗୋଠଛଡ଼ା ଦନ୍ତା ଘରଦ୍ୱାର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ…

Read More
ଖୋରଧାରେ କୋଡ଼ିନ ମିଶ୍ରିତ କଫ ସିରପ ରାକେଟ ଠାବ , ୩୪୦ ବୋତଲ କଫ ସିରପ ଜବତ, ଜଣେ ଗିରଫ ,ଦୁଇ ଫେରାର – ସମୀକ୍ଷା ଖବର

ଖୋରଧାରେ କୋଡ଼ିନ ମିଶ୍ରିତ କଫ ସିରପ ରାକେଟ ଠାବ , ୩୪୦ ବୋତଲ କଫ ସିରପ ଜବତ, ଜଣେ ଗିରଫ ,ଦୁଇ ଫେରାର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୨/୯: ଖୋରଧା ସହରରେ ବେଆଇନ ଭାବେ କୋଡିନ ମିଶ୍ରିତ କଫ ସିରପ ବିକ୍ରି ଓ ଯୋଗାଣ ଅଭିଯୋଗ ନେଇ ପୁଲିସର ଚଢ଼ଉ ବେଳେ ବଡ଼ଧରଣର ସଫଳତା ମିଳିଛି। ଖୋରଧା ଆଦର୍ଶ ଥାନା ପୁଲିସ ବିଡିଏ କଲ୍ୟାଣ ମଣ୍ଡପ ନିକଟରେ ଚଢ଼ଉ କରି ପ୍ରାୟ ୩୪ ଲିଟର କୋଡିନ ମିଶ୍ରିତ କଫ ସିରପ ଜବତ କରିଛି। ଜବତ କଫ ସିରପର ପରିମାଣ ୩୪୦ ବୋତଲ…

Read More
ଟାଉନ ଥାନା ଅନ୍ତର୍ଗତ ବଗଡ଼ିହା ଛକରେ ରକ୍ତାକ୍ତକାଣ୍ଡ: ସ୍ତ୍ରୀର ବେକ କାଟିଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁ – ସମୀକ୍ଷା ଖବର

ଟାଉନ ଥାନା ଅନ୍ତର୍ଗତ ବଗଡ଼ିହା ଛକରେ ରକ୍ତାକ୍ତକାଣ୍ଡ: ସ୍ତ୍ରୀର ବେକ କାଟିଲା ସ୍ୱାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁ

​ଯଶୋବନ୍ତ ପରିଡା/_ ମୟୁରଭଞ୍ଜ, ବାରିପଦା/_ ୧୩/୦୯/୨୬ (ସମୀକ୍ଷା ନ୍ୟୁଜ)ଟାଉନ ଥାନା ଅନ୍ତର୍ଗତ ବଗଡ଼ିହା ଛକ ନିକଟରେ ଆଜି ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି​ମିଳିଥିବା ସୂଚନା ଅନୁଯାୟୀ, ଶୂଳିଆପଦା…

Read More
ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ – ସମୀକ୍ଷା ଖବର

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୩/୯ – ରାଇରଙ୍ଗପୁର : ମହତାବ ଭବନ, ରାଇରଙ୍ଗପୁର ଠାରେ ରବିବାର ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ଆୟୋଜନରେ ଏକ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନବ ଚରଣ ମାଝୀ, ସାଂସଦ ମୟୂରଭଞ୍ଜ,ସମ୍ମାନିତ ଅତିଥି ଭାବେ ଉଦଳା ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ, ରାଇରଙ୍ଗପୁର ବିଧାୟକ…

Read More
ରାୟଗଡ଼ା–କୋରାପୁଟ–ଜୟପୁର ରେଳ ସେକ୍ସନ୍‌ରେ ମହାପ୍ରବନ୍ଧକଙ୍କ ତଦାରଖ – ସମୀକ୍ଷା ଖବର

ରାୟଗଡ଼ା–କୋରାପୁଟ–ଜୟପୁର ରେଳ ସେକ୍ସନ୍‌ରେ ମହାପ୍ରବନ୍ଧକଙ୍କ ତଦାରଖ

ସୁରକ୍ଷିତ ଟ୍ରେନ୍ ପରିଚାଳନା ସହ ଭିତ୍ତିଭୂମି ବିକାଶକୁ ଗତି ଦେବା ଉପରେ ଗୁରୁତ୍ୱ ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା:୧୩/୦୯ : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶୁକ୍ରବାର ରାୟଗଡ଼ା–କୋରାପୁଟ–ଜୟପୁର ରେଳ ସେକ୍ସନ୍‌ ପରିଦର୍ଶନ କରି ଟ୍ରେନ୍ ପରିଚାଳନା, ରେଳ ସୁରକ୍ଷା, ସିଗନାଲିଂ ବ୍ୟବସ୍ଥା ତଥା ବିଭିନ୍ନ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ମହାପ୍ରବନ୍ଧକଙ୍କ ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରେଳ ଚଳାଚଳରେ ସୁରକ୍ଷା,…

Read More
ପ୍ରଶାସନ ନଶୁଣିବାରୁ ଚାନ୍ଦା କରି କାଦୁଅ ରାସ୍ତା ସଜାଇଲେ ଯୁବକସଂଘ – ସମୀକ୍ଷା ଖବର

ପ୍ରଶାସନ ନଶୁଣିବାରୁ ଚାନ୍ଦା କରି କାଦୁଅ ରାସ୍ତା ସଜାଇଲେ ଯୁବକସଂଘ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ପାଇକମାଲ, ୧୩/୦୯: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଧୀନ ଜାମସେଠ ଗ୍ରାମପଞ୍ଚାୟତର ଚେରଙ୍ଗାଝାଞ୍ଜ ଗ୍ରାମରେ ଦେଖିବାକୁ ମିଳିଛି ଯୁବକମାନଙ୍କ ଏକ ନିଆରା ସାମାଜିକ ପ୍ରୟାସ। ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ନକରି ନିଜ ଉଦ୍ୟମରେ ଗ୍ରାମର ଦୁର୍ଦ୍ଦଶାଗ୍ରସ୍ତ ରାସ୍ତା ମରାମତି କରିଛନ୍ତି ଜୟ ବୁଢ଼ାଦେଓ ଯୁବକ ସଂଘର ସଦସ୍ୟମାନେ। ନିଜେ ଚାନ୍ଦା ସଂଗ୍ରହ କରି ରାସ୍ତାରେ ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ପକାଇ ଯୁବକମାନେ ରାସ୍ତାଟିକୁ ଯାତାୟାତ…

Read More
ହିନ୍ଦ ମଜୁଦୁର ସଭାର ରାଜ୍ୟ ସମ୍ପାଦକ ହେଲେ ଜ୍ଞାନ ରଞ୍ଜନ ଦାସ – ସମୀକ୍ଷା ଖବର

ହିନ୍ଦ ମଜୁଦୁର ସଭାର ରାଜ୍ୟ ସମ୍ପାଦକ ହେଲେ ଜ୍ଞାନ ରଞ୍ଜନ ଦାସ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୧୩।୯ ଡେଲାଙ୍ଗ ବ୍ଲକ ଅରିସଲ ପଂଚାୟତ ଅନ୍ତର୍ଗତ ଓଡ଼ାରଙ୍ଗ ଗ୍ରାମର ଜ୍ଞାନ ରଞ୍ଜନ ଦାସ ପଞ୍ଚଦଶ ରାଜ୍ୟ ହିନ୍ଦ ମଜୁଦୁର ସଭା ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଭାବେ ନିର୍ଦୋନ୍ଦ ରେ ନିର୍ବାଚିତ ହୋଇଛନ୍ତି । ରବିବାର ଚନ୍ଦ୍ରଶେଖରପୁର ରେଳବିଭାଗ ସମ୍ମିଳନୀ ସଦନରେ ଅନୁଷ୍ଠିତ ସଭାରେ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ଠାରୁ…

Read More
ପ୍ରତିଷ୍ଠିତ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁଙ୍କ ଅକାଳ ବିୟୋଗଶୋଭାଯାତ୍ରାରେ ଶେଷ ବିଦାୟ, ବିଭିନ୍ନ ମହଲରେ ଶୋକ – ସମୀକ୍ଷା ଖବର

ପ୍ରତିଷ୍ଠିତ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁଙ୍କ ଅକାଳ ବିୟୋଗଶୋଭାଯାତ୍ରାରେ ଶେଷ ବିଦାୟ, ବିଭିନ୍ନ ମହଲରେ ଶୋକ

ସିଦ୍ଧାର୍ଥ ଶଙ୍କର ମିଶ୍ର / ଧୂଷୁରୀ ଧାମନଗର/ ଭଦ୍ରକ /ସମୀକ୍ଷା ନ୍ୟୁଜ ବେତାଳିଗାଁ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ଗ୍ରାମ ପଞ୍ଚାୟତ ଅଧୀନ ବେତାଳିଗାଁ ହାଟର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ମୃତ୍ୟୁଞ୍ଜୟ ସାହୁ (୪୭)ଙ୍କର ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ସଙ୍ଗଠନପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ପାଳସାହି, ରଇପୁର…

Read More